ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୮, ୨୦୨୨ )

କଟକ କାଠଗଡ଼ା ସାହିରେ ଫାଇବର ନିର୍ମିତ ପ୍ରତିକୃତିକୁ ରଙ୍ଗ ଦେଉଛନ୍ତି ଶିଳ୍ପୀ   କଟକ ବାରବାଟୀ ଦୁର୍ଗ ନିକଟରେ ଥିବା ବୁଖାରି ବାବାଙ୍କ ଉର୍ସ ଉତ୍ସବରେ ଶ୍ରଦ୍ଧାଳୁଙ୍କ ଭିଡ଼ ପୁରୀ ସ୍ଵର୍ଗଦ୍ଵାରରେ ଗାର୍ଡ ଅଫ ଅନର ସହ ଦିବଂଗତ ବିଶିଷ୍ଟ ଶାସ୍ତ୍ରୀୟ…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୭ , ୨୦୨୨)

ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଭୁବନେଶ୍ୱର ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ  କୋଭିଡ ସତର୍କତା ଅନୁସାରେ ପାଠ ପଢ଼ା ଚାଲିଛି କୁମ୍ଭମେଳା: ଖଣ୍ଡଗିରିରେ ସାଧୁ ଏବଂ ପର୍ଯ୍ୟଟକଙ୍କ  ଭିଡ ଭୁବନେଶ୍ୱର ୟୁନିଟ୍-୩ କ୍ୟାପିଟାଲ୍ ହାଇସ୍କୁଲ୍ ଶ୍ରେଣୀଗୃହରେ ପ୍ରବେଶ ପୂର୍ବରୁ  ଛାତ୍ରଙ୍କର ସ୍କାନ…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୬, ୨୦୨୨)

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଭୁବନେଶ୍ୱର ଏୟାରପୋର୍ଟ ଏବଂ ରିଜର୍ଭ ବ୍ୟାଙ୍କ ଜାତୀୟ ପତାକା ଅର୍ଦ୍ଧ ନମିତ   ଦିବଂଗତ ଖବରଦାତା ରୋହିତ ବିଶ୍ଵାଳଙ୍କ ଅମର ଆତ୍ମାର ସଦଗତି କାମନା କରି…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୫, ୨୦୨୨)

ଭୁବନେଶ୍ୱରସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜା   କଟକ ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସରସ୍ବତୀ ପୂଜା   କଟକରେ ସରସ୍ବତୀ ପୂଜା ଅବସରରେ ଆଚାର୍ଯ୍ୟ ଖଡ଼ିଛୁଆଁ କରାଉଛନ୍ତି

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୪ , ୨୦୨୨)

ଭୁବନେଶ୍ୱରର ବିଜୁ ପଟ୍ଟନାୟକ କଲେଜ ନିକଟ ରାସ୍ତା କଡ଼ରେ ପିଲାମାନେ ଜଳଖିଆ ଖାଉଛନ୍ତି   କଟକ ଚଣ୍ଡୀଛକରେ ଏକ ଅଟୋରେ ମହିଳା, ପିଲାମାନେ ଅସୁରକ୍ଷିତ ଭାବରେ ଯାତ୍ରା କରୁଛନ୍ତି   ପୁରୀ ଏମାର ମଠ ଖୋଲା ଯାଇ ପୋତା ଧନର ସନ୍ଧାନ…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୩ , ୨୦୨୨)

ଦେବୀ ସରସ୍ୱତୀଙ୍କ ମୃଣ୍ମୟୀ ମୂର୍ତ୍ତିରେ ଜଣେ ଶିଳ୍ପୀ ଶେଷ ସ୍ପର୍ଶ ଦେଉଛନ୍ତି ଭୁବନେଶ୍ୱର ୟୁନିଟ୍-୧ ମାର୍କେଟ  ରାସ୍ତା ପାର୍ଶ୍ୱରେ ଥିବା  ସରସ୍ୱତୀଙ୍କ ମୂର୍ତ୍ତି ଦେଖୁଛନ୍ତି ଛାତ୍ରୀ ଯୁକ୍ତ୨ ପରୀକ୍ଷାକୁ ଛାତ୍ରୀଛାତ୍ରମାନେ ବିରୋଧ କରୁଥିବା ବେଳେ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ରେ  ଅଟକି ରହିଥିବା…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨, ୨୦୨୨)

କଟକ କଲେଜ ଛକରେ ବିକ୍ରି ପାଇଁ ତରଭୁଜକୁ ସଜାଇ ରଖୁଛନ୍ତି ମହିଳା ବ୍ୟବସାୟୀ   ସରସ୍ବତୀ ପୂଜା ପାଇଁ କଟକ ଦୋଳମୁଣ୍ଡାଇ ଛକ ନିକଟରେ ଥିବା  ଦୋକାନରୁ ମୂର୍ତ୍ତି କିଣୁଛନ୍ତି ଗ୍ରାହକ   ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥକାଠ

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧, ୨୦୨୨)

ମହାନଦୀ ଜଳରାଶି ମଧ୍ୟରେ ଥିବା ବାଲୁକାଶଯ୍ୟାରେ ବସିଛନ୍ତି ପକ୍ଷୀ   ଭୁବନେଶ୍ୱର ପିଏମଜି ରାସ୍ତାରେ ହେଲମେଟ ପିନ୍ଧି ଅଟୋ ଚଳାଉଛନ୍ତି ଚାଳକ   କଟକସ୍ଥିତ ଓଡିଶା ଜୁଡ଼ିସିଆଲ ଆକାଡେ଼ମୀ ପରିସରରେ ଓଡ଼ିଶା ହାଇକୋର୍ଟ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା  

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୩୧ , ୨୦୨୨)

ବନ ବିଭାଗର ଅଧିକାରୀମାନେ ସୋମବାର କଟକର ମଧୁସୂଦନ ସେତୁ ନିକଟରେ ଏକ କୁମ୍ଭୀରକୁ ଉଦ୍ଧାରକରି ମୁହଁରୁ ଜାଲବାହାର କରି ପୁଣି ମହାନଦୀରେ ଛାଡିଦେଉଛନ୍ତି ଭୁବନେଶ୍ୱରର ଏକ ରାସ୍ତାପାଶ୍ୱରେ ବସନ୍ତଋତୁର ଆଗମନରେ ଗଛ ଗୁଡିକ ପତ୍ରଝଡ଼ା ଦେଇଛି ଭୁବନେଶ୍ୱରର ୟୁନିଟ-୯ ରାସ୍ତାରେ ଏକ…

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୮, ୨୦୨୨ )

କଟକ କୁମ୍ଭାର ସାହିରେ ଜଣେ ଶିଳ୍ପୀ ଦେବୀ ସରସ୍ଵତୀଙ୍କ ପ୍ରତିମାରେ ରଙ୍ଗ ତୁଳୀର ଶେଷ ସ୍ପର୍ଶ ଦେଉଛନ୍ତି    କଟକ ଯୋବ୍ରା ଆନିକଟ ମହାନଦୀରୁ ମାଛ ଧରୁଛନ୍ତି   ଧଉଳିରେ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଛି, ପର୍ଯ୍ୟଟକ ମାନେ ସେଲଫି…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୭ , ୨୦୨୨)

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ତୈଳଚିତ୍ର କଟକସ୍ଥିତ ମଧୁପାଟଣା-ଲିଙ୍କ୍ ରୋଡ୍ ଓଭରବ୍ରିଜ୍ ସ୍ତମ୍ଭରେ ଚିତ୍ରିତ କରାଯାଇଛି କଟକ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟ ଚାଲିଛି

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri