
୭୪ତମ ସ୍ବାଧିନତା ଦିବସ ଅବସରରେ ବନ୍ଦେ ମାତରମ ଗ୍ରୁପ ପକ୍ଷରୁ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଅଗଷ୍ଟ ୧୫ ପାଇଁ ପ୍ରଦର୍ଶନୀ ପଡ଼ିଆରେ ପରେଡ ପ୍ରସ୍ତୁତି

ଅଗଷ୍ଟ ୧୫ ପାଇଁ କଳ୍ପନା ଛକରେ ଜଣେ ମହିଳା ଜାତୀୟ ପତାକା ବିକ୍ରି କରୁଛନ୍ତି

ରାଜଧାନୀରେ ଲଘୁଚାପ ବର୍ଷା

ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଥିଲେ ମଧ୍ୟ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ବସ୍ଷ୍ଟାଣ୍ଡରେ ଯାତ୍ରୀମାନେ ସାମାଜିକ ଦୂରତାକୁ ବେଖାତିର କରୁଛନ୍ତି


