ଯାତ୍ରା ଷ୍ଟେଜ୍ରେ ସାପ ଖେଳାଇଥିବା କଳାକାରଙ୍କୁ ଗିରଫ କଲା ବନ ବିଭାଗ
ହିଞ୍ଜିଳିକାଟୁ,୪ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ଗତ ମାସରେ ଅନୁଷ୍ଠିତ କାଞ୍ଜିଅଁଳା ଯାତ୍ରା ଷ୍ଟେଜ୍ରେ ବିଷଧର ସାପକୁ ଖେଳାଇବା ଘଟଣାରେ ଜଣେ କଳାକାରଙ୍କୁ ବ୍ରହ୍ମପୁର ବନ ବିଭାଗ ବୁଧବାର ଗିରଫ କରିଛି। ଗିରଫ ଜଣକ ହେଲେ ମିଥୁନ…
ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ଜୀରାନଦୀ ହେବ ଯମୁନା
ବରଗଡ଼,୪ା୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଧ୍ୟଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ଅବଧି ମରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର…
ପ୍ରେମିକାଙ୍କୁ ଭେଟିବାକୁ ଆସି ଘର ଲୋକଙ୍କ ହାତରେ ଧରାପଡିଲେ ପ୍ରେମିକ, ବିଦ୍ୟୁତ ଖୁଣ୍ଟରେ ବାନ୍ଧି…
ରିଷିଡ଼ା,୪ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ଜଣେ ବିବାହିତ ଯୁବକ ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସି ପରିବାର ଲୋକଙ୍କ ହାତରେ ଧରାପଡ଼ିଛନ୍ତି। ଯୁବକ ଜଣକ ହେଲେ କର୍ଲାମୁଣ୍ଡା ବ୍ଲକ ଓଡିଆମୁଣ୍ଡା ଗ୍ରାମର ରାକେଶ ବାଗ(୨୮)। ମିଳିଥିବା ସୂଚନା ମୁତାବକ,…
ବିଦ୍ୟୁତ କମ୍ପାନୀ ଉପରେ ସରକାରଙ୍କ ବଡ଼ ବାକି, ଫେରିବାର ସମ୍ଭାବନା ଶୂନ
ଭୁବନେଶ୍ୱର,୪।୧୨: ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ୍) ଉପରେ ଓଡ଼ିଶା ସରକାରଙ୍କ ୬,୫୮୭ କୋଟି ଟଙ୍କା ବକେୟା ରହିଛି। ବୁଧବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ…
ପରାକ୍ରମ ଦେଖାଇଲା ନୌସେନା, ଉଦ୍ଘାଟନ କଲେ ରାଷ୍ଟ୍ରପତି
ପୁରୀ,୪ା୧୨: ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ବୁଧବାର ନୌସେନା ତା’ର ପରାକ୍ରମ ଦେଖାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଡେମୋର ଉଦ୍ଘାଟନ କରିଛନ୍ତି। ରାଷ୍ଟ୍ରପତି ବ୍ଲୁ ଫ୍ଲାଗ୍ ବିଚ୍ରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପ୍ରଥମ…
ପୁରୀ ଯାଉଥିଲେ ବିଧାୟକ, ବସ୍ରେ ଗୀତ ବୋଲିଲେ ସିଦ୍ଧାନ୍ତ
ପୁରୀ,୪।୧୨: ଆଜି ନୌସେନା ଦିବସ ପାଳନ ଅବସରରେ ପୁରୀରେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ସରିଛି। ଏଥିପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପୁରୀରେ ନୌ ସେନା ଦିବସ ପାଳନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏଥିସହ ଓଡ଼ିଶାର…
ନିଜ ଦଳର ଗୁମର ଖୋଲିଲେ ବଦ୍ରି: ଅନ୍ୟଦଳର ନେତାଙ୍କୁ ଆଣି…
ଭୁବନେଶ୍ୱର,୪।୧୨: କେନ୍ଦୁଝର ଜିଲା ଘସିପୁରା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର ବୁଧବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ବିଧାୟକ ନିଜ ଦଳ ଉପରେ ବର୍ଷିଛନ୍ତି। ନେତା ଧାର ଆଣି ବିଜେଡି ଭୁଲ କରିଛି ବୋଲି ସେ…
ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର
ବାରିପଦା,୪।୧୨: ଆଜି ପୁରୀ ବେଳାଭୂମିରେ ପାଳନ ହେଉଛି ନୌସେନା ଦିବସ। ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏହି ପରିପ୍ରେକ୍ଷୀରେ ନୌସେନାର ଏକ ହେଲିକପ୍ଟରର ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅମର୍ଦ୍ଦା ନିକଟର ବୁଧବାର ଜରୁରୀ ଅବତରଣ କରିଛି। ଅବତରଣ ପରେ…
ଗୁହାଳରୁ ଘୋଷାଡ଼ି ନେଇ ଗୋରୁକୁ ଫାଡ଼ି ଖାଇଲା ବାଘ, ପରେ…
ଗଜପତି,୪।୧୨(ଗିରିଧାରୀ ପରିଛା): ପୁଣି ଗୋରୁକୁ ମାରି ଖାଇଲା ମହାବଳ। ଗୁହାଳରୁ ଘୋଷାଡି ନେଇ ଖାଇଲା ମହାବଳ। କହ୍ନେଇପୁର ନିକଟ ଅନ୍ଧାରିଝୋଳା ଗାଁର ଘଟଣା ବିଳମ୍ବିତ ରାତ୍ରୀରେ ଗୁହାଳରୁ ଘୋଷାଡି ଶହେ ମିଟର ଦୂର କାଜୁ ତୋଟାରେ ମାରି ପ୍ରାୟ ୫୦ ପ୍ରତିଶତ…
ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ
ବାଲିଆପାଳ, ୪।୧୨(ଗୋପାଳ ଚନ୍ଦ୍ର ସାହୁ):ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚଳିତ ମାସ ୧୭ ତାରିଖ ହେବାକୁ ଥିବା ଜନଶୁଣାଣିରେ ବନ୍ଦରକୁ ବିରୋଧ କରି ଭିଟାମାଟିକୁ ସୁରକ୍ଷା ଦେବା ପାଇଁ ଭିଟାମାଟି…
୧୦ ବର୍ଷରେ ଦାଦନରେ ମୃତ୍ୟୁବରଣ କରିଛନ୍ତି ୪୦୩: ଏହି ଜିଲାରୁ ସର୍ବାଧିକ
ଭୁବନେଶ୍ୱର,୪ା୧୨(ଅନିଲ ଦାସ):ଓଡ଼ିଶାରୁ ବାହାର ରାଜ୍ୟକୁ ଗତ ୧୦ବର୍ଷରେ ଦାଦନ ଖଟିବାକୁ ଯାଇଥିବା ଲୋକଙ୍କ ମଧ୍ୟରୁ ୪୦୩ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମଙ୍ଗଳବାର ବିଧାନସଭାରେ ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ…
ନିଖୋଜ ଶିଶୁ ଉଦ୍ଧାର ଅଭିଯାନ, ୩୩୪ ଶିଶୁ ପରିବାର ଲୋକଙ୍କୁ ହସ୍ତାନ୍ତର
କଟକ,୩ା୧୨ (କାର୍ତ୍ତିକ ସାହୁ): ଭୁବନେଶ୍ବରସ୍ଥିତ ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ରାଜ୍ୟରେ ଆଜି ପର୍ଯ୍ୟନ୍ତ ନିଖୋଜ ଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଗତ ନଭେମ୍ବର ୧୮ରୁ ୨୩ ତାରିଖ…
Archives


