ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (୧ ମାର୍ଚ୍ଚ, ୨୦୨୧)

ପଡୋଶୀ ରାଜ୍ୟ ରୁ ଆସିଥିବା ବ୍ୟକ୍ତିମାନେ ସ୍ନାନକରିବା ପାଇଁ ଗଡଗଡିଆ ଘାଟ ମହାନଦୀ ତଟ କୁ ମେଳି ବାନ୍ଧି ଯାଉଛନ୍ତି ରାଜଧାନୀ ରେ ପ୍ରବଳଖରା ରେ ୨ ଜଣ ଛାତ୍ରୀ ମୁହଁରେ ଓଢଣୀ ବାନ୍ଧି ରୋଡ ରେ ଯାଉଛନ୍ତି ମାଲଗୋଦାମ ଥାନା…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୮, ୨୦୨୧)

ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମୁହିକ ବିବାହ ମହୋତ୍ସବ ଭୁବନେଶ୍ୱରର ରାମମନ୍ଦିର ନିକଟରେ ରବିବାର କାଲିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଲିଗର ଉଦ୍ଘାଟନୀ ମ୍ୟାଚରେ ଓଡିଶା ପୋଲିସ ଏବଂ ସ୍ପୋର୍ଟସ ହଷ୍ଟେଲ ଖେଳାଳିଙ୍କ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି ଭୁବନେଶ୍ୱର ର…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୭, ୨୦୨୧)

କଟକ ରାଣୀହାଟ କେନାଲ ରାସ୍ତାରେ ବାଉଁଶ ତିଆରି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀ ମାନଙ୍କର ହେଉଛି ଥର୍ମାଲ ସ୍କ୍ରିନିଂ ଭୁବନେଶ୍ୱର ରାଜମହଲ ଛକରେ ଡବଲ ହେଲମେଟ ଚେକିଂ   କଟକ ରେଳଷ୍ଟେସନରେ ଯାତ୍ରୀ ମାନଙ୍କର ହେଉଛି ଥର୍ମାଲ…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୬, ୨୦୨୧)

କଟକରେ ଭାରତ ବନ୍ଦ ସମୟର ଦୃଶ୍ୟ   ଭୁବନେଶ୍ୱର  ୟୁନିଟ୍ ୧ ମାର୍କେଟ  ଓ  ୟୁନିଟ୍ ୨ ମାର୍କେଟ ବିଲ୍ଡିଂ  ଭାରତ ବନ୍ଦ ପାଇଁ ଶୂନଶାନ   ଜଗତପୁର ଜାତୀୟ ରାଜପଥ ପାର୍ଶ୍ୱରେ ଅଟକି ରହିଥିବା ଭାରି ଯାନ   ଭୁବନେଶ୍ୱର…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୫ , ୨୦୨୧)

ସିଏଆଇଟି ତରଫ ରୁ ଭାରତ ବନ୍ଦ ଗୋଟିଏ ଦିନ ପୂର୍ବରୁ ବୁଧବାର ଭୁବନେଶ୍ୱରରେ ଗ୍ରାହକମାନେ ଯାନବାହନ ରେ ତେଲ ଭରିବା ପାଇଁ ଲାଇନ ଲଗାଉଛନ୍ତି   ‘ପୁରବା ରଙ୍ଗ ଗୁଆହାଟୀ’ର କଳାକାରମାନେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଅଭିନୟ କରୁଛନ୍ତି ଭୁବନେଶ୍ୱରର ତାପମାତ୍ରା…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୪ , ୨୦୨୧)

ଅନଲାଇନ କାରବାରରୁ ହେଉଥିବା ଠକେଇ ପାଇଁ ସଚେତନତା ସୃଷ୍ଟି କରିବାକୁ ଭୁବନେଶ୍ୱର ପିଏମଜି ରାସ୍ତା ପାର୍ଶ୍ଵ ପ୍ରାଚୀରରେ ଚିତ୍ର ଆଙ୍କୁଛନ୍ତି ଚିତ୍ରକାର   ଆରଟିଇ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୨, ୨୦୨୧)

ଭୁବନେଶ୍ୱର ର ମାଷ୍ଟରକ୍ୟାଣ୍ଟିଂନ ଛକରେ ପବନ ଚକିରି ରେ ଧୂଳି ଉଡୁଛି   ବରମୁଣ୍ଡା ଵଉଷ୍ଟାଣ୍ଡ ପରିସରରେ ଥିବା ଦୋକାନ କୁ ବିଡିଏ ପକ୍ଷରୁ ଉଛେଦ କରାଯାଉଛି ଭୁବନେଶ୍ୱରର ଏକ ଦୋକାନରେ ଜଣେ ବ୍ୟବସାୟୀ ପିଆଜକୁ ଓଜନ କରୁଛନ୍ତି କୋଭିଡ-୧୯ ମାମଲାରେ…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୧, ୨୦୨୧)

କଟକ ସିଡିଏ ର ନେତାଜୀ ସେତୁରେ ବାଲୁକା କଳାକାର ସିଦ୍ଧାର୍ଥ ବେହେରାଙ୍କ ବାଲୁକା କଳା ଅଭିନେତ୍ରୀ ଅର୍ଚିତା ସାହୁ ଅନ୍ୟ ଅତିଥିମାନଙ୍କ ସହିତ ଭୁବନେଶ୍ୱରର ସାମନ୍ତରାୟ ପୁର, ଡିଅନ୍ ଅଟୋମୋବାଇଲରେ ଟାଟା ସଫାରିର ନୂଆ ମଡେଲ୍ କାର ଉନ୍ମୋଚନ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୦, ୨୦୨୧)

ମେଘୁଆ ସକାଳରେ କଟକ ଯୋବ୍ରା ଆନିକଟ କଟକ ବାରବାଟୀ ଷ୍ଟାଡିଅମରେ ୨୨ତମ ରାଜ୍ୟ ଆର୍ଚେରୀ ଚାମ୍ପିଅନସିପ ଅନୁଷ୍ଠିତ କଟକ ଯୋବ୍ରା ତଳଦଣ୍ଡା କେନାଲ ବନ୍ଧରେ ଚାଲିଛି ନିର୍ମାଣ କାର୍ଯ୍ୟ

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୯, ୨୦୨୧)

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁମାନେ ମାଘ ସପ୍ତମୀ ଉପଲକ୍ଷେ ଖଣ୍ଡଗିରି ମେଳାରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି   କଟକ ସିଡ଼ିଏ ସେକ୍ଟର ୧୩ରେ ନିର୍ମାଣଧୀନ ରେଭେନ୍‌ସା ଦ୍ୱିତୀୟ କ୍ୟାମ୍ପସରେ ପଶିଥିବା ହାତୀ   କଟକ ସିଡ଼ିଏ ସେକ୍ଟର ୧୩ରେ ନିର୍ମାଣଧୀନ ରେଭେନ୍‌ସା…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୮ , ୨୦୨୧)

ନେତାଜୀ ବସ୍ ଟର୍ମିନାଲକୁ ଯିବା ପାଇଁ କଟକସ୍ଥିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ଲାଇବ୍ରେରୀକୁ ଭାଙ୍ଗି ଦିଆ ଯାଉଥିବାର ଦୃଶ୍ୟ   ଜଣେ ବ୍ୟକ୍ତି ମୁଣ୍ଡରେ ଧାନ ନଡ଼ା ଧରି ସାଇକେଲ୍ ରେ ପେଡାଲ୍ ମାରି ଫେରୁଛନ୍ତି ଅଭାବୀ ବ୍ୟକ୍ତିଙ୍କ ପାଇଁ ପାଣ୍ଠି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri