ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୮, ୨୦୨୧)

ଭୁବନେଶ୍ୱର ଓ କଟକ ବାଇପାସ କଡରେ ଜଣେ ଲୋକ ମଇଁଷି କୁ ନଡ଼ା ଖାଇବାକୁ ଦଉଛି

ବାଦାମବାଡ଼ି ଲିଙ୍କ ରୋଡ ରେ ପାରା ମାନେ ବସିଛନ୍ତି

କାଠଯୋଡ଼ି ନଦୀ ବ୍ରିଜ ଫୂଟପାଥ ପାର୍ଶ୍ୱରେ ଜମି ରହିଥିବା ବାଲି ସହ ଉଠିଥିବା ଅନାବନା ଗୁଳ୍ମ

ପିପିଲି ବାଇପାସ ରେ ଏକ ବିଲରେ ଟ୍ରାକଟର ଘାସକୁ ବିଲରୁ ସଫାକରୁଛି

ଭିଏସଏସ ନଗର ରାସ୍ତା ଉପରେ ପିଲା ମାନେ କ୍ରିକେଟ ଖେଳୁଛନ୍ତି

ସୋମବାର ଠାରୁ ବସ ଚାଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ସିଟି ବସ ଗୁଡିକ ଚାଲିବା ପାଇଁ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟନ ରେ ଛିଡା ହେଇଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୪, ୨୦୨୧)

ଭୁବନେଶ୍ୱରରେ ହଠାତ୍ ବର୍ଷାର ଦୃଶ୍ୟ ମା ଗଡଚଣ୍ଡୀଙ୍କ କାଳୀ ବେଶ ମା ଝାଞ୍ଜିରୀମଙ୍ଗଳାଙ୍କ ବୈଷ୍ଣବି ବେଶ ମା ବାସନ୍ତୀଦୁର୍ଗାଙ୍କ ଭୁବନେଶ୍ୱରୀ ବେଶ ମା ଧାକୁଲେଇଙ୍କ କମଳା...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୪, ୨୦୨୧)

 ଦୋଳ ମେଳଣ ଲାଗି  କାଗଜରେ କେଳା କେଳୁଣୀ ଓ ରାଜା ରାଣୀ ପ୍ରସ୍ତୁତିରେ ବ୍ୟସ୍ତ କଟକର ଶିଳ୍ପୀ   ବାତ୍ସଲ୍ୟ ମମତା: କଟକ ଡଗରପଡ଼ାରେ ବିଲେଇକୁ ସ୍ତନ୍ୟପାନ...

ଓଡ଼ିଶା: ଆଜିର ଫଟୋ (ମେ ୧୪, ୨୦୨୨)

 ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ନାଟକ ‘ଭଗବାନ ଜଗନ୍ନାଥ କଥା’ ପରିବେଷଣ   ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଖଦି...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧, ୨୦୨୧)

ରାମମନ୍ଦିର ସମ୍ମୁଖରେ ପାରାମାନେ ଚାଉଳ ଖାଉଛନ୍ତି ଲକଡାଉନ କୋହଳ ଯୋଗୁ ବାପୁଜିନଗର ପାଣି ଟାଙ୍କି ରୋଡରେ ପ୍ରବଳ ଗାଡି ଜାମ ଲକଡାଉନ କୋହଳ ପରେ ମାର୍କେଟ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୨, ୨୦୨୦)

ଶ୍ରୀମନ୍ଦିରରୁ ତିନି ରଥକୁ ଆଜ୍ଞା ମାଳ ନିଆଯାଉଛି। ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମାଷ୍ଟରକ୍ୟାଣ୍ଟିନଠାରେ ଜନସାଧାରଣମାନେ ଖୁସି ମନାଉଛନ୍ତି। ରଥଯାତ୍ରା ପାଇଁ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩୦, ୨୦୨୨)

ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ଗୁଞ୍ଜନ ଡାନ୍ସ ଆକାଡ଼େମୀ ପକ୍ଷରୁ ଅୟୋଜିତ ପଲ୍ଲବୀ ସନ୍ଧ୍ୟାରେ ପରିବେଷିତ ଓଡ଼ିଶୀ ନୃତ୍ୟ ଓଡ଼ିଶା ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୮, ୨୦୨୧)

ଜଣେ ଶିଳ୍ପୀ ରୁକୁଣା ରଥ ରେ ଚିତ୍ର ଆଙ୍କୁଛନ୍ତି କଲେଜ ଛକ ରାସ୍ତା ପାର୍ଶ୍ୱରେ ଥିବା ଜଳ ପୁର୍ଣ କୁଣ୍ଡ ରୁ ଜଳ ପି ତୃଷା...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୪, ୨୦୨୧)

କଟକ ତାଳଦଣ୍ଡା କେନାଲରେ ବତକମାନେ ଜଳକ୍ରୀଡା କରୁଛନ୍ତି   ଆଗକୁ ୨ ଦିନ ଶଟ୍‌ଡାଉନ୍‌ ହେବାକୁଥିବାରୁ ହାଟରେ ଲୋକଙ୍କ ପ୍ରବଳ ଭିଡ   ଭୁବନେଶ୍ୱର କ୍ୟାପିଟାଲ...

Advertisement
Archives

Model This Week