ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୪ , ୨୦୨୨)

ଭୁବନେଶ୍ୱରର ବିଜୁ ପଟ୍ଟନାୟକ କଲେଜ ନିକଟ ରାସ୍ତା କଡ଼ରେ ପିଲାମାନେ ଜଳଖିଆ ଖାଉଛନ୍ତି

 

କଟକ ଚଣ୍ଡୀଛକରେ ଏକ ଅଟୋରେ ମହିଳା, ପିଲାମାନେ ଅସୁରକ୍ଷିତ ଭାବରେ ଯାତ୍ରା କରୁଛନ୍ତି

 

ପୁରୀ ଏମାର ମଠ ଖୋଲା ଯାଇ ପୋତା ଧନର ସନ୍ଧାନ କରାଯାଉଛି

 

 ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଆଡ୍ଡା ଜମାଇଥିବା  ଲୋକଙ୍କୁ ପୋଲିସ୍ ଘଉଡାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୭, ୨୦୨୧ )

ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବା ପରେ ଭକ୍ତମାନେ କଟକ ସ୍ଥିତ ମା କଟକଚଣ୍ଡୀ ଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି କଟକସ୍ଥିତ ଚାନ୍ଦିନୀଚୋୖକ ଅଞ୍ଚଳରେ ଶ୍ରୀ ଜଗନ୍ନାଥ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୫, ୨୦୨୧)

ଓଡିଶା ମହିଳା ଫୁଟବଲ ଲିଗ ମ୍ୟାଚ ରେ ସ୍ପୋର୍ଟ୍ସ ହଷ୍ଟେଲ ବନାମ ସାଇ ଏସଟିସି କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ଭୁବନେଶ୍ୱର ରେଲୱେ ଷ୍ଟେସନ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୯ , ୨୦୨୦)

କଟକ ବାରବାଟୀ ଷ୍ଟାଡିୟମ ରାସ୍ତାରେ ଫୁଲଚାରା କିଣୁଛନ୍ତି ଗ୍ରାହକ ବଡଦିନ ଉପଲକ୍ଷେ ଚାଲିଛି ସାଜସଜ୍ଜା ସାମଗ୍ରୀ କିଣାକିଣି ପିପିଲି ବାଇପାସ୍‌ ରାସ୍ତା ପାର୍ଶ୍ୱରେ ନଡାକୁ ବିଡା...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୧, ୨୦୨୧)

ଭୁବନେଶ୍ୱର ଝାରପଡା ରୋଡ ଅସ୍ଥାୟୀ ପରିବାହାଟ ରୋଡରେ ପ୍ରବଳ ଗାଡିମୋଟର ଜାମ୍   ଶିଶୁଭବନ ସମ୍ମୁଖ ରିଂବନ୍ଧ ରାସ୍ତା ପାର୍ଶ୍ୱରେ ବସିଥିବା ଅସ୍ଥାୟୀ ପରିବା ହାଟରେ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୩, ୨୦୨୧)

କଟକ-ପୁରୀ ବାଇପାସ ରାସ୍ତାରେ ଏଲଇଡ଼ି ଷ୍ଟ୍ରିଟ ଲାଇଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ କଟକ ରେଭେନଶା ୟୁନିଭରସିଟିରେ ଆୟୋଜିତ ଏକ ସମାରୋହରେ ବଂଶୀ ବାଦନ କରୁଛନ୍ତି ଗୁରୁ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୪, ୨୦୨୨)

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଷ୍ଟଫ ୟୁ ୨୦ ଚାମ୍ପିୟନସିପ ୨୦୨୨ ଭାରତୀୟ ଦଳ ପ୍ରେସ ମିଟ କଟକ ତୁଳସୀପୁର ଯେବିଏସ ଗାର୍ଡେନ ପରିସର ରେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୯, ୨୦୨୧)

ଛଟ ପୂଜା ପାଇଁ କଟକ ରାଣୀହାଟ ପୋଲ ନିକଟରେ ହଳଦୀ ପତ୍ର କିଣୁଛନ୍ତି ଯୁବକ   କଟକ ଯୋବ୍ରା ଆନିକଟ ମହାନଦୀ ଜଳରେ ଥିବା ପଥରଖଣ୍ଡ...

ଓଡ଼ିଶା: ଆଜିର ଫଟୋ (ମେ ୧୭, ୨୦୨୨)

ରାଜଧାନୀରେ ପ୍ରବଳ ଖରା: ଭୁବନେଶ୍ୱର ଭିଏସଏସ ନଗର ରାସ୍ତାରେ ଶୋଷ ମେଣ୍ଟାଇବାକୁ ଜଣେ ବ୍ୟକ୍ତି ଟ୍ୟାପରୁ ପାଣି ପିଉଛନ୍ତି   ଭୁବନେଶ୍ୱର ଲୋକସେବା ଭବନରେ ନବନିଯୁକ୍ତ...

Advertisement
Archives

Model This Week