ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ମେ ୩, ୨୦୨୧)

ମଦ ନେବା ପେଇଁ ରାମମନ୍ଦିର ସମୁଖରେ ଥିବା ମଦ ଦୋକାନ ରେ ଲୋକଙ୍କ ପ୍ରବଳଭିଡ ଆଗକୁ ୧୪ ଦିନ ଲକଡାଉନ ହେବାକୁଥିବାରୁ ଖାରବେଳ ନଗର ରେ ଥିବା ଏକ ଅଟା ଦୋକାନ ରେ ଲୋକଙ୍କ ପ୍ରବଳ ଭିଡ

ଓଡ଼ିଶା: ଆଜିର ଫଟୋ ( ମେ ୨, ୨୦୨୧ )

କୃଷ୍ଣଚୁଡା ଗଛରେ ଫୁଲର ସମ୍ଭାର   କଟକରେ ସପ୍ତାହାନ୍ତ ଶଟଡାଉନର ଦୃଶ୍ୟ     ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ପୋଲିସ ଚେକିଂ କରୁଛନ୍ତି   ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ  

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୩୦, ୨୦୨୧)

ଭୁବନେଶ୍ୱର ବିନ୍ଦୁସାଗର ପୋଖରୀରେ ପାଇପ ଉପରେ ପକ୍ଷୀମାନେ ବିଶ୍ରାମ ନେଉଛନ୍ତି   ଭୁବନେଶ୍ୱର ରାଜମହଲ ଛକରେ ଜଣେ ବ୍ୟକ୍ତି ଏକ ଦୋଳିକୁ ରଙ୍ଗ କରୁଛନ୍ତି   କଟକ ଜୋବ୍ରା ଆନିକଟ ଛକରେ ଜଣେ ବ୍ୟବସାୟି ଲିଚୁ କୋଳି ସଜାଇ ରଖୁଛନ୍ତି  …

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୯, ୨୦୨୧)

ସାମାଜିକ ଦୂରତା କୁ ନମାନି ୟୁନିଟ୪ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କୋଭିଡ ଟୀକା ନବା କୁ ଲୋକଙ୍କ ଭିଡ କ୍ୟାପିଟାଲ ହସ୍ପିଟାଲରେ ମୋବାଇଲ ଦ୍ୱାରା ଆରଟିପିସିଆର ପରୀକ୍ଷା କରାଯାଉଛି    

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୮, ୨୦୨୧)

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ କଟକରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି   ଭୁବନେଶ୍ୱର ୟୁନିଟ-୪ ସ୍ଥିତ ମାଛ ମାର୍କେଟରେ ଲୋକଙ୍କ ଗହଳି   ଭୁବନେଶ୍ୱରରେ କୋଭିଡ ଟିକାକରଣ ଲାଗି ଲୋକ କରିଛନ୍ତି ଅପେକ୍ଷା   କୋଭିଡ କଟକଣା:…

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୭, ୨୦୨୧)

ଭୁବନେଶ୍ୱର ନୂଆପଲ୍ଲୀରେ ଚୈତ୍ର ମାସ ଶେଷ ମଙ୍ଗଳବାରରେ ମହିଳାଙ୍କ ପୂଜାର୍ଚ୍ଚନା   ଭୁବନେଶ୍ୱରରେ ମୁଣ୍ଡଫଟା ଖରା   ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ଆରମ୍ଭ   ଭୁବନେଶ୍ୱର ଭୀମପୁରରେ ବିଡିଏ ପକ୍ଷରୁ ବେଆଇନ ନିର୍ମାଣ ଉଚ୍ଛେଦ

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୬, ୨୦୨୧)

ରାଜ୍ୟରେ କରୋନା ହୁହୁ ହୋଇ ବଢିଚାଲିଛି ହେଲେ ବାପୁଜିନଗର ପାଣିଟାଙ୍କି ରୋଡରେ ଲୋକଙ୍କ ପ୍ରବଳ ଗହଳି ପରିବା ବିକ୍ରେତା ମାନେ ଭୁବନେଶ୍ୱରର ୟୁନିଟ ୧ ବଜାର ଛାଡି ଏବେ କରନା ପାଇଁ ମଦର ପବ୍ଲିକ ସ୍କୁଲ ଠାରେ ଅସ୍ଥାୟୀ ଭାବେ ବିକ୍ରୟ…

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୫, ୨୦୨୧)

ଭୁବନେଶ୍ୱରରେ ସପ୍ତାହନ୍ତ ବନ୍ଦ ର ଦୃଶ୍ୟ ଭୁବନେଶ୍ୱରରେ ପ୍ରବଳ ଉତ୍ତାପ ଫଳରେ ପିଲାମାନେ ବିନ୍ଦୁ ସାଗରରେ ପହଁରୁଛନ୍ତି ମହିଳାମାନେ ଭୁବନେଶ୍ୱରର ବିନ୍ଦୁ ସାଗରରେ ମାଛ ଧରୁଛନ୍ତି ଦ୍ୱିତୀୟ ଦିନ ସପ୍ତାହନ୍ତ ବନ୍ଦ ମଧ୍ୟରେ ଭୁବନେଶ୍ୱରର କଳ୍ପନା ଛକ ଠାରେ ପୋଲିସ ଯାଞ୍ଚ…

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୪, ୨୦୨୧)

ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ   ପ୍ରାତଃଭ୍ରମଣ ଲାଗି ଶଟଡାଉନ କୋହଳ: ଭୁବନେଶ୍ୱରରେ ଲୋକମାନେ ପ୍ରାତଃ ଭ୍ରମଣ କରୁଛନ୍ତି   ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଛି   ଭୁବନେଶ୍ୱର ରାମମନ୍ଦିର ପାର୍ଶ୍ୱ ଏକ ପାଣିକୁଣ୍ଡରୁ ପାଣି ପିଉଛନ୍ତି ପାରା  …

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୩, ୨୦୨୧)

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀ ତଟକୁ ବାସନ୍ତୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାକୁ ବିସର୍ଜନ ପାଇଁ ନିଆଯାଉଛି   ଲୋକେ ବିପଦଜନକ ଭାବରେ ଟ୍ରେନ ଆସିବା ପୂର୍ବରୁ ଫାଟକ ଅତିକ୍ରମ କରୁଛନ୍ତି   କରୋନା ସଂକ୍ରମଣ ବଢ଼ୁ ଥିବାରୁ ଭୁବନେଶ୍ୱର ୟୁନିଟ…

ଓଡ଼ିଶା: ଆଜିର ଫଟୋ

ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ନିକଟରେ ନାମ ପଞ୍ଜୀକୃତ କରାଉଛନ୍ତି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଆରଟି- ପିସିଆର ପରୀକ୍ଷା ପାଇଁ ଲୋକମାନେ ଲମ୍ବା ଲାଇନ ଲଗାଇଛନ୍ତି। ଵ୍ରହ୍ମପୁର ର ଗଣେଶ ନଗର ମୁଖ୍ୟ ରାସ୍ତାରେ ପାଣି ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?