ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୧)
ଭୁବନେଶ୍ୱର ଓୟୁଏଟି ପରିସରରେ ମହିଳାମାନେ ମାଣ୍ଡିଆ କିଆରୀରେ ଉଠିଥିବା ଅନାବନା ଘାସ ବାଛୁଛନ୍ତି ଶଟଡାଉନରେ ଭୁବନେଶ୍ୱର କଟକ ଏସସିବି ମେଡିକାଲରେ ଆଉଟଡୋର ଟିକେଟ ପାଇଁ ଭିଡ଼ ଶଟଡାଉନରେ ଆବଶ୍ୟକ ଯାତ୍ରୀ ନ ଥିବାରୁ କଟକ ବାଦାମବାଡ଼ିରେ…
ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୩, ୨୦୨୧ )
ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ କଟକ ବାଳୁବଜାର ନୟାସଡକ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିବା ତାର ରାଜଧାନୀ ଝାରପଡା ଓଭର୍ ବ୍ରିଜ ଉପରେ ମେଘର ଦୃଶ୍ୟ ଗଡକଣା ମହାବୀର ବସ୍ତିକୁ ବିଡିଏ ପକ୍ଷରୁ…
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୨, ୨୦୨୧)
କଟକସ୍ଥିତ ସିଏମସି ପକ୍ଷ ରୁ ସିଲଭର ସିଟି ବୋଟ କ୍ଲବ ଆଡକୁ ଥିବା ଏନକାଉଣ୍ଟରଗୁଡିକୁ ହଟାଇ ଦିଆଯାଉଛି ପିପିଲି ବାଇପାସ୍ ରାସ୍ତା କଡରେ ଏକ ବିଲରେ ଧାନ ଚାରା ରୋପଣ କରୁଥିବା ମହିଳା ଶ୍ରମିକମାନେ
ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୧, ୨୦୨୧)
ଏଭଳି ହୋଇଛି ପାନୀୟ ଜଳ ବ୍ୟବସ୍ଥା କଟକ ଦରଘାବଜ଼ାର ଜନଗହଳି ରାସ୍ତାରେ ବୁଲା ଗୋରୁ ପବିତ୍ର ଇଦ୍-ଉଜ୍-ଜୁହା ଅବସରରେ ସମୂହ ନମାଜ ପାଠ ଭୁବନେଶ୍ୱର ୟୁନିଟ-୪ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଠାରୁ ଗର୍ଭବତୀଙ୍କୁ କୋଭିଡ ଟୀକାକରଣ ଆରମ୍ଭ
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୦, ୨୦୨୧)
ବିନା ଭକ୍ତରେ ପୁରୀରେ ବାହୁଡ଼ା ଯାତ୍ରା ଭୁବନେଶ୍ୱର ଉତ୍କଳ ୟୁନିଭର୍ସିଟିରେ ବାହୁଡ଼ା ଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତି ପବିତ୍ର ବାହୁଡା ଯାତ୍ରା ଅବସରରେ କଟକ ହରିପୁର ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର ପରିସରରେ ଅସ୍ଥାୟୀ ଭାବେ ନିର୍ମିତ ରଥରେ ଶ୍ରୀ ଜୀଉ…
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୯, ୨୦୨୧)
କରୋନା ମହାମାରୀ ଯୋଗୁ ବନ୍ଦ ଥିବା ବସ ଆଜିଠାରୁ ଚାଲୁଛି ଏବଂ ବାଦାମବାଡ଼ି ରେ ଯାତ୍ରୀମାନେ ବସ ରେ ଚଢୁଛନ୍ତି ସୋମବାର ଠାରୁ ଭୁବନେଶ୍ୱର ରେ ମୋ ବସ ଗୁଡିକ ରାସ୍ତାରେ ଚାଲୁଛି
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୮, ୨୦୨୧)
ଭୁବନେଶ୍ୱର ଓ କଟକ ବାଇପାସ କଡରେ ଜଣେ ଲୋକ ମଇଁଷି କୁ ନଡ଼ା ଖାଇବାକୁ ଦଉଛି ବାଦାମବାଡ଼ି ଲିଙ୍କ ରୋଡ ରେ ପାରା ମାନେ ବସିଛନ୍ତି କାଠଯୋଡ଼ି ନଦୀ ବ୍ରିଜ ଫୂଟପାଥ ପାର୍ଶ୍ୱରେ ଜମି ରହିଥିବା ବାଲି ସହ ଉଠିଥିବା ଅନାବନା…
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୭ , ୨୦୨୧)
ଶଟଡାଉନରେ କଟକ ସହର କଟକ ଶିଖରପୁର ନିକଟ ମହାନଦୀରେ ମାଛ ଧରୁଛନ୍ତି ଧୀବର ନୂଆ ରୂପରେ କଟକ ତାଳଦଣ୍ଡା କେନାଲ ପୁରୀରେ ରଥର ଦକ୍ଷିଣ ମୋଡ଼ କରାଯାଉଛି ଭୁବନେଶ୍ୱରର ୟୁନିଟ୍-୪ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ଭୁବନେଶ୍ୱରରେ…
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୬, ୨୦୨୧)
କୋଭିଡ୍ କଟକଣା ସହିତ ଓଡ଼ିଶାରେ ବସ୍ ସେବା ପୁନଃଆରମ୍ଭ କରୋନା କଟକଣାକୁ ନମାନି ୟୁନିଟ-୧ ହାଟରେ ଲୋକଙ୍କ ପ୍ରବଳ ଭିଡ ପ୍ରବଳ ଖରା ଓ ତୃଷାରୁ ରକ୍ଷା ପାଇବା ପାଇଁ ପାରାଟି ପାଣି ପିଉଛି ଭୁବନେଶ୍ୱର ରାଜମହଲ୍…
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୫, ୨୦୨୧)
ପେଟ୍ରୋଲ, ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ୬ ଘଣ୍ଟା ଓଡିଶା ବନ୍ଦ ଡାକରା କଟକ ର ବାଦାମବାଡ଼ି ମୁଖ୍ୟ ରାସ୍ତା ଖାଁ ଖାଁ ଅନୁଭୁତ ଲିଙ୍କରୋଡ ସ୍ଥିତ ପେଟ୍ରୋଲପମ୍ପ ବନ୍ଦ ଅଛି ମାଲଗୋଦାମ…
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୪, ୨୦୨୧)
ପୁରୀରେ ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅଭଡ଼ା କଟକ କୁମ୍ଭାରସାହି ଅଞ୍ଚଳରେ ଶିଳ୍ପୀ ଗଢୁଛନ୍ତି ଖୁଦୁରୁକୁଣି ମୂର୍ତ୍ତି କଟକ ଚାନ୍ଦିନୀଚୌକ ରାସ୍ତା ପାର୍ଶ୍ଵରେ ଛତା ମରାମତି କରୁଛନ୍ତି ଦୋକାନୀ କଟକ ଚୌଧୁରୀ ବଜାରରେ ପାଇକାରୀ ଦୋକାନରୁ ରାକ୍ଷୀ…
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୩, ୨୦୨୧)
ରାଜଧାନୀରେ ବର୍ଷା ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରୁଛନ୍ତି ଶ୍ରୀବଳଭଦ୍ର ମହାନଦୀର କଟକ ଯୋବ୍ରା ଆନିକଟରେ ହୀରାକୁଦ ଡ୍ୟାମରୁ ନିଷ୍କାସିତ ବନ୍ୟାଜଳ
Archives


