ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୫, ୨୦୨୧)

ପେଟ୍ରୋଲ, ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ୬ ଘଣ୍ଟା ଓଡିଶା ବନ୍ଦ ଡାକରା କଟକ ର ବାଦାମବାଡ଼ି ମୁଖ୍ୟ ରାସ୍ତା ଖାଁ ଖାଁ ଅନୁଭୁତ

ଲିଙ୍କରୋଡ ସ୍ଥିତ ପେଟ୍ରୋଲପମ୍ପ ବନ୍ଦ ଅଛି

ମାଲଗୋଦାମ ଖୋଲା ଥିଲେ ମଧ୍ୟ ବନ୍ଦ ଡାକରା ଫଳରେ ବ୍ୟବସାୟ ର ମାନ୍ଦା ଅବସ୍ଥା

ରେଳଷ୍ଟେସନର ୬ନ ପ୍ଲାଟଫମ ରେ ଏକ ପାଇପ ଫାଟି ପାଣି ବାହାରୁଚି

ଓଡିଶା ବନ୍ଦ ମାଷ୍ଟରକ୍ୟାଣ୍ଟନ ଛକରେ ଟ୍ରେନରୁ ଓଲ୍ହାଇ ଯାତ୍ରୀମାନେ ରୋଡରେ ଜିନିଷ ମୁଣ୍ଡାଇ ଯାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୬, ୨୦୨୧)

ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟର ୟୁଜି ଆର୍ଟ ଛାତ୍ରୀମାନେ ଶ୍ରେଣୀରେ ଯୋଗଦେବା ପୂର୍ବରୁ ସେମାନଙ୍କର ପରିଚୟ ପତ୍ର ପ୍ରଦର୍ଶନ କରାଉଛନ୍ତି ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୮, ୨୦୨୧ )

କଟକ ଶିଶୁଭବନ ରିଂ ରୋଡ ପାର୍ଶ୍ୱରେ ଜଣେ ମାସ୍କ ବିକ୍ରେତା ମାସ୍କ ଗୁଡିକୁ ସଜାଇ ରଖୁଛନ୍ତି   ଡେଙ୍ଗୁ ଜ୍ୱର ପାଇଁ ଲୋକଙ୍କୁ ସଚେତନ କରିବା...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୭, ୨୦୨୦)

କଟକ ନରାଜ ଆନିକଟ ମହାନଦୀ ତଟ ଠାରେ ଥିବା ଡଙ୍ଗା ଗୁଡିକ ରଖା ଯାଉଛି ଭୁବନେଶ୍ୱରର ୟୁନିଟ୍-୨ ଅଞ୍ଚଳରେ ଜଣେ କଳାକାର ମାଟିରେ ତିଆରି ପାତ୍ରରେ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୭, ୨୦୨୧ )

ଭୁବନେଶ୍ୱର ୟୁନିଟ୍-୧ ହାଟରେ ଖୁଦୁରୁକୁଣୀଙ୍କ ମୃଣ୍ମୟ ମୂର୍ତିର ବିପ୍ପଣି   କଟକ ବେଲଭିୟୁ ଛକ ସ୍ଥିତ ସ୍ମାରକୀ ଉଦ୍ୟାନ ପରିସରରେ ଶିଳ୍ପୀ ସିଦ୍ଧାର୍ଥ ବେହେରାଙ୍କ  ବାଲୁକା...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୦, ୨୦୨୨)

ଭୁବନେଶ୍ୱର ସୂଚନାଭବନରେ ବୈଶାଖୀ ଉତ୍ସବର ଉଦଯାପନ ଅବସରରେ ଶୀଜଗନ୍ନାଥଙ୍କ ହୋଲି ପହଣ୍ଡି ଓ ଓଡ଼ିଆ ନବବର୍ଷ ପାଳିତ   ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୯, ୨୦୨୧)

ଛଟ ପୂଜା ପାଇଁ କଟକ ରାଣୀହାଟ ପୋଲ ନିକଟରେ ହଳଦୀ ପତ୍ର କିଣୁଛନ୍ତି ଯୁବକ   କଟକ ଯୋବ୍ରା ଆନିକଟ ମହାନଦୀ ଜଳରେ ଥିବା ପଥରଖଣ୍ଡ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୦, ୨୦୨୦)

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଗ୍ନିଶମ କର୍ମଚାରୀ ବିଶୋଧକ ସିଞ୍ଚନ କରୁଛନ୍ତି   ଶ୍ରୀଜୀଉଙ୍କ ଲାଗି ଓଡ଼ିଆ ମଠରୁ ଯାଉଛି ଫୁଲୁରି ତେଲ   ଭୁବନେଶ୍ୱରରେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୨, ୨୦୨୦)

ଦିୱାଲି ସପିଂ ପାଇଁ ଭୁବନେଶ୍ୱର ରେ ୟୁନିଟ୍-୨ ବଜାରରେ ପ୍ରବଳ ଭିଡ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଟେରାକୋଟା ରେ ତିଆରି ଜିନିଷ ପ୍ରଦର୍ଶନ କରାଯାଉଛି ଦୀପାବଳି...

Advertisement
Archives

Model This Week