ରାଜ୍ୟ

୨ ଯାଆଁଳା ଭାଇ ମାଲକାନଗିରି ଜିଲା ଟପ୍ପର

ମାଲକାନଗିରି/ଏମ୍‌ଭି ୭୯, ୩ା୫(ଦୁର୍ଯ୍ୟୋଧନ ପାତ୍ର/ଭିକି ବାରିକ): ମାଟ୍ରିକ୍‌ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଦୁଇ ଯାଆଁଳା ଭାଇ ସମାନ ନମ୍ବର ରଖି ମାଲକାନଗିରି ଜିଲା ଟପ୍ପର ହୋଇଛନ୍ତି। କାଲିମେଳା ବ୍ଲକ୍‌ ଏମ୍‌.ଭି. ୭୯ସ୍ଥିତ ସାବେରୀ ଉଚ୍ଚ ବିଦ୍ୟାଳୟରେ ମୋହନ ଲେଙ୍କାଙ୍କ ଦୁଇ…

ଆସୁଛି କାଳବୈଶାଖୀ: ୪ ଦିନ ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୩ା୫: ଆସନ୍ତା ୬ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। କାଳବୈଶାଖୀ ଅନେକ ଜିଲାରେ ତାଣ୍ଡବ ରଚିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ୮ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି…

ବିବାଦରେ ଦୀଘା ‘ଜଗନ୍ନାଥ ଧାମ’

ପୁରୀ/ଭୁବନେଶ୍ୱର,୩ା୫(ଅଜିତ୍‌ କୁମାର ମହାନ୍ତି/ସୁନୀତ୍‌ ମିଶ୍ର): ପଶ୍ଚିମବଙ୍ଗର ଦୀଘାରେ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି। ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ଯୋଗଦେବା, ସମ୍ପୃକ୍ତ ସ୍ଥାନକୁ ‘ଜଗନ୍ନାଥ ଧାମ’ ନାମକରଣ କରାଯିବା ଓ ବ୍ରହ୍ମସ୍ଥାପନ…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୨୫ ହଜାର ଟଙ୍କା ଜରିମାନା ଏବଂ ଏହା ଅନାଦାୟ ଅଧିକ…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଗାଁ ଉତ୍ସବ ମୁଖର

ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଗୁରୁବାରଠାରୁ ମହାଯଜ୍ଞ ଶୁଭାରମ୍ଭ ହୋଇଛି। ରବିବାର ମହାଯଜ୍ଞର ପୂର୍ଣ୍ଣାହୁତି କରାଯିବ। ଏହି ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ସମଗ୍ର ଗାଁ ଉତ୍ସବ…

ଭିଜିଲାନ୍ସ ଜାଲରେ ଦଶମନ୍ତପୁର ସିଡିପିଓ

କୋରାପୁଟ,୨।୫(ଅମିତାଭ ବେହେରା): ଭିଜିଲାନ୍ସ ଜାଲରେ ସିଡିପିଓ। ଲାଞ୍ଚ ନେବା ବେଳେ କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଳା ଦାସ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତେବେ ସେ ଜଣେ ଅଙ୍ଗନଓ୍ବାଡ଼ି ସହାୟକାଙ୍କଠାରୁ ବକେୟା ଦରମା କରାଇଦେବା ପାଇଁ ୧୦ହଜାର ଟଙ୍କା…

IPS ସ୍ତରରେ ବଡ଼ ଅଦଳବଦଳ, ସୁଶାନ୍ତ ନାଥଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୨।୫: ରାଜ୍ୟରେ IPS ସ୍ତରରେ ବଡ଼ ଅଦଳବଦଳ। ସୁଶାନ୍ତ କୁମାର ନାଥଙ୍କୁ ମିଳିଲା ବଡ଼ ଦାୟିତ୍ୱ। ନୂଆ ଜେଲ ଡିଜି ହେଲେ ସୁଶାନ୍ତ ନାଥ। କେନ୍ଦ୍ର ଡେପୁଟେଶନରୁ ଫେରିବା ପରେ ମିଳିଲା ନୂଆ ନିଯୁକ୍ତି। ୧୯୯୩ ବ୍ୟାଚର ବରିଷ୍ଠ ଭାରତୀୟ ପୋଲିସ…

ଗଜପତିରେ ପାସ୍‌ ହାର ୯୯.୩୫%: ରାଜ୍ୟରେ ସର୍ବାଧିକ, କେକ୍‌ କାଟି ଉତ୍ସବ ମନାଇଲେ ଜିଲା ଶିକ୍ଷାଧିକାରୀ

ପାରଳାଖେମୁଣ୍ଡି,୨।୫(ଗିରିଧାରୀ ପରିଚ୍ଛା): ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି। ରାଜ୍ୟରେ ପାସ ହାର ପ୍ରାୟ ୯୫ ପ୍ରତିଶତ ଥିବା ବେଳେ ଗଜପତି ଜିଲ୍ଲାରେ ସର୍ବାଧିକ ୯୯.୩୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାକି ଚଳିତ ବର୍ଷ ଓଡିଶାରେ ସର୍ବାଧିକ…

POKରେ ହାଇ ଆଲର୍ଟ: ସ୍କାନରରେ ଓଡ଼ିଶାର ୭ଜିଲା, କିଛି ବି ହୋଇପାରେ…

ଭୁବନେଶ୍ୱର, ୨।୫: ଭାରତ-ପାକ ଯୁଦ୍ଧ ଆଶଙ୍କା ବୁଛି । ଯେକୌଣସି ପରିସ୍ଥିତିରେ କିଛି ବି ହୋଇପାରେ । ଏହାରି ଭିତରେ ଓ ୭ଟି ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିଛି ଗୁଇନ୍ଦା ବିଭାଗ । ଶତ୍ରୁର ନଜର ଏସବୁ ଅଞ୍ଚଳ ଉପରେ ପଡିଥିବା…

ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ,ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର

ପୋଲସରା,୨ା୫(ସୁବ୍ରତ ବେହେରା): ସୁରଟରେ ଗତ ୨୯ ତାରିଖରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମ କୁମ୍ଭାର ସାହିର କାହ୍ନୁ ବେହେରା (୪୨)। ସ୍ତ୍ରୀ, ଦୁଇଟି ଝିଅ ଏବଂ ଗୋଟିଏ…

ମାଟ୍ରିକ୍‌ ପରୀକ୍ଷାରେ ଚମକିଲେ ଝିଅ: ପାଟଣା ବ୍ଲକରେ ଏ-୧ ଗ୍ରେଡ୍‌ ରଖିଲେ ଅନନ୍ୟା-ସାଇସ୍ମିତା

ପାଟଣା,୨।୫(ବୀର କିଶୋର ଦାଶ): ବୋର୍ଡ ଅଫ ସେକେଣ୍ଡାରୀ କଟକ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା ବ୍ଲକର୨ ଜଣ ଛାତ୍ରୀ ଏ -୧ରେ ପାସ ହୋଇଛନ୍ତି। ତୁରୁମୁଙ୍ଗା ଶିଶୁ ମନ୍ଦିର ଛାତ୍ରୀ ସାଇସ୍ମିତା…

ଗଜପତିରେ ପୁଣି ଲଜ୍ଜା: ଦଶମ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ, ଗିରଫ ଭୟରେ ଫେରାର

ଗଜପତି,୨।୫(ଗିରିଧାରୀ ପରିଛା): ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ। ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ବିରୋଧରେ ଥାନାରେ ରୁଜୁ ହୋଇଛି ମାମଲା। ପରିବାରଲୋକଙ୍କ ଅଭିଯୋଗ କ୍ରମେ ଗାରାବନ୍ଧ ଥାନାରେ ମାମଲା ରୁଜୁ କାଯାଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?