ଓଡ଼ିଶା: ଆଜିର ଫଟୋ (ମେ ୧୯, ୨୦୨୧)

ଭୁବନେଶ୍ୱରରେ ଲକଡାଉନ କୋହଳ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରୁଛନ୍ତି ଲୋକମାନେ

 

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଭ୍ୟାକସିନ ଲାଗି ଧାଡି

 

କଟକ ସହରରେ ଲକଡାଉନ

 

କଟକ ନୂଆପାଟଣା ରାସ୍ତାରେ ଲିଚୁ କିଣୁଛନ୍ତି ବ୍ୟକ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୭, ୨୦୨୨)

ଭୁବନେଶ୍ୱର ଉପକଣ୍ଠ ଚାଷ ଜମିରେ ସାର ସିଞ୍ଚନ କରୁଛନ୍ତି ଚାଷୀ   ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ, ଓଡିଶା...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୨୧, ୨୦୨୨ )

ଭୁବନେଶ୍ୱର ଏକାମ୍ର ହାଟରେ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’   ପୁରୀ ପୋଲିସ୍ ଲାଇନ ପଡିଆରେ ପୋଲିସ୍ ସହିଦ୍ ଦିବସ ପାଳିତ   ଭୁବନେଶ୍ୱର ରସୁଲଗଡ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩, ୨୦୨୧ )

ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶିତ ହେବ ପରେ ଭୁବନେଶ୍ୱର ବିଜେଇମ ସ୍କୁଲରେ ଖୁସିର ଲହରୀ   ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶିତ ହେବ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୭ , ୨୦୨୨)

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ତୈଳଚିତ୍ର କଟକସ୍ଥିତ ମଧୁପାଟଣା-ଲିଙ୍କ୍ ରୋଡ୍ ଓଭରବ୍ରିଜ୍ ସ୍ତମ୍ଭରେ ଚିତ୍ରିତ କରାଯାଇଛି କଟକ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାବେଳେ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧, ୨୦୨୧)

ରାଜଧାନୀରେ ପ୍ରବଳ ଖରା ହେତୁ ଶୋଷ ମେଣ୍ଟାଇବା ପାଇଁ ପକ୍ଷୀମାନେ ରାମମନ୍ଦିର ସମୁଖରେ ଥିବା ପାଣିକୁ ପିଉଛନ୍ତି ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ରାଜଧାନୀରେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୪, ୨୦୨୧)

ଭକ୍ତମାନେ କାଳୀ ପୂଜାରେ ଭୁବନେଶ୍ୱରର ସତ୍ୟ ନଗର କାଳୀ ମନ୍ଦିରରେ ଭିଡ଼ ଜମାଇଛନ୍ତି

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୧୧ , ୨୦୨୩ )

ଧଉଳି କଳିଙ୍ଗ ମହୋତ୍ସବ     ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଫେରୁଛନ୍ତି     ଭୁବନେଶ୍ୱର କ୍ୟାପିଟାଲ୍ ଗ୍ରାଉଣ୍ଡରେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୫, ୨୦୨୦)

କଟକ କାଠଯୋଡି ନଦୀତଟରେ ପଞ୍ଚୁକ ଅବସରରେ ପୂଜା କରୁଛନ୍ତି ମହିଳା କଟକ ରିଙ୍ଗବନ୍ଧ ରାସ୍ତାରେ ବୋ‍ଇତ ବନ୍ଦାଣକୁ ନେଇ ରଙ୍ଗତୁଳୀରେ ରୂପରେଖ ଦେଉଛନ୍ତି ଯୁବକମାନେ ପଞ୍ଚୁକ...

Advertisement
Archives

Model This Week