ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୮, ୨୦୨୧)

ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୋମବାର ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରୁଛନ୍ତି

 

ଟାଟା ବେଂଜ଼ ଛକ ଠାରେ ୩୨ ତମ ରୋଡ଼ ସେପ୍ଟିର ସପ୍ତାହିକ କାଯ୍ୟକ୍ରର୍ମର ଶୁଭଆରମ୍ଭ ରେ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ ଅଧିକାରୀ ମାନେ ହେଲମେଟ ପିନ୍ଧିନଥିବା ବ୍ୟକ୍ତି ମାନଙ୍କୁ ଗୋଲାଫୁଲ, ପେନ୍ ଓ ଚକ୍ଲେଟ୍ ଦେଇ ସଚେତନ କରୁଛନ୍ତି

 ଭୁବନେଶ୍ୱରରେ ଟ୍ରାଫିକ୍ ପୋଲିସ ଅଧିକାରୀ ମାନେ ୩୨ ତମ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରୁଛନ୍ତି

ସୋମବାର ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଟୀକାକରଣର ଦ୍ୱିତୀୟ ଦିନର ଦୃଶ୍ୟ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ମେ ୨୧, ୨୦୨୧ )

ଆଗକୁ ୨ ଦିନ ଶଟ୍‌ଡାଉନ୍‌ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟରେ ଲୋକଙ୍କ ପ୍ରବଳ ଭିଡ   ଭୁବନେଶ୍ୱର କଳ୍ପନା ଛକରେ ପୋଲିସ ଚେକିଂ କରୁଛନ୍ତି  ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୨, ୨୦୨୧)

ଭାରତ-ପାକିସ୍ଥାନ ଯୁଦ୍ଧ ବିଜୟୀର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ରହ୍ମପୁର ପୁଲିସ୍ ଜିଲ୍ଲା ର ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ।

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୮, ୨୦୨୧)

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ କଟକରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି   ଭୁବନେଶ୍ୱର ୟୁନିଟ-୪ ସ୍ଥିତ ମାଛ ମାର୍କେଟରେ ଲୋକଙ୍କ ଗହଳି...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୭, ୨୦୨୦)

ରାଜଧାନୀର ରାଜମହଲ ଛକରେ ଖ୍ରୀଷ୍ଟମାସ ପାଇଁ ସାଜସଜା ଜିନିଷ ବିକ୍ରି ଚାଲିଛି ଜଣେ ବ୍ୟକ୍ତି ନିଜ ଛୁଆକୁ ପ୍ରବଳ ଖରାରେ ଏକ ଶିଶୁ-ଷ୍ଟ୍ରୋଲର୍ ଉପରେ ନେଇଯାଉଛନ୍ତି...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୪, ୨୦୨୧ )

ସିଆରପି ରେ ଆଦିବାସୀ କଳା ଏବଂ ହସ୍ତଶିଳ୍ପ ସଂଗ୍ରହାଳୟର ଲୋକମାନେ ବୁଲି ଦେଖୁ ଥିବାର ଦୃଶ୍ୟ | କଟକର ନରାଜ ନିକଟସ୍ଥ ମହାନଦୀରେ ବହୁ ସଂଖ୍ୟାରେ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩୧, ୨୦୨୨)

ଆସନ୍ତାକାଲି ଉତ୍କଳଦିବସ ଉପଲକ୍ଷେ ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ରଙ୍ଗ ବେରଙ୍ଗର ଆଲୋକରେ ସୁସଜ୍ଜିତ କରାଯାଇଛି  

ଓଡ଼ିଶା: ଆଜିର ଫଟୋ (ମେ ୧୧, ୨୦୨୧)

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଦୟା ନଦୀ ପୋଲ ତଳେ ମାଛ ଧରୁଛନ୍ତି ବ୍ୟକ୍ତି     ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା     ଭୁବନେଶ୍ୱର ଖଣ୍ଡଗିରିରେ...

ଓଡ଼ିଶା: ଆଜିର ଫଟୋ (ଜୁନ ୧୦, ୨୦୨୧)

କଟକସ୍ଥିତ ଖାନଗର ମାଲାଚାନ୍ଦିଆ ଠାକୁର ଟ୍ରାଫିକ ପୋଷ୍ଟ ନିକଟରେ ପୋଲିସ ଗାଡି କାଗଜପତ୍ର ଯାଞ୍ଚ କରୁଛି ସାବିତ୍ରୀ ବ୍ରତରେ ମହିଳା ଭକ୍ତମାନେ ସେମାନଙ୍କ ସ୍ୱାମୀ ମାନଙ୍କର...

Advertisement
Archives

Model This Week