ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୮, ୨୦୨୨)

ଟ୍ରେଡ଼ ୟୁନିଅନ ପକ୍ଷରୁ ଭୁବନେଶ୍ୱରରେ ରାସ୍ତା ଅବରୋଧ କରି ଭାରତ ବନ୍ଦ ପାଳନ କରାଯାଉଛି । ଭାରତ ବନ୍ଦ ସମୟରେ ଭୁବନେଶ୍ୱରରେ ଏକ ପେଟ୍ରୋଲ ପମ୍ପ ବନ୍ଦର ଦୃଶ୍ୟ। ଭାରତ ବନ୍ଦ ଯୋଗୁଁ ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ ଭୁବନେଶ୍ୱରର ଅନେକ…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୭ , ୨୦୨୨)

ଓଡିଶା ପୋଲିସ୍ ଆଷୋସେସନ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଗ୍ରାମୀଣ, ସହରାଞ୍ଚଳ ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ବିଭିନ୍ନ ସେବା ସଙ୍ଗଠନର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଗ୍ରାମାଞ୍ଚଳ, ସହରାଞ୍ଚଳ ସର୍ଭେରେ ବିଜେଡିର ବିଜୟ ପାଇଁ ଅଭିନନ୍ଦନ…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୬, ୨୦୨୨)

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜୟ ଲାଭ କରିଥିବା ପ୍ରାର୍ଥୀ ଏବଂ କର୍ମୀ ଉତ୍ସବମୁଖର     ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଜିତିଥିବା ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଉଛନ୍ତି   ଭୁବନେଶ୍ୱର ନିୟୁ ମ୍ୟାରିଅନ ହୋଟେଲରେ ସିଲ୍କ…

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୫, ୨୦୨୨ )

ଶୁକ୍ରବାର ସନ୍ଧ୍ୟାରେ ପୁରୀ ଶ୍ରୀମନ୍ଦିର ଲୋହିତ ବର୍ଣ୍ଣ ଆକାଶରେ କଳାବାଦଲ ଦୃଶ୍ୟମାନ   କଟକ ବାରବାଟୀ ଷ୍ଟାଡିଅମରେ ଓଡିଶା ବାସ୍କେଟବଲ୍ ଆସୋସିଏସନ ପକ୍ଷ୍ରୁ ଅନୁଷ୍ଠିତ ବାସ୍କେଟବଲ୍ ଚାମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହ    

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୪, ୨୦୨୨)

 ନୟାପଲ୍ଲୀ ନୁଆସାହି ଉତ୍କଳମଣି ସରକାରୀ ବିଦ୍ୟାଳୟ ଠାରେ ଉତ୍ତେଜନା ଭୁବନେଶ୍ୱରର ବିମାନବନ୍ଦର ୫୩ ନ ୱାର୍ଡ ରେ  ମନ୍ତ୍ରୀ ଅଶୋକ ପଣ୍ଡା ଭୋଟ ଦେଉଛନ୍ତି ଝାରପଡା ପ୍ରାଥମିକ ବିଦ୍ୟାଳୟ ରେ ଲୋକମାନେ ଭୋଟ ଦେବାପାଇଁ ଧାଡି କରିଛନ୍ତି ଲକ୍ଷ୍ମୀସାଗର ସରକାରୀ ଉଚ୍ଚବିଦ୍ୟାଳୟ…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୩, ୨୦୨୨)

ଓଡିଶା ବିଧାନସଭା ପରିସରରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ   ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୧ବର୍ଷ ପୂର୍ତ୍ତି ଉପଲକ୍ଷେ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଓଡିଶା ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଭୁବନେଶ୍ୱର ମହାନଗର ନିଗମ…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୨, ୨୦୨୨)

ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଭୁବନେଶ୍ୱରରେ ମହିଳାମାନେ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରୁଛନ୍ତି   ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ପରିବେଷିତ ନାଟକ ‘ଫୁଲନୋଳ’   ଭୁବନେଶ୍ୱର ନିକଟସ୍ଥ ଧଉଳିରେ ‘ଧଉଳି କଳିଙ୍ଗ ମହୋତ୍ସବ’ ଆରମ୍ଭ

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୦, ୨୦୨୨ )

ଭୁବନେଶ୍ୱର ଏକାମ୍ର ହାଟରେ ପଖାଳ ଦିବସ ଅବସରରେ ଲୋକମାନେ ପଖାଳ ଖାଉଛନ୍ତି   ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବରେ ପରିବେଷିତ ନାଟକ ‘ସହଶ୍ର ଧାରା’   କଟକ ନିମପୁର ଗ୍ରାଉଣ୍ଡ ସନ୍ନିକଟ ଶ୍ରୀ ଶ୍ରୀ କୃଷ୍ଣେଶ୍ୱର ମହାଦେବ ମନ୍ଦିର…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୮, ୨୦୨୨)

କଟକ ଦୋଳମୁଣ୍ଡାଇ ଚନ୍ଦନ ପଡିଆରୁ ଦୋଳପୂର୍ଣ୍ଣମୀ ଅବସରରେ ସହର ପରିକ୍ରମା ପାଇଁ ଶୋଭାଯାତ୍ରାରେ ଦୋଳ ବିମାନ     ଶ୍ରୀକ୍ଷେତ୍ରରେ ଦୋଳବେଦୀକୁ ଭୂଦେବୀ, ଶ୍ରୀଦେବୀଙ୍କ ସହ ଦୋଳଗୋବିନ୍ଦ ହୋଲି ଖେଳିବାକୁ ବିଜେକରୁଛନ୍ତି

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୭, ୨୦୨୨)

ଆଗକୁ ହୋଲି : ଗ୍ରାହକମାନେ କଟକସ୍ଥିତ କଲେଜ ସ୍କୋୟାରରେ ରଙ୍ଗ ସାମଗ୍ରୀ କିଣୁଛନ୍ତି କଟକର ନୟାସଡକ ଅଞ୍ଚଳରେ ମାରୱାରୀ ମହିଳାଙ୍କ ଦ୍ୱାରା ‘ହୋଲିକା ଦହନ୍’ ପାଳନ କରାଯାଉଛି ସିଏମସି ମତଦାନ ପୂର୍ବରୁ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ଇଭିଏମ୍…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri