କଟକ ସ୍ଥିତ ବାଦାମବାଡି ବସ୍ ଷ୍ଟାଣ୍ଡ ଠାରେ ଯାତ୍ରୀମାନେ କୋଭିଡ -୧୯ ନିୟମ ଗୁଡିକୁ ମାନୁନାହାନ୍ତି

ଭୁବନେଶ୍ୱରର ରସୁଲଗଡର ଏକ ସରକାରୀ ଡାକ୍ତରଖାନାରେ ଜଣେ ବରିଷ୍ଠ ନାଗରିକ ସୋମବାର ତାଙ୍କ ବୁଷ୍ଟର୍ ଡୋଜ ନେଇଛନ୍ତି

ଶ୍ରମିକମାନେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଏଲଇଡ଼ ଫ୍ରଟଲାଇଟ ଲଗାଉଛନ୍ତି

ଭୁବନେଶ୍ୱର ଏବଂ କଟକ ଟ୍ୱିନ୍ ସିଟି ସୋମବାର ଘନ କୁହୁଡ଼ି ପାଇଁ ଲୋକ ମାନେ ଯିବା ଆସିବାରେ ବାଧା ସୃଷ୍ଟିକରୁଛି



