
ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଭୁବନେଶ୍ୱର ଏୟାରପୋର୍ଟ ଏବଂ ରିଜର୍ଭ ବ୍ୟାଙ୍କ ଜାତୀୟ ପତାକା ଅର୍ଦ୍ଧ ନମିତ
ଦିବଂଗତ ଖବରଦାତା ରୋହିତ ବିଶ୍ଵାଳଙ୍କ ଅମର ଆତ୍ମାର ସଦଗତି କାମନା କରି ପୁରୀ ସିଂହଦ୍ଵାର ସମ୍ମୁଖରେ ସମୂହ ଦୀପଦାନ ସହ ଶ୍ରଦ୍ଧାଞ୍ଜଳି