ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୩, ୨୦୨୨)

ଓଡିଶା ବିଧାନସଭା ପରିସରରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

 

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୧ବର୍ଷ ପୂର୍ତ୍ତି ଉପଲକ୍ଷେ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଓଡିଶା ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ଭୁବନେଶ୍ୱର ମହାନଗର ନିଗମ ନିର୍ଵାଚନରେ ମହିଳା ଭୋଟରଙ୍କ ଲାଗି ସ୍ୱତନ୍ତ୍ର ପିଙ୍କ ବୁଥ ବ୍ୟବସ୍ଥା

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଲାଗି ଇଭିଏମ ମେସିନକୁ ବିଜେବି କଲେଜରୁ ବିଭିନ୍ନ ମତଦାନ କେନ୍ଦ୍ରକୁ ପଠାଯାଉଛି

କଟକ ମହାନଗର ନିଗମ ନିର୍ଵାଚନରେ ମହିଳା ଭୋଟରଙ୍କ ଲାଗି ପିଙ୍କ ବୁଥ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୫, ୨୦୨୩ )

କଟକ ଏସସିବି ମେଡିକାଲର ଉନ୍ନୟନ ମୁଳକ କାର୍ଯ୍ୟ ଚାଲିଥିବା ବେଳେ ମାଟି ଖୋଳାଯାଇ ମହାନଦୀ ତଟ ଠାରେ ପାହାଡ ଉଞ୍ଚାର ଗଦା କରାଯାଉଛି    ...

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୩, ୨୦୨୩ )

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓଡ଼ିଆ ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ନାଟ୍ୟଧାରାର ନାଟକ ‘ତାରି ଲାଗି’ ଭଞ୍ଜକଳା...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୫, ୨୦୨୧)

କୋଭିଡ-୧୯ ଭୟ ମଧ୍ୟରେ ଛାତ୍ରମାନେ କଟକ ରେଭେନ୍ସା ୟୁନିଭରସିଟି ହଷ୍ଟେଲ ଖାଲି କରୁଛନ୍ତି    ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଗୁଞ୍ଜନ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୩, ୨୦୨୧)

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀ ତଟକୁ ବାସନ୍ତୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାକୁ ବିସର୍ଜନ ପାଇଁ ନିଆଯାଉଛି   ଲୋକେ ବିପଦଜନକ ଭାବରେ ଟ୍ରେନ ଆସିବା...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୧୦, ୨୦୨୧ )

ଆଗକୁ ମକର ସଂକ୍ରାନ୍ତି କଟକର ନୟାସଡ଼କ ଅଞ୍ଚଳରେ ଗୁଡ଼ି ବିକ୍ରି ହେଉଛି ଆସନ୍ତା ଜାନୁଆରୀ ୧୪ ରେ ମୁକ୍ତେଶ୍ଵର ମହୋତ୍ସବ ପାଇଁ ପ୍ରସ୍ତୁତି ଚାଲିଛି ଭୁବନେଶ୍ୱରର...

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୫, ୨୦୨୩ )

ଜନତା ମୈଦାନରେ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା     ଅଭିନେତା ଅରୁଣ ଗୋବିଲଙ୍କ ଦ୍ୱାରା, ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ପ୍ରସ୍ତୁତି ‘ଶୁଣ ଶ୍ରୀରାମ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୫, ୨୦୨୧)

କଟକ ଜୋବ୍ରା ରିଂ ରୋଡ଼ ପାର୍ଶ୍ୱରେ ଜାଲ ବୁଣୁଛନ୍ତି ବ୍ୟକ୍ତି   ଭୁବନେଶ୍ୱର ଵାଣିବିହାର ରେଲୱେ ଓଭରବ୍ରିଜ ତଳେ ବିଶ୍ରାମ ନେଉଛନ୍ତି ବ୍ୟକ୍ତି   ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୯, ୨୦୨୨)

ଧଉଳି ରୋଡରେ ଜଣେ ଚାଷୀ ବିଲରୁ ହଳ ସାରି ଫେରୁଛନ୍ତି   ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ OSDMA ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ...

Advertisement
Archives

Model This Week