ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୧)

ଭୁବନେଶ୍ୱର ଓୟୁଏଟି ପରିସରରେ ମହିଳାମାନେ ମାଣ୍ଡିଆ କିଆରୀରେ ଉଠିଥିବା ଅନାବନା ଘାସ ବାଛୁଛନ୍ତି

 

 

ଶଟଡାଉନରେ ଭୁବନେଶ୍ୱର

 

କଟକ ଏସସିବି ମେଡିକାଲରେ ଆଉଟଡୋର ଟିକେଟ ପାଇଁ  ଭିଡ଼

 

ଶଟଡାଉନରେ ଆବଶ୍ୟକ ଯାତ୍ରୀ ନ ଥିବାରୁ କଟକ ବାଦାମବାଡ଼ିରେ ଅଟକି ରହିଛି ବସ

 

କଟକ ଛତ୍ରବଜ଼ାର ଫଳ ମାର୍କେଟରେ ଟ୍ରକରୁ ଆମ୍ବ ଖଲାସ କରାଯାଉଛି

 

ଶଟଡାଉନରେ ଯୋବ୍ରା ଆନିକଟ ରାସ୍ତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ମାର୍ଚ୍ଚ, ୨୦୨୪ )

ଭୁବନେଶ୍ୱରରେ ପ୍ରବଳ ଖରା – ଜଣେ ବୟସ୍କ ବ୍ୟକ୍ତି ତୃଷ୍ଣା ମେଣ୍ଟାଇବାକୁ ପାଇପରୁ ପାଣି ପିଉଛନ୍ତି

ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ, ୨୦୨୪ )

କଟକ ଶେଖ ବଜାର ଅଂଚଳରେ ହୋଲି ଅବସରରେ ଯୁବତୀମାନେ ପରସ୍ପରକୁ ଅଭିର ଲଗାଇ ଦେଉଛନ୍ତି     କଟକ ବାଲୁବଜାର ଅଂଚଳରେ ଯୁବକମାନେ ହୋଲି ପର୍ବ...

ଓଡ଼ିଶା: ଆଜିର ଫଟୋ (୨୫ ମାର୍ଚ୍ଚ, ୨୦୨୪ )

ଦୋଳ ପୂର୍ଣ୍ଣମୀ ଅବସରରେ ବକ୍ସିବଜାର ବଢ଼େଇ ସାହି ବାସ୍ତରୀ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ଦୋଳ ବିମାନ ମେଳଣ

ଓଡ଼ିଶା: ଆଜିର ଫଟୋ ( ୨୪ ମାର୍ଚ୍ଚ, ୨୦୨୪ )

ଭୁବନେଶ୍ୱର ଜନପଥରେ ମାରୱାଡି ସମ୍ପ୍ରଦାୟର ମହିଳାମାନେ ହୋଲିକା ଦହନ ପର୍ବ ପାଳନ କରୁଛନ୍ତି     ଘରୋଇ ମାଟିରେ ଇତିହାସ ରଚିଲା ଓଡ଼ିଶା ଏଫ୍ ସି:...

ଓଡ଼ିଶା: ଆଜିର ଫଟୋ ( ୨୩ ମାର୍ଚ୍ଚ, ୨୦୨୪ )

ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ‘ବିଜନେସ୍‌ ଏମିନେନ୍ସ ଆୱାର୍ଡ୍ସ-୨୦୨୪’     ପୁରୀ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚରେ ମଞ୍ଚସ୍ଥ ନାଟକ କୃଷ୍ଣ କୁତୁହଳମର ଏକ ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ (୨୨ ମାର୍ଚ୍ଚ, ୨୦୨୪ )

ବାଲିଯାତ୍ରା ଉପର ପଡିଆରେ ଚାଲିଥିବା କଟକ ବୈଶାଖୀ ବାଣିଜ୍ୟ ମେଳା ମାଲଗୋଦାମ ଓଭର ବ୍ରିଜ ରାସ୍ତା ପାର୍ଶ୍ୱରେ ଥିବା ଫଳରସ ଦୋକାନ

ଓଡ଼ିଶା: ଆଜିର ଫଟୋ (୨୧ ମାର୍ଚ୍ଚ, ୨୦୨୪ )

ଦୋଳ ଅବସରରେ ବକ୍ସିବଜ଼ାର ଅଂଚଳ ରେ ଖୋଲିଥିବା ରଙ୍ଗ ଅଭିର ଦୋକାନ ନବୀନ ନିବାସରେ ଗଂଜାମ ଓ ଆସ୍କା ନିର୍ବାଚନୀ ମୀଟିଙ୍ଗ ସାଧାରଣ ନିର୍ବାଚନକୁ ନେଇ...

ଓଡ଼ିଶା: ଆଜିର ଫଟୋ ( ୨୦ ମାର୍ଚ୍ଚ, ୨୦୨୪ )

ରାଜଧାନୀ ଭୁବନେଶ୍ୱରରେ ବର୍ଷା     କଟକ ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବୈଶାଖୀ ବାଣିଜ୍ୟ ମେଳା ବର୍ଷାରେ ଫିକା ପଡିଲା

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri