ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୧୫, ୨୦୨୨)

ବିପଦଶଙ୍କୁଳ ଅବସ୍ଥାରେ କଟକ ମୁଖ୍ୟ ନର୍ଦ୍ଦମା ଜଳ ନିଷ୍କାସନ ଡ୍ରେନ

 

କଟକ ଏସସିବି ମେଡିକାଲ କଲେଜ ପରିସରରେ ଥିବା ଆହାର କେନ୍ଦ୍ରରେ ଭିଡ଼

 

ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ସାଇକେଲ ଟ୍ରାକରେ ୨୪ ଘଣ୍ଟା ମଧ୍ୟରେ ଅଧିକ ଦୂରତ୍ୱ ହ୍ୱିଲଚେୟାର ଯୋଗେ ଅତିକ୍ରମ କରି ଗିନିଜ଼ ୱାର୍ଲଡ ରେକର୍ଡସ ହାସଲ ଲକ୍ଷ୍ୟରେ ପୁରୀ ବ୍ରହ୍ମଗିରି ଅଞ୍ଚଳର କମଳାକାନ୍ତ ନାୟକ

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଉତ୍ତରପୁରୁଷ ଥିଏଟର ଗ୍ରୁପ କଳାକାରଙ୍କ ଦ୍ୱାରା ପରିବେଷିତ ନାଟକ ‘ସବୁଠୁ ଉଦାସ କବିତା’


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୨, ୨୦୨୦)

ସୋମବାର କଟକସ୍ଥିତ ରାଣୀହାଟ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ମାଟି ପ୍ରତିମାକୁ ଜଣେ କଳାକାର ଶେଷ ସ୍ପର୍ଶ ଦେଉଛନ୍ତି ସୋମବାର କଟକସ୍ଥିତ ଜୋବ୍ରା ଆନିକଟରେ ଠାରେ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨, ୨୦୨୧ )

ସୂର୍ଯ୍ୟାସ୍ତ ସମୟରେ ପୁରୀ ଆକାଶର ଦୃଶ୍ୟ   ଆଗକୁ ୨ ଦିନ ଶଟ୍‌ଡାଉନ୍ ହେବାକୁଥିବାରୁ ଲୋକଙ୍କ ପ୍ରବଳ ଭିଡ   ଭୁବନେଶ୍ୱରରେ ମୌସୁମୀ ବର୍ଷାର ଦୃଶ୍ୟ...

ଓଡ଼ିଶା: ଆଜିର ଫଟୋ (ମେ ୮, ୨୦୨୨)

ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବୈଶାଖୀ ବାଣିଜ୍ୟ ମେଳାରେ ପ୍ରବଳ ଭିଡ ଶତାବ୍ଦୀ ଭବନ ରେ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଅଭିପ୍ସା ର ରୌପ୍ୟ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୪ , ୨୦୨୧)

ଭୁବନେଶ୍ୱରରେ ଭାଲେଣ୍ଟାଇନ୍ସ ଡେ ଅବସରରେ ଏସପ୍ଲାନେଡ୍ ମଲ୍ ଠାରେ ଆୟୋଜିତ ହୋଇଥିବା ଇଭେଣ୍ଟ କେ୯ ରେ ଜଣେ ମହିଳା ତାଙ୍କ ପୋଷା କୁକୁର ସହ ଫୋଟୋ...

ଓଡ଼ିଶା: ଆଜିର ଫଟୋ ( ମେ ୨୬, ୨୦୨୨)

କଟକ ବାଙ୍କାବଜାର ଅଂଚଳରେ ଜଣେ ଚୁଡ଼ି ବ୍ୟବସାୟୀ ବିକ୍ରୟ ପାଇଁ ଚୁଡ଼ିଗୁଡିକୁ ସଜାଇ ରଖୁଛନ୍ତି   ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୫ , ୨୦୨୦)

ଭୁବନେଶ୍ୱରରେ କୁକୁରକୁ ଗାଡିରେ ବସାଇ ଯାଉଛନ୍ତି ଜଣେ ବ୍ୟକ୍ତି ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲିଭୋଗ କଟକ ବାରବାଟୀ ଷ୍ଟାଡିୟମରେ ଓସିଏ ତରଫରୁ ଟି-୨୦ ଲିଗ୍‍...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୮, ୨୦୨୧)

ଭୁବନେଶ୍ୱର ସୂଚନାଭବନ ସମୁଖରେ ଲାଗିଥିବା ଲୁହା ବାଡକୁ ରଙ୍ଗ କରାଯାଉଛି   ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ନେଦରଲ୍ୟାଣ୍ଡ...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୮, ୨୦୨୧ )

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ଲୋକକଳା ଗ୍ରାମ୍ୟ ମହୋତ୍ସବ   ମା’ କଟକଚଣ୍ଡୀଙ୍କ ଷୋଡ଼ଶୀ ବେଶ   ମା’ ଗଡ଼ଚଣ୍ଡୀଙ୍କ ବଗଳା ବେଶ   ମା’...

Advertisement
Archives

Model This Week