ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୬, ୨୦୨୨)

  ଭୁବନେଶ୍ୱରରେ ୭୩ତମ ସାଧାରଣତନ୍ତ୍ର ଦିବସ ସମାରୋହ   ଭୁବନେଶ୍ୱର ପିଏମଜି ରାସ୍ତାରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ବାଇକରେ ଯାଉଛନ୍ତି ଯୁବକ   ଭୁବନେଶ୍ୱର ଲୋକସେବା ଭବନ ପରିସରରେ ଥିବା ଫୁଲ ବଗିଚାକୁ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ   ବ୍ରହ୍ମପୁରରେ…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୫, ୨୦୨୨)

  ଭୁବନେଶ୍ୱର ପିଏମଜିରେ ପଥପ୍ରାନ୍ତ ନାଟକ ‘ହିନ୍ଦୁସ୍ତାନ ମେରି ଜାନ’ ପ୍ରଦର୍ଶିତ     ଦିନ ୧୧ଘଟିକା ସମୟରେ ମଧ୍ୟ କଟକ ବାଦାମବାଡ଼ି ଅଞ୍ଚଳ କୁହୁଡ଼ି ଆଚ୍ଛାଦିତ   କଟକ ମହାନଦୀ ଜଳରାଶିରେ ସିଲଭର ସିଟି ବୋଟ କ୍ଲବ ସ୍କୁବା ଡାଇଭରଙ୍କ…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୩ , ୨୦୨୨)

 ଭୁବନେଶ୍ୱରର ଆଇଜି ପାର୍କରେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଏକ ଡ୍ୟାନ୍ସ ଏକାଡେମୀ (ଡିକେଆର ) ର ଛାତ୍ରୀଛାତ୍ରମାନେ ନୃତ୍ୟ ଅଭ୍ୟାସ କରୁଛନ୍ତି ବିଭିନ୍ନ ସଂଗଠନ ରବିବାର ଦିନ ଭୁବନେଶ୍ୱରର ରସୁଲଗଡରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମ ବାର୍ଷିକରେ ପୁଷ୍ପମାଲ୍ୟ…

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୨୨, ୨୦୨୨)

ଭୁବନେଶ୍ୱରରେ ରାସ୍ତା ପାର୍ଶ୍ଵ ପ୍ରାଚୀର ସୌନ୍ଦର୍ଯ୍ୟକରଣ ଲାଗି ଚିତ୍ର ଆଙ୍କୁଛନ୍ତି ଚିତ୍ରକର   ଭୁବନେଶ୍ୱରରେ ଗଣତନ୍ତ୍ର ଦିବସ ପ୍ୟାରେଡ଼ ଲାଗି ଅଭ୍ୟାସ   ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ନାଟକ ‘ପ୍ରତିବିମ୍ବ’ ପ୍ରଦର୍ଶିତ   କଟକ ଓଡ଼ିଆ ବଜ଼ାର ସ୍ଥିତ ନେତାଜୀ ଜନ୍ମସ୍ଥାନ…

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୨୧, ୨୦୨୨)

କଟକ ଓଡ଼ିଆ ବଜ଼ାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ମୃଣ୍ମୟୀ ଭାସ୍କର୍ଯ୍ୟ ଶିଳ୍ପୀ ଶିବିରର ଦ୍ୱିତୀୟ ଦିନ   ରାଜଧାନୀ ଭୁବନେଶ୍ୱରରେ ସକାଳର ଘନ କୁହୁଡ଼ି ଦୃଶ୍ୟ   ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି   ନେତାଜୀ…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୦, ୨୦୨୨)

କଟକ ଓଡ଼ିଆ ବଜ଼ାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ମୃଣ୍ମୟୀ ଭାସ୍କର୍ଯ୍ୟ ଶିଳ୍ପୀ ଶିବିର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ପ୍ରେସକ୍ଳବ ପାଖରେ ଥିବା ଏକ ହୋଟେଲକୁ ଉଛେଦ ପୂର୍ବରୁ ବିଏମସି କର୍ମଚାରୀ  ଟେବୁଲ ଉଠାଇ ନେଉଛନ୍ତି

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୯, ୨୦୨୨)

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଲାଗି କଟକ ଓଡ଼ିଆ ବଜ଼ାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଚାଲିଛି ପ୍ରସ୍ତୁତି   ପଞ୍ଚାୟତ ନିର୍ବାଚନ ପାଇଁ ପୁରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ   ଭୁବନେଶ୍ୱର ରାଜମହଲ…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୮, ୨୦୨୨)

କଟକ ଫିରିଙ୍ଗି ବଜ଼ାରରେ ପଗଡ଼ି ତିଆରି କରୁଛନ୍ତି ମହିଳା   ଭୁବନେଶ୍ୱର ୟୁନିଟ-୯ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ପାର୍ଶ୍ୱରେ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି ଚାଲିଛି   କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ୟୁନିଟ-୧ ସ୍ଥିତ ହାଟକୁ ମଦର୍ସ ପବ୍ଲିକ ସ୍କୁଲ…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୭, ୨୦୨୨)

ପୁଷ ପୂର୍ଣ୍ଣିମା ଅବସରରେ କଟକର ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ରାଜା ବେଶ କଟକ, ବକ୍ସି ବଜାରରେ ଜଣେ କଳାକାର ‘ମହିଲା ଥାନା’ ପାଖରେ ଏକ କାନ୍ଥକୁ ଚିତ୍ର କଳାରେ ସୌନ୍ଦଜ୍ୟକରଣ କରାଉଛନ୍ତି

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୬, ୨୦୨୨)

ଖଲିକୋଟ ଆର୍ଟ କଲେଜର ଛାତ୍ରମାନେ ଏଜି ସ୍କୋୟାର ନିକଟରେ ଏକ କାନ୍ଥକୁ ସୌନ୍ଦଜ୍ୟକରଣ କରାଉଛନ୍ତି ବିଏମସି ଦ୍ୱାରା ବଜାରର ବିକେନ୍ଦ୍ରୀକରଣ ପରେ, ଭୁବନେଶ୍ୱରର ୟୁନିଟ୍-୪ ରେଡ୍ କ୍ରସ୍ ଭବନ ନିକଟରେ ପନିପରିବା ଏବଂ ମାଂସ ବିକ୍ରି କରାଯାଉଛି ନେମାଳ ସ୍ଥିତ ମହାପୁରୁଷା…

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୧୫, ୨୦୨୨)

ବିପଦଶଙ୍କୁଳ ଅବସ୍ଥାରେ କଟକ ମୁଖ୍ୟ ନର୍ଦ୍ଦମା ଜଳ ନିଷ୍କାସନ ଡ୍ରେନ   କଟକ ଏସସିବି ମେଡିକାଲ କଲେଜ ପରିସରରେ ଥିବା ଆହାର କେନ୍ଦ୍ରରେ ଭିଡ଼   ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ସାଇକେଲ ଟ୍ରାକରେ ୨୪ ଘଣ୍ଟା ମଧ୍ୟରେ ଅଧିକ ଦୂରତ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri