ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୦, ୨୦୨୦)

ସାପ୍ତାହିକ ସର୍ଟଡାଉନ ଖୋଲିବା ପରେ ଭୁବନେଶ୍ୱରର ରାଜମହଲ ଏବଂ ବାପୁଜୀ ନଗର ଅଞ୍ଚଳରେ ପ୍ରବଳ ଜନଗହଳି ହୋଇଛି

ଜନ୍ମାଷ୍ଟମୀ ପୂର୍ବରୁ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଥିବା ଜଣେ ଶିଳ୍ପୀ

ରାଜଧାନୀ ଭୁବନେଶ୍ୱର ସୀମାନ୍ତରେ ଚାଷ ଜମିରେ କୃଷକ ମାନେ ଧାନ ଚାରା ରୋପଣ କରୁଛନ୍ତି

ରାଜଧାନୀର ୟୁନିଟ୍-୧ ମାର୍କେଟରେ ସପ୍ତାହ ଶେଷ ହେବା ପରେ ପ୍ରବଳ ଜନଗହଳି ଦେଖିବାକୁ ମିଳୁଛି

ପ୍ରବଳ ବର୍ଷା ହେତୁ ସୁଲଗଡରେ ବିଏମ୍‌ସି ପକ୍ଷରୁ ହୋଇଥିବା ଶୌଚାଳୟ ଆଗରେ ପ୍ରବଳ ପାଣି ଜମି ରହିଛି

ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଆକାଶରେ ରଙ୍ଗୀନ ବାଦଲ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri