


ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୭, ୨୦୨୦)
ଏକ ଫଳ ବିକ୍ରେତା ଏବଂ ତାଙ୍କ ସହଯୋଗୀ ଲିଙ୍କ୍ ରୋଡ୍ ନିକଟରେ ଗ୍ରାହକ ଙ୍କୁ ଅପେକ୍ଷା କରିଛନ୍ତି ଓମପି ଓଭର ବ୍ରିଜ ରେ କଳାକାରମାନେ କଟକର...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୪, ୨୦୨୧)
ଭକ୍ତମାନେ କାଳୀ ପୂଜାରେ ଭୁବନେଶ୍ୱରର ସତ୍ୟ ନଗର କାଳୀ ମନ୍ଦିରରେ ଭିଡ଼ ଜମାଇଛନ୍ତି

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୯, ୨୦୨୧)
ସାମାଜିକ ଦୂରତା କୁ ନମାନି ୟୁନିଟ୪ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କୋଭିଡ ଟୀକା ନବା କୁ ଲୋକଙ୍କ ଭିଡ କ୍ୟାପିଟାଲ ହସ୍ପିଟାଲରେ ମୋବାଇଲ ଦ୍ୱାରା...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨, ୨୦୨୧)
ଗୁଡ୍ ଫ୍ରାଇଡେ ଅବସରରେ ଭୁବନେଶ୍ୱରର ସତ୍ୟ ନଗର ଚର୍ଚ୍ଚ ଅସ୍ତକାଲିନ ସୂର୍ଯ୍ୟଙ୍କ ରଙ୍ଗୀନ ଆଭାରେ ପୁରୀ ଶ୍ରୀ ମନ୍ଦିରର ଦୃଶ୍ୟ ଭୁବନେଶ୍ୱରରେ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୫, ୨୦୨୨ )
ଶୁକ୍ରବାର ସନ୍ଧ୍ୟାରେ ପୁରୀ ଶ୍ରୀମନ୍ଦିର ଲୋହିତ ବର୍ଣ୍ଣ ଆକାଶରେ କଳାବାଦଲ ଦୃଶ୍ୟମାନ କଟକ ବାରବାଟୀ ଷ୍ଟାଡିଅମରେ ଓଡିଶା ବାସ୍କେଟବଲ୍ ଆସୋସିଏସନ ପକ୍ଷ୍ରୁ ଅନୁଷ୍ଠିତ ବାସ୍କେଟବଲ୍...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୧, ୨୦୨୦)
ସାମାଜିକ ଦୂରତା ନିୟମ ଉଲ୍ଲଂଘନ ପାଇଁ ବାପୁଜୀନଗର ଏବଂ ଅଶୋକନଗର ଅଞ୍ଚଳରେ ପୋଲିସ୍ କର୍ମଚାରୀଙ୍କ ରେଡ୍ ମା ଝାଞ୍ଜିରୀମଙ୍ଗଳାଙ୍କ ଷୋଡ଼ଶୀ ବେଶ ଜଣେ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୪, ୨୦୨୧)
ସଟଡାଉନ ରେ ରାଜମହଲ ଓଭରବ୍ରିଜ ରୋଡ ଶୂନଶାନ ଯୋବ୍ରା ଆନିକଟ ଦେଇ ଯାଇଥିବା ପାଇପ ଖୁମ୍ବ ଉପରେ ବସି ମାଛ ଧରୁଥିବା ଯୁବକ ସାପ୍ତାହିକ ସଟଡାଉନ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୬, ୨୦୨୧)
କଟକ ସହରରେ ହୋଲି ଲାଗି ଜମିଲାଣି ରଙ୍ଗ ବେପାର ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ପାଳନ ଲାଗି ସିଡିଏ ନବନିର୍ମିତ ପାର୍କ ପରିସରରେ...