ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୭, ୨୦୨୦)

ଲଘୁଚାପ ପ୍ରଭାବରେ ଭୁବନେଶ୍ୱର ରେ ପ୍ରବଳ ବର୍ଷା

ଜାତୀୟ ହସ୍ତତନ୍ତ ଦିବସରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ସୁବଳ ମହାରାଣାଙ୍କ ଦ୍ୱାରା ବାଲୁକା କଳା

ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଭୁବନେଶ୍ୱରରେ ପ୍ରଦର୍ଶନୀ ପଡିଆ ପ୍ରସ୍ତୁତ ହେଉଛି

ଭୁବନେଶ୍ୱରରେ ସପ୍ତାହ ଶେଷ ହେବା ପୂର୍ବରୁ ବଜାରରେ ପ୍ରବଳ ଭିଡ

ଜଣେ ଝିଅ ଏକ ଦୋକାନରେ ଦେବୀ ଖୁଦୁରୁକୁନିଙ୍କ ମାଟି ପ୍ରତିମାଗୁଡ଼ିକର ଫୋଟୋ ଉଠାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୭, ୨୦୨୦)

ଏକ ଫଳ ବିକ୍ରେତା ଏବଂ ତାଙ୍କ ସହଯୋଗୀ ଲିଙ୍କ୍ ରୋଡ୍ ନିକଟରେ ଗ୍ରାହକ ଙ୍କୁ ଅପେକ୍ଷା କରିଛନ୍ତି ଓମପି ଓଭର ବ୍ରିଜ ରେ କଳାକାରମାନେ କଟକର...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୪, ୨୦୨୧)

ଭକ୍ତମାନେ କାଳୀ ପୂଜାରେ ଭୁବନେଶ୍ୱରର ସତ୍ୟ ନଗର କାଳୀ ମନ୍ଦିରରେ ଭିଡ଼ ଜମାଇଛନ୍ତି

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୯, ୨୦୨୧)

ସାମାଜିକ ଦୂରତା କୁ ନମାନି ୟୁନିଟ୪ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କୋଭିଡ ଟୀକା ନବା କୁ ଲୋକଙ୍କ ଭିଡ କ୍ୟାପିଟାଲ ହସ୍ପିଟାଲରେ ମୋବାଇଲ ଦ୍ୱାରା...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨, ୨୦୨୧)

ଗୁଡ୍‌ ଫ୍ରାଇଡେ ଅବସରରେ ଭୁବନେଶ୍ୱରର ସତ୍ୟ ନଗର ଚର୍ଚ୍ଚ      ଅସ୍ତକାଲିନ ସୂର୍ଯ୍ୟଙ୍କ ରଙ୍ଗୀନ ଆଭାରେ ପୁରୀ ଶ୍ରୀ ମନ୍ଦିରର ଦୃଶ୍ୟ   ଭୁବନେଶ୍ୱରରେ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୫, ୨୦୨୨ )

ଶୁକ୍ରବାର ସନ୍ଧ୍ୟାରେ ପୁରୀ ଶ୍ରୀମନ୍ଦିର ଲୋହିତ ବର୍ଣ୍ଣ ଆକାଶରେ କଳାବାଦଲ ଦୃଶ୍ୟମାନ   କଟକ ବାରବାଟୀ ଷ୍ଟାଡିଅମରେ ଓଡିଶା ବାସ୍କେଟବଲ୍ ଆସୋସିଏସନ ପକ୍ଷ୍ରୁ ଅନୁଷ୍ଠିତ ବାସ୍କେଟବଲ୍...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୧, ୨୦୨୦)

ସାମାଜିକ ଦୂରତା ନିୟମ ଉଲ୍ଲଂଘନ ପାଇଁ ବାପୁଜୀନଗର ଏବଂ ଅଶୋକନଗର ଅଞ୍ଚଳରେ ପୋଲିସ୍ କର୍ମଚାରୀଙ୍କ ରେଡ୍   ମା ଝାଞ୍ଜିରୀମଙ୍ଗଳାଙ୍କ ଷୋଡ଼ଶୀ ବେଶ   ଜଣେ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୪, ୨୦୨୧)

ସଟଡାଉନ ରେ ରାଜମହଲ ଓଭରବ୍ରିଜ ରୋଡ ଶୂନଶାନ ଯୋବ୍ରା ଆନିକଟ ଦେଇ ଯାଇଥିବା ପାଇପ ଖୁମ୍ବ ଉପରେ ବସି ମାଛ ଧରୁଥିବା ଯୁବକ ସାପ୍ତାହିକ ସଟଡାଉନ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୬, ୨୦୨୧)

କଟକ ସହରରେ ହୋଲି ଲାଗି ଜମିଲାଣି ରଙ୍ଗ ବେପାର   ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ପାଳନ ଲାଗି ସିଡିଏ ନବନିର୍ମିତ ପାର୍କ ପରିସରରେ...

Advertisement
Archives

Model This Week