ଓଡ଼ିଶା: ଆଜିର ଫଟୋ (ମେ ୨୪, ୨୦୨୧)

କଳ୍ପନା ଛକରେ ହାଟରୁ ପରିବା ଓ ସଉଦା କିଣି ମହିଳା ମାନେ ମୁଣ୍ଡରେ ମୁଣ୍ଡାଇ ଘରକୁ ଯାଉଛନ୍ତି

କରୋନା କଟକଣା କୁ ନ ମାନି ୟୁନିଟ ୧ ମାର୍କେଟ ରେ ପ୍ରବଳ ଭିଡ

ବାତ୍ୟା କୁ ଦୃଷ୍ଟିରେ ରଖି ଲକ୍ଷ୍ମୀସାଗର ପେଟ୍ରୋଲ ଟାଙ୍କି ରେ ଲୋକମାନେ ପେଟ୍ରୋଲ ପକାଇବା ପାଇଁ ଲୋକଙ୍କ ଲମ୍ଵାଲାଇନ

ଜନସାଧାରଣ ଲୋକ ସଚେତନ, ହେଲେ ପୋଲିସ ସଚେତନ ନାହିଁ ଶିଶୁଭବନ ଓଭର ବ୍ରିଜ ଉପରେ ଜଣେ ମହିଳା ପୋଲିସ ବିନା ହେଲମେଣ୍ଟ ରେ ଯାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୧, ୨୦୨୦)

ବନ୍ୟା ଯୋଗୁଁ ଜନଜୀବନ ପ୍ରଭାବିତ   ଭୁବନେଶ୍ୱର ପଟିଆରେ ଜେଇଇ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି   କଟକ ସିଡିଏରେ ଏକ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୬, ୨୦୨୧)

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା’କାଳୀଙ୍କୁ ବିସର୍ଜନ କରାଯାଉଛି   ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପସ୍ଥିତ ପ୍ରତିମୂର୍ତ୍ତିରେ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୪ , ୨୦୨୧)

ଭୁବନେଶ୍ୱରରେ ଭାଲେଣ୍ଟାଇନ୍ସ ଡେ ଅବସରରେ ଏସପ୍ଲାନେଡ୍ ମଲ୍ ଠାରେ ଆୟୋଜିତ ହୋଇଥିବା ଇଭେଣ୍ଟ କେ୯ ରେ ଜଣେ ମହିଳା ତାଙ୍କ ପୋଷା କୁକୁର ସହ ଫୋଟୋ...

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୭, ୨୦୨୧)

କଟକ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଆୟୋଜିତ ସାଂସ୍କୃତିକ ସମାରୋହରେ  ଓଡ଼ିଶୀ ନୃତ୍ୟ ପରିବେଷଣ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୭, ୨୦୨୨)

ପୁଷ ପୂର୍ଣ୍ଣିମା ଅବସରରେ କଟକର ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ରାଜା ବେଶ କଟକ, ବକ୍ସି ବଜାରରେ ଜଣେ କଳାକାର ‘ମହିଲା ଥାନା’ ପାଖରେ...

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୩୦, ୨୦୨୧)

ଭୁବନେଶ୍ୱର ଭାରତୀୟ ବିଦ୍ୟା ଭବନରେ ଅନୁଷ୍ଠିତ ୧୫ ତମ ଦେବଦାସୀ ନୃତ୍ୟ ମହୋତ୍ସବ ଭୁବନେଶ୍ୱର ସତ୍ୟକାଳୀ ବସ୍ତିରେ ବିଡିଏ କର୍ତ୍ତୃପକ୍ଷ ବେଆଇନ ଗୃହ ନିର୍ମାଣକୁ ଭାଙ୍ଗି...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୫, ୨୦୨୧)

କଟକରେ ଗୋଷାଣୀ ପୂଜା ପାଇଁ ସାଜ ପ୍ରସ୍ତୁତ କରୁଛନ୍ତି କାରିଗର     ମା’ ଧାକୁଲେଇଙ୍କ ଦକ୍ଷିଣକାଳୀ ବେଶ   ମା’ କଟକଚଣ୍ଡୀଙ୍କ ଜୟଦୁର୍ଗା ବେଶ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩୦, ୨୦୨୧)

ଭୁବନେଶ୍ୱରର ମାଷ୍ଟ୍ରରକ୍ୟାଣ୍ଟିନ ଛକରେ ଏକ ପରିବାର ରାସ୍ତାରେ ଯାଉଛନ୍ତି ଆଗକୁ ଦୁର୍ଗାପୂଜା କୁଆଖାଇ ନଦୀରୁ ଦୁର୍ଗାମୂର୍ତି ପାଇଁ ପୂଜାର୍ଚ୍ଚନା କରାଯାଉଛି ପବିତ୍ର ଜନ୍ମାଷ୍ଟମୀ ଅବସରରେ କଟକ...

Advertisement
Archives

Model This Week