ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୮, ୨୦୨୨)

ଟ୍ରେଡ଼ ୟୁନିଅନ ପକ୍ଷରୁ ଭୁବନେଶ୍ୱରରେ ରାସ୍ତା ଅବରୋଧ କରି ଭାରତ ବନ୍ଦ ପାଳନ କରାଯାଉଛି ।

ଭାରତ ବନ୍ଦ ସମୟରେ ଭୁବନେଶ୍ୱରରେ ଏକ ପେଟ୍ରୋଲ ପମ୍ପ ବନ୍ଦର ଦୃଶ୍ୟ।

ଭାରତ ବନ୍ଦ ଯୋଗୁଁ ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ ଭୁବନେଶ୍ୱରର ଅନେକ ସ୍ଥାନରେ ପେଟ୍ରୋଲ ଖୋଲାରେ ବିକ୍ରି ହେଉଛି।

ଭାରତ ବନ୍ଦ ଯୋଗୁଁ କଟକସ୍ଥିତ ବାଦାମବାଡି ବସ୍ ଷ୍ଟାଣ୍ଡର ଦୃଶ୍ୟ।

ଯାତ୍ରୀମାନେ କଟକ ରେଳ ଷ୍ଟେସନରେ ଅପେକ୍ଷା କରିଛନ୍ତି।

ବିଭିନ୍ନ ଟ୍ରେଡ ୟୁନିଅନର କର୍ମୀମାନେ ମାଷ୍ଟର କ୍ୟାଣ୍ଟିନ ସ୍କୋୟାରରେ ଯାନବାହନ ଅବରୋଧ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୧ ଜୁଲାଇ, ୨୦୨୬)

ଦୋଳମୁଣ୍ଡାଇ ଚନ୍ଦନ ପଡ଼ିଆ ରଥଖଳାରେ ମେହେରା ପ୍ରସ୍ତୁତ କରୁଛନ୍ତି କାରିଗର   ମୁଣ୍ଡଳୀରେ ପ୍ରବାହିତ ହେଉଛି ବନ୍ୟାଜଳ   📲 Follow Dharitri – Odisha’s No.1…

ଓଡ଼ିଶା: ଆଜିର ଫଟୋ (୮ ଜୁଲାଇ, ୨୦୨୬)

କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟର କନଫରେନ୍ସ ହଲ୍‌ରେ ଡିଜିପି ୱାଇ.ବି. ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ସାଇବର ଆର୍ଥିକ ଠକେଇ ମାମଲା ପାଇଁ ‘ଇ-ଜିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri