କଟକସ୍ଥିତ କାଠଯୋଡ଼ି ନଦୀ କୂଳରେ ଖୁଦୁରୁକୁଣୀ ପୂଜା ପାଳନ କରୁଥିବା ଯୁବତୀ ଓ ମହିଳା


ଭୁବନେଶ୍ୱରରେ ୱିକେଣ୍ଡ ବନ୍ଦ ସମୟରେ ନିୟମିତଭାବେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ମାନେ

କଟକ ଵଜ୍ରକବାଟି ରୋଡରେ ଅବସ୍ଥିତ ଏକ ଘର ଉପରେ ଥିବା ଏକ କାଉ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି।






କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…
‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…