ଓଡ଼ିଶା: ଆଜିର ଫଟୋ (ମେ ୨୦, ୨୦୨୧)

ଲକଡାଉନ ରେ ରାଜମହଲ ରୋଡ ରେ ଜଣେ ବେପାରୀ ଖଜୁରୀ ଝାଡୁ ବିକ୍ରି କରିବା ପାଇଁ ରାସ୍ତା ରେ ଯାଉଛନ୍ତି

 

ଭୁବନେଶ୍ୱର ଉପକଣ୍ଠ ବସନ୍ତପୁର ରେ ଜଣେ କୁମ୍ଭାର ଘନରେ ମାଟିଘଡ଼ି ତିଆରିକରୁଛି .କରିବା ପରେ ଖରାରେ ମାଟିପାତ୍ରକୁ ସୁଖାଉଛି

କରନା କୁ ଫୁ କଳ୍ପନା ଛକରେ ଏକ ଅଟୋ ରେ ମହିଳାମାନେ ଦୂରତା ରକ୍ଷା ନକରି ଖୁନ୍ଦି ହୋଇ ଯାଉଛନ୍ତି

କଟକ ର ମାଲଗୋଦାମ ରେ ସଉଦା ସାମଗ୍ରୀ କିଣିବା ପାଇଁ ଅସମ୍ଭାଳ ଭିଡ

ଭୁବନେଶ୍ୱର ର ରାଜମହଲ ଛକଠାରେ ପିଲାମାନେ ଖୁସିରେ ଖେଳୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?