ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୭ , ୨୦୨୨)

ଓଡିଶା ପୋଲିସ୍ ଆଷୋସେସନ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଗ୍ରାମୀଣ, ସହରାଞ୍ଚଳ ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି

ବିଭିନ୍ନ ସେବା ସଙ୍ଗଠନର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଗ୍ରାମାଞ୍ଚଳ, ସହରାଞ୍ଚଳ ସର୍ଭେରେ ବିଜେଡିର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି

ସିଏମସି ର ବିଜେତା ପ୍ରାର୍ଥୀମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସହରାଞ୍ଚଳ ନିର୍ବାଚନ ଦଳର ଚମତ୍କାର ପ୍ରଦର୍ଶନ ଉପରେ ତାଙ୍କୁ ଅଭିବାଦନ ଜଣାଇଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ମେ ୧୮, ୨୦୨୩ )

କଟକ ସିଡିଏ ପେଟାନାଳ ମଧ୍ୟରେ ଖାଦ୍ୟ ଅନ୍ୱେଷଣରେ ବଗ ପଲ   କଟକ ଜଗତପୁର ରାସ୍ତା ପାର୍ଶ୍ୱରେ ଘୋଡ଼ାଙ୍କୁ ଖାଇବାକୁ ଦିଆଯାଉଛି କଟକ ମାତାମଠ ରିଂରୋଡ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୨, ୨୦୨୦)

ଧଉଳି ସ୍ତୁପ ନିକଟରେ ଜଣେ କୃଷକ ହଳ କରୁଛନ୍ତି ବିଦେଶୀ ପକ୍ଷୀ ମାନେ ବିନ୍ଦୁସାଗର ହ୍ରଦରେ ଖାଦ୍ୟ ପାଇଁ ବସିଛନ୍ତି ଭୁବନେଶ୍ୱରର ୟୁନିଟ୍-୪ ଚର୍ଚ୍ଚ ନିକଟରେ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୮, ୨୦୨୧ )

    ରାଜଧାନୀରେ ପ୍ରବଳ ବର୍ଷା: ଅସ୍ତବ୍ୟସ୍ତ ଜନ ଜୀବନ   ସପ୍ତାହାନ୍ତ ଶଟଡାଉନରେ ଭୁବନେଶ୍ୱର ରାଜମହଲରେ ପୋଲିସ ଚେକିଂ   ଭୁବନେଶ୍ୱର ବାଣୀବିହାର-ରସୁଲଗଡ ରାସ୍ତା...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୭, ୨୦୨୨)

ମହାନଦୀ ରେ ପ୍ରବାହିତ ବନ୍ୟା ଜଳ କଟକ ତୁଳସୀପୁର ଟିଭିଲେନ ରୁ ଦେଉଳ ସାହି ଯିବା ମୁଖ୍ୟରାସ୍ତା ଭୁଶୁଡି ପଡି ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୧, ୨୦୨୨ )

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନଷ୍ଠିତ ହେବାକୁ ଥିବା ଟି୨୦ କ୍ରିକେଟ ମ୍ୟାଚ ଲାଗି ଉଭୟ ଦଳ ବାରବାଟୀ ପଡ଼ିଆରେ ଅଭ୍ୟାସ କରୁଛନ୍ତି  ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୬, ୨୦୨୧)

କୋଭିଡ୍ କଟକଣା ସହିତ ଓଡ଼ିଶାରେ ବସ୍ ସେବା ପୁନଃଆରମ୍ଭ   କରୋନା କଟକଣାକୁ ନମାନି ୟୁନିଟ-୧ ହାଟରେ ଲୋକଙ୍କ ପ୍ରବଳ ଭିଡ   ପ୍ରବଳ ଖରା...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୨, ୨୦୨୧)

କଂଗ୍ରେସର ୬ ଘଣ୍ଟିଆ ହରତାଳ ସମୟରେ ଭୁବନେଶ୍ୱରର ଦୃଶ୍ୟ   ମାଷ୍ଟରକ୍ୟାଣ୍ଟିନ ସ୍କୋୟାରରେ ଥିବା ଆଇ ଲଭ୍ ଭୁବନେଶ୍ୱର ଲୋଗୋ ସହିତ ଯୁବତୀ ଫଟୋ ଉଠାଉଛନ୍ତି...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୨)

ଭୁବନେଶ୍ୱରର ସତ୍ୟନଗର କାଳୀ ମନ୍ଦିରରେ କାଳୀ ପୂଜା ଶ୍ରୀମନ୍ଦିର ସମ୍ମୁଖ ରେ ଶ୍ରଦ୍ଧାଳୁ ମାନେ ପିତୃପୁରୁଷ ଉଦ୍ଦେଶ୍ୟ ରେ କାଉଁରିଆ ଜାଳି ଶ୍ରାଦ୍ଧ ତର୍ପଣ କରୁଛନ୍ତି...

Advertisement
Archives

Model This Week