ଓଡ଼ିଶା: ଆଜିର ଫଟୋ (ମେ ୨୫, ୨୦୨୧)
ଭୁବନେଶ୍ୱରରେ ଲଗାଣ ବର୍ଷା ଭୁବନେଶ୍ୱର ପିଏମଜି ଛକରେ ଲିଚୁ ବିକୁଛନ୍ତି ବ୍ୟବସାୟୀ କଟକ ବାଦାମବାଡ଼ି ମୁଖ୍ୟରାସ୍ତାରେ ବସିଥିବା ଅସ୍ଥାୟୀ ପରିବା ବଜାରରେ ଲୋକଙ୍କ ଭିଡ଼ କଟକ ସହରରେ ଲଘୁଚାପଜନିତ ଲଗାଣ ବର୍ଷା
ଓଡ଼ିଶା: ଆଜିର ଫଟୋ (ମେ ୨୪, ୨୦୨୧)
କଳ୍ପନା ଛକରେ ହାଟରୁ ପରିବା ଓ ସଉଦା କିଣି ମହିଳା ମାନେ ମୁଣ୍ଡରେ ମୁଣ୍ଡାଇ ଘରକୁ ଯାଉଛନ୍ତି କରୋନା କଟକଣା କୁ ନ ମାନି ୟୁନିଟ ୧ ମାର୍କେଟ ରେ ପ୍ରବଳ ଭିଡ ବାତ୍ୟା କୁ ଦୃଷ୍ଟିରେ ରଖି ଲକ୍ଷ୍ମୀସାଗର ପେଟ୍ରୋଲ…
ଓଡ଼ିଶା: ଆଜିର ଫଟୋ (ମେ ୨୩, ୨୦୨୧)
ଭୁବନେଶ୍ୱର ର ରାଜମହଲ ଛକଠାରେ ଖାଦ୍ୟ ପାଇଁ ଲୋକମାନେ ଅପେକ୍ଷା କରିଛନ୍ତି ସପ୍ତାହନ୍ତ ଶେଷ ଦୁଇଦିନ ବନ୍ଦ ଯୋଗୁ ଯାତ୍ରୀମାନେ ହଇରାଣ ହଉଛନ୍ତି ପୋଖରୀପୁଟ ମଧୁସୂଦନ ପାର୍କ ସମୁଖରେ ଥିବା ଫଳ ଦୋକାନରେ ନିଆଁ ଲାଗି ଦୋକାନ ଜଳୁଛି ତୁଳସୀପୁର ସ୍ଥିତ…
ଓଡ଼ିଶା: ଆଜିର ଫଟୋ ( ମେ ୨୨, ୨୦୨୧)
କଟକ ଯୋବ୍ରା ଆନିକଟ ମହାନଦୀରେ ବଗ କଟକ ଯୋବ୍ରା ଆନିକଟରେ ମାଛ ଧରୁଛନ୍ତି ବ୍ୟକ୍ତି ଭୁବନେଶ୍ୱରରେ ଶଟଡାଉନ
ଓଡ଼ିଶା: ଆଜିର ଫଟୋ ( ମେ ୨୧, ୨୦୨୧ )
ଆଗକୁ ୨ ଦିନ ଶଟ୍ଡାଉନ୍ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟରେ ଲୋକଙ୍କ ପ୍ରବଳ ଭିଡ ଭୁବନେଶ୍ୱର କଳ୍ପନା ଛକରେ ପୋଲିସ ଚେକିଂ କରୁଛନ୍ତି କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଅନ୍ତିମ ରୀତିନୀତି କରିବା ପାଇଁ କଟକସ୍ଥିତ ସତୀ…
ଓଡ଼ିଶା: ଆଜିର ଫଟୋ (ମେ ୨୦, ୨୦୨୧)
ଲକଡାଉନ ରେ ରାଜମହଲ ରୋଡ ରେ ଜଣେ ବେପାରୀ ଖଜୁରୀ ଝାଡୁ ବିକ୍ରି କରିବା ପାଇଁ ରାସ୍ତା ରେ ଯାଉଛନ୍ତି ଭୁବନେଶ୍ୱର ଉପକଣ୍ଠ ବସନ୍ତପୁର ରେ ଜଣେ କୁମ୍ଭାର ଘନରେ ମାଟିଘଡ଼ି ତିଆରିକରୁଛି .କରିବା ପରେ ଖରାରେ ମାଟିପାତ୍ରକୁ ସୁଖାଉଛି…
ଓଡ଼ିଶା: ଆଜିର ଫଟୋ (ମେ ୧୯, ୨୦୨୧)
ଭୁବନେଶ୍ୱରରେ ଲକଡାଉନ କୋହଳ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରୁଛନ୍ତି ଲୋକମାନେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଭ୍ୟାକସିନ ଲାଗି ଧାଡି କଟକ ସହରରେ ଲକଡାଉନ କଟକ ନୂଆପାଟଣା ରାସ୍ତାରେ ଲିଚୁ କିଣୁଛନ୍ତି ବ୍ୟକ୍ତି
ଓଡ଼ିଶା: ଆଜିର ଫଟୋ (ମେ ୧୮, ୨୦୨୧)
ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରେ ଜଣେ ବ୍ୟକ୍ତି ପାରାଙ୍କୁ ଖାଇବାକୁ ଦେଉଛନ୍ତି ଖରା ତାତିରୁ ତ୍ରାହି ପାଇଁ ଭୁବନେଶ୍ୱର ଉପକଣ୍ଠ ଦୟା ନଦୀପାଣିରେ ମଇଁଷି ପଲ ଲକଡାଉନ କୋହଳ ସମୟରେ ଭୁବନେଶ୍ୱରରେ ଭିଡ଼ କଟକ ସହରରେ ଲକଡାଉନ
ଓଡ଼ିଶା: ଆଜିର ଫଟୋ (ମେ ୧୭, ୨୦୨୧)
ଭୁବନେଶ୍ୱରରେ ଉତ୍ତାପକୁ ପ୍ରବଳ ଖରା ହେତୁ ବରମୁଣ୍ଡା ଅଞ୍ଚଳର ଏକ ପୋଖରୀରେ ପିଲାମାନେ ପାଣିରେ ଡେଉଁଛନ୍ତି ଭୁବନେଶ୍ୱର ର ସୁନ୍ଦରପଦା ଠାରୁ ଜଟଣୀ ରାସ୍ତା ପାଶ୍ୱର୍ରେ ସୂର୍ଯ୍ୟୋଦୟର ହେଉଥିବାର ଏକ ସୁନ୍ଦର ଦୃଶ୍ୟ ଦୁଇ ଜଣ ଯୁବତୀ ସୋମବାର ସକାଳେ ଭୁବନେଶ୍ୱରରେ…
ଓଡ଼ିଶା: ଆଜିର ଫଟୋ (ମେ ୧୬, ୨୦୨୧)
ଭୁବନେଶ୍ୱରର ଗୋଶାଳା ରାସ୍ତା ନିକଟରେ ଏକ ବିଦ୍ୟୁତିକ ତାରରେ ବସିଥିବା ପାରା ମାନଙ୍କର ଏକ ସୁନ୍ଦର ଦୃଶ୍ୟ ଅଧିକ ଉତ୍ତାପ ହେତୁ ମାଙ୍କଡ଼ମାନେ ଖଣ୍ଡଗିରିରେ ଏକ ପାତ୍ର ରୁ ସେମାନଙ୍କର ଶୋଷ ମେଣ୍ଟାଉଛନ୍ତି ଭୁବନେଶ୍ୱର ରାଜଧାନୀରେ ଦୁଇ ଦିନିଆ ସପ୍ତାହ…
ଓଡ଼ିଶା: ଆଜିର ଫଟୋ ( ମେ ୧୫, ୨୦୨୧)
ଶ୍ରୀକ୍ଷେତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନଯାତ୍ରା କଟକ ସହରରେ ଶଟଡାଉନ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର: ଅକ୍ଷୟ ତୃତୀୟାରେ ନାହିଁ ଗହଳି ଭୁବନେଶ୍ୱର ବିନ୍ଦୁସାଗରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଭୁବନେଶ୍ୱରରେ ଶଟଡାଉନ ଭୁବନେଶ୍ୱର…
ଓଡ଼ିଶା: ଆଜିର ଫଟୋ ( ମେ ୧୪, ୨୦୨୧)
ଭୁବନେଶ୍ୱର ବିନ୍ଦୁସାଗରରେ ଡଙ୍ଗାକୁ ମହାପ୍ରଭୁ ଲିଙ୍ଗରାଜଙ୍କ ଚାପ ଖେଳ ପାଇଁ ପ୍ରସ୍ତୁତ କରାଯାଉଛି ଆଗକୁ ଶଟଡାଉନ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟ ଓ ୟୁନିଟ-୪ ସ୍ଥିତ ମାଛ ହାଟରେ ଲୋକଙ୍କ ପ୍ରବଳ ଭିଡ କଟକ ଦରଘାବଜ଼ାରରେ ଥାନା ଆଗରେ…
Archives


