ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୧)

ମକର ସଙ୍କରାନ୍ତି ଉପଲକ୍ଷେ କଟକସ୍ଥିତ ଖାନନଗର ଅଞ୍ଚଳରେ ଏକ କୋଠା ଉପରେ ଯୁବକମାନେ ଗୁଡ଼ି ଉଡାଉଛନ୍ତି

କଟକସ୍ଥିତ କାଠଯୋଡ଼ି ନଦୀ ନିକଟରେ ରେଳ ଟ୍ରାକ ନିକଟରେ ପିଲା ମାନେ ଗୁଡ଼ି ଉଡାଉଛନ୍ତି

ଭୁବନେଶ୍ୱରର ୟୁନିଟ୍- ୬ ଵୃଦ୍ଧାଶ୍ରମ ଅଞ୍ଚଳରେ ଲୋକମାନେ ଏକତ୍ରିତ ହୋଇ ମକର ସଙ୍କରାନ୍ତି ପାଳନ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ମେ ୯, ୨୦୨୨)

କଟକ ଯୋବ୍ରା ଆନିକଟ ମହାନଦୀ ନିକଟରେ ସୁଦୃଶ୍ୟ ବାଦଲ ରାଜଧାନୀ ଆକାଶରେ ଘନ ମେଘ ଦେଖାଯିବା ପରେ ସୋମବାର ଅପରାହ୍ନରେ ହଠାତ୍ ବର୍ଷା ଯୋଗୁ ଲୋକେ ବର୍ଷାରେ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୮, ୨୦୨୨)

କଟକର ଶେଖ ବଜ଼ାର ପୂଜା ମଣ୍ଡପରେ ମା ଦୁର୍ଗା ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ ତେଲଗୁ ସମ୍ପ୍ରଦାୟ ପକ୍ଷ୍ୟରୁ ଗଡଗଡିଆ ମହାନଦୀତଟ ଠାରେ ଶ୍ରୀଶ୍ରୀ ସୋଲ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୪ , ୨୦୨୦)

ଓଡ଼ିଶା ବିଧାନସଭାରେ ସ୍ୱତନ୍ତ୍ର ଲିଙ୍ଗରାଜ ମନ୍ଦିର ଅଧିନିୟମକୁ ପାସ୍ କରିବା ପାଇଁ ଭକ୍ତମାନେ ଦୀପ ଜାଳୁଛନ୍ତି | କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଇଣ୍ଟର ଜିଲ୍ଲା...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୦, ୨୦୨୨ )

ଭୁବନେଶ୍ୱର ଏକାମ୍ର ହାଟରେ ପଖାଳ ଦିବସ ଅବସରରେ ଲୋକମାନେ ପଖାଳ ଖାଉଛନ୍ତି   ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବରେ ପରିବେଷିତ ନାଟକ ‘ସହଶ୍ର...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୭, ୨୦୨୧)

ଏଫଆଇଏଚ ଓଡିଶା ପୁରୁଷ ଜୁନିୟର ହକି ବିଶ୍ୱକପର ଚର୍ତୁଥ ଦିନରେ ପାକିସ୍ତାନ ବନାମ ଇଜିପ୍ଟ ମ୍ୟାଚ୍

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୮, ୨୦୨୧ )

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ଲୋକକଳା ଗ୍ରାମ୍ୟ ମହୋତ୍ସବ   ମା’ କଟକଚଣ୍ଡୀଙ୍କ ଷୋଡ଼ଶୀ ବେଶ   ମା’ ଗଡ଼ଚଣ୍ଡୀଙ୍କ ବଗଳା ବେଶ   ମା’...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୫, ୨୦୨୨ )

 ଭୁବନେଶ୍ୱର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଉଦଘାଟିତ   ବଜେଟ ଅଧିବେଶନ ଲାଗି ଓଡ଼ିଶା ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଦଳୀୟ ବୈଠକ

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୪, ୨୦୨୦)

ବିନ୍ଦୁସାଗରରେ ଟ୍ୟୁବ ଉପରେ ବସି ପଦ୍ମ ଫୁଲ ତୋଳା ଚାଲିଛି ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷାର ଦୃଶ୍ୟ   ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଶ୍ରାଦ୍ଧବାର୍ଷିକୀରେ...

Advertisement
Archives

Model This Week