ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୭, ୨୦୨୦)

ଏକ ଫଳ ବିକ୍ରେତା ଏବଂ ତାଙ୍କ ସହଯୋଗୀ ଲିଙ୍କ୍ ରୋଡ୍ ନିକଟରେ ଗ୍ରାହକ ଙ୍କୁ ଅପେକ୍ଷା କରିଛନ୍ତି ଓମପି ଓଭର ବ୍ରିଜ ରେ କଳାକାରମାନେ କଟକର ପ୍ରସିଦ୍ଧ ‘ତାରାକସି’ କାର୍ଯ୍ୟରେ ଚିତ୍ର ଆଙ୍କିଛନ୍ତି ଯୋବ୍ରା ଆନିକଟ ଠାରେ ମହାନଦୀ ନଦୀରୁ ବନ୍ୟା…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୬, ୨୦୨୦)

ସପ୍ତାହ ଶେଷରେ ବନ୍ଦ ସମୟରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ପାଖରେ ଥିବା ରାସ୍ତାର ଦୃଶ୍ୟ ଭୁବନେଶ୍ୱରର ରାଜମହଲ ଛକ ନିକଟରେ ବାଉଁଶରେ ଜିନିଷପତ୍ର ତିଆରି କରୁଥିବା ଦମ୍ପତି ସପ୍ତାହ ଶେଷରେ ବନ୍ଦ ସମୟରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରେଳ ଯାତ୍ରୀମାନେ ଷ୍ଟେସନ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୫, ୨୦୨୦)

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାରେଡ ଅଭିବାଦନ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ କଟକ ବାରବାଟୀ କ୍ଲବ ହାଉସରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ପୁରୀରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ୭୪ତମ ସ୍ୱାଧୀନତା ଦିବସ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୪ , ୨୦୨୦)

୭୪ତମ ସ୍ବାଧିନତା ଦିବସ ଅବସରରେ ବନ୍ଦେ ମାତରମ ଗ୍ରୁପ ପକ୍ଷରୁ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି   ଅଗଷ୍ଟ ୧୫ ପାଇଁ ପ୍ରଦର୍ଶନୀ ପଡ଼ିଆରେ ପରେଡ ପ୍ରସ୍ତୁତି   ଅଗଷ୍ଟ ୧୫ ପାଇଁ କଳ୍ପନା ଛକରେ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩ , ୨୦୨୦)

ପ୍ରବଳ ବର୍ଷା ମଧ୍ୟରେ ପୁରୀର ରାସ୍ତାଗୁଡ଼ିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଷ୍ଟିଲ ରଡ଼ ଉପରେ କଙ୍କି ବସି ରହିଥିବାର ଦୃଶ୍ୟ ଜଣେ ଦୋକାନୀ ସ୍ୱାଧୀନତା ଦିବସ ପୂର୍ବରୁ ବୁକ୍ସିବଜ଼ାର ରେ ଜାତୀୟ ପତାକା ବିକୁଛନ୍ତି ଭୁବନେଶ୍ୱରରେ ବର୍ଷାର ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୨, ୨୦୨୦)

ମାସ୍କରେ ତ୍ରିରଙ୍ଗା: କଟକ କଚେରୀ ରୋଡ଼ରେ ଚାଲିଛି ଏଭଳି ମାସ୍କ ବ୍ୟବସାୟ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ଲାଗି ପରେଡ ଅଭ୍ୟାସ ଭୁବନେଶ୍ୱରରେ ବର୍ଷା କଟକ କାଠଯୋଡ଼ି ନଦୀ ପଠାରୁ ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି ଲାଗି ମାଟି ଅନୁକୂଳ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୧, ୨୦୨୦)

ଭୁବନେଶ୍ୱର ୟୁନିଟ-୯ ଏକାମ୍ର ସତ୍ୟସେବା ଆଶ୍ରମ ବୈକୁଣ୍ଠ ସରଣୀରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ଭୁବନେଶ୍ୱର ରାମ ମନ୍ଦିର ବାହାରେ ଶ୍ରଦ୍ଧାଳୁ   ଭୁବନେଶ୍ୱର ଇସ୍କନ ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ଭିଡ଼   ଦେବୀ ଦୁର୍ଗାଙ୍କ ମୂର୍ତ୍ତି ତିଆରି ଲାଗି  କୁଆଖାଇ ନଦୀ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୦, ୨୦୨୦)

ସାପ୍ତାହିକ ସର୍ଟଡାଉନ ଖୋଲିବା ପରେ ଭୁବନେଶ୍ୱରର ରାଜମହଲ ଏବଂ ବାପୁଜୀ ନଗର ଅଞ୍ଚଳରେ ପ୍ରବଳ ଜନଗହଳି ହୋଇଛି ଜନ୍ମାଷ୍ଟମୀ ପୂର୍ବରୁ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଥିବା ଜଣେ ଶିଳ୍ପୀ ରାଜଧାନୀ ଭୁବନେଶ୍ୱର ସୀମାନ୍ତରେ ଚାଷ ଜମିରେ କୃଷକ ମାନେ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୯, ୨୦୨୦)

କଟକସ୍ଥିତ କାଠଯୋଡ଼ି ନଦୀ କୂଳରେ ଖୁଦୁରୁକୁଣୀ ପୂଜା ପାଳନ କରୁଥିବା ଯୁବତୀ ଓ ମହିଳା ଭୁବନେଶ୍ୱରରେ ୱିକେଣ୍ଡ ବନ୍ଦ ସମୟରେ ନିୟମିତଭାବେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ମାନେ କଟକ ଵଜ୍ରକବାଟି ରୋଡରେ ଅବସ୍ଥିତ ଏକ ଘର ଉପରେ ଥିବା ଏକ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୭, ୨୦୨୦)

ଲଘୁଚାପ ପ୍ରଭାବରେ ଭୁବନେଶ୍ୱର ରେ ପ୍ରବଳ ବର୍ଷା ଜାତୀୟ ହସ୍ତତନ୍ତ ଦିବସରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ସୁବଳ ମହାରାଣାଙ୍କ ଦ୍ୱାରା ବାଲୁକା କଳା ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଭୁବନେଶ୍ୱରରେ ପ୍ରଦର୍ଶନୀ ପଡିଆ ପ୍ରସ୍ତୁତ ହେଉଛି ଭୁବନେଶ୍ୱରରେ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୬ , ୨୦୨୦)

ଅନଲକ୍୩ ଲାଗୁ ହେବା ପରେ ଭୁବନେଶ୍ୱରରେ ଲୋକଙ୍କ ଭିଡ ଜଣେ କାରିଗର ଗଣେଶ ପୂଜା ପାଇଁ ମାଟି ମୂର୍ତ୍ତିରେ ରଙ୍ଗ କରୁଛନ୍ତି ଭୁବନେଶ୍ୱରର ୟୁନିଟ୍ -୩ ଜନପଥରେ ରାସ୍ତା ଖୋଳା ଯାଇଛି, ରାସ୍ତାକାମ ଶେଷ ହେବା ପରେ ମଧ୍ୟ ମରାମତି ହୋଇପାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri