ଓଡ଼ିଶା: ଆଜିର ଫଟୋ ( ମେ ୧୪, ୨୦୨୧)

ଭୁବନେଶ୍ୱର ବିନ୍ଦୁସାଗରରେ ଡଙ୍ଗାକୁ ମହାପ୍ରଭୁ ଲିଙ୍ଗରାଜଙ୍କ ଚାପ ଖେଳ ପାଇଁ ପ୍ରସ୍ତୁତ କରାଯାଉଛି

 

ଆଗକୁ ଶଟଡାଉନ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟ ଓ ୟୁନିଟ-୪ ସ୍ଥିତ ମାଛ ହାଟରେ ଲୋକଙ୍କ ପ୍ରବଳ ଭିଡ

 

କଟକ ଦରଘାବଜ଼ାରରେ ଥାନା ଆଗରେ ପୋଲିସ ଚେକିଂ କରୁଛନ୍ତି

 

ଭୁବନେଶ୍ୱର ଉପକଣ୍ଠ ଗଡଶ୍ରୀରାମପୁର କେନାଲରେ ପିଲାମାନେ ଗାଧୋଉଥିବାର ଦୃଶ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୯ , ୨୦୨୦)

କଟକ ନରାଜ ଆନିକଟ ଠାରେ ମାଛ ଧରୁଥିବା ଧୀବର କାଠଯୋଡି ନଦୀ ତଟରେ ଶୋଭା ପାଉଛି କାଶତଣ୍ଡୀ ଫୁଲ ପ୍ରବଳ ଖରା ହେଉଥିବା ଫଳରେ କଟକର...

ଓଡିଶା: ଆଜିର ଫଟୋ (ଜୁନ ୨୯, ୨୦୨୨)

ଅଗ୍ନିପଥ ଯୋଜନାକୁ ବିରୋଧ କରି ଭୁବନେଶ୍ୱର ରାଜମହଲଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏ ଏଆଇଏସଏଫ ସଦସ୍ୟଙ୍କ ରାଲି   ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୭, ୨୦୨୧)

କଟକରେ ଜାତୀୟ ସଡକ ସୁରକ୍ଷା ମାସ ଅବସରରେ କଲେଜ ଛାତ୍ରୀଛାତ୍ରଙ୍କ ସଚେତନତା କାର୍ଯ୍ୟକ୍ରମ କଟକ ଯୋବ୍ରାପାର୍କରେ ଥିବା ସେବତୀ ଫୁଲ ଉପରେ ମହୁମାଛି   ନେତାଜୀ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୬ , ୨୦୨୦)

ଭୁବନେଶ୍ୱରସ୍ଥିତ  ବିନ୍ଦୁସାଗରରେ ଛୋଟ ପିଲାମାନେ ଗାଧୋଉଛନ୍ତି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାଠାରେ ମହିଳା ଶ୍ରମିକମାନେ  ଧାନ ବିଲରେ ଧାନ ତଳି ଲଗାଉଛନ୍ତି। ଶ୍ରାବଣ ମାସର ସଂକ୍ରାନ୍ତିରେ ଜଣେ...

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୫, ୨୦୨୧ )

କଟକ କୁମ୍ଭାରସାହିରେ ଦେବୀ ସରସ୍ବତୀଙ୍କ ପ୍ରତିମା ଗଢୁଛନ୍ତି ଏକ ଶିଳ୍ପୀ ପରିବାର   କଟକ ମଙ୍ଗଳବାଗ ଛକ ଠାରୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩, ୨୦୨୨)

ଭୁବନେଶ୍ୱର କଳିଙ୍ଗ ଆର୍ଟ ଗ୍ୟାଲେରୀରେ ବିକେ ଆର୍ଟ କଲେଜ ପକ୍ଷରୁ ପ୍ରଦର୍ଶନୀ ଆୟୋଜିତ   ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନରେ ଓଡିଶା ବୁଣାକାର ମହାସଂଘ ପକ୍ଷରୁ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୧, ୨୦୨୧)

ଚାନ୍ଦିନିଚଉକ ପୂଜା ମଣ୍ଡପ ରେ ବାସନ୍ତୀ ଦୁର୍ଗା ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ ପ୍ରବଳ ଖରା ରେ ୩ଜଣ ଯୁବତୀ ମୁହଁରେ ଓନି ବାନ୍ଧି ରୋଡ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧, ୨୦୨୧)

ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷର ଛାତ୍ରୀମାନେ ଶ୍ରେଣୀ ଗୃହରେ ପାଠ ପଢୁଥିବାର ଦୃଶ୍ୟ କାର୍ତ୍ତିକ ମାସ ଦ୍ଵିତୀୟ ସୋମବାର ରେ ବିଭିନ୍ନ ଶୈବ...

Advertisement
Archives

Model This Week