ନିଲମ୍ବନ ପରେ ଚାଞ୍ଚଲ୍ୟକର ବୟାନ ଦେଲେ ତାରା, କହିଲେ ମୁଁ ଫାଶୀ ପାଇଁ…
ଭୁବନେଶ୍ୱର,୧୩।୩: ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁକୁ ନେଇ ରାଜନୀତି ତେଜିଛି। ପୋଲାଭରମ ପ୍ରସଙ୍ଗ ଆଲୋଚନା କରିବାକୁ ବିଜେଡି ଦାବି କରୁଥିବାବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲା କଂଗ୍ରେସ। ଯାହାୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା। ଅନ୍ୟପଟେ ଭାଜପା…
ହୋଲି ପାଇଁ ନିର୍ଦ୍ଦେଶନାମା ଜାରି: ହେଡ୍କ୍ୱାଟର ଛାଡି ପାରିବେ ନାହିଁ ଅଫିସର
ଭଦ୍ରକ,୧୩।୩(ସନାତନ ରାଉତ ): ଭଦ୍ରକ ଜିଲାରେ ହୋଲି ପାଇଁ ଗୁରୁବାର ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ହୋଲି ଛୁଟିରେ ଜିଲାସ୍ତରୀୟ ଅଫିସରଙ୍କୁ ହେଡ୍କ୍ୱାଟର ନ ଛାଡ଼ିବାକୁ ଏହି ନିର୍ଦ୍ଦେଶନାମାରେ…
ମାର୍ଚ୍ଚ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ଭୁବନେଶ୍ୱର,୧୩ା୩: ଆଗାମୀ ମାର୍ଚ୍ଚ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବା ହେତୁ ଆସନ୍ତା ସୋମବାର ମାର୍ଚ୍ଚ ୧୭ ତାରିଖ ଦିନ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ…
ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଗତ ଏକ ବର୍ଷରେ ଏତିକି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର
ଭୁବନେଶ୍ୱର,୧୩।୩: ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗତ ଏକ ବର୍ଷ ( ଜାନୁୟାରୀ ୨୦୨୪ ରୁ ଜାନୁୟାରୀ ୨୦୨୫ ) ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ…
ପ୍ରକାଶ ପାଇଲା OJS ରେଜଲ୍ଟ: ସୋମେଶ ରଣବିଜୁଳି ଟପ୍ପର
କଟକ,୧୩।୩: ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା(OJS-୨୦୨୩) ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ହୋଇଛନ୍ତି। ଏନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ୩୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୪ଜଣ ଛାତ୍ରୀ ଥିବା ଜଣାପଡିଛି।…
ଅନ୍ଲାଇନ ଗେମ୍ରୁ ଜୀବନ ହାରିଲେ ଛାତ୍ରୀ
ରାୟଗଡ଼ା,୧୩।୩: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅନ୍ଲାଇନ ଗେମ୍ରେ ଟଙ୍କା ହରାଇ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…
ହୀରାକୁଦ ଡ୍ୟାମରେ ଗାଧୋଇବା ବେଳେ ଭାସିଗଲେ VSSUT ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର
ସମ୍ବଲପୁରର,୧୩।୩: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (VSSUT)ର ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର ଗୁରୁବାର ହୀରାକୁଦ ଡ୍ୟାମର ପାୱାର ଚାନେଲରେ ଗାଧୋଇବା ସମୟରେ ବୁଡ଼ିଯାଇଛନ୍ତି। ମୃତକଙ୍କ ନାମ ପ୍ରିୟାଂଶୁ ପ୍ରକାଶ ବେହେରା (୧୯), ଢେଙ୍କାନାଳର ସଞ୍ଜୟ ବେହେରାଙ୍କ ପୁଅ।…
‘ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଆବାସ ସର୍ଭେ, ଆହୁରି ଅଧିକ ହେବ ପଞ୍ଜୀକରଣ’
ଭୁବନେଶ୍ୱର,୧୩ା୩: ଆବାସ ସର୍ଭେକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଆବାସ ସର୍ଭେ ହେବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ବର୍ତ୍ତମାନ ଏହି ସର୍ଭେରେ ୧୯…
କଂଗ୍ରେସ ସହ ମେଣ୍ଟ କରିବ ବିଜେଡି: ଭାଜପା ବିଧାୟକଙ୍କ ବିସ୍ଫୋରକ ବୟାନ, ରାଜନୀତିରେ ଚହଳ
ଭୁବନେଶ୍ୱର,୧୩।୩: ନବୀନ ପଟ୍ଟନାୟକଙ୍କୁ ଭାଜପା ବିଧାୟକ ସରୋଜ ପାଢ଼ୀ ଟାର୍ଗେଟ୍ କରିଛନ୍ତି। ଭାଜପା ବିଧାୟକ କହିଛନ୍ତି, ବିଜେଡି ସଂଗଠନ ଭୁଶୁଡ଼ିବାରେ ଲାଗିଛି, ତେଣୁ ତାକୁ ବଞ୍ଚାଇବାକୁ ନବୀନ ଉଦ୍ୟମ କରୁଛନ୍ତି। ଦଳକୁ ବଞ୍ଚାଇବାକୁ କାହାର ସାହାରା ଖୋଜୁଛନ୍ତି। କାହା କାନ୍ଧରେ ବନ୍ଧୁକ…
ରାଜା ଚକ୍ରଙ୍କୁ ନେଇ ବଦ୍ରିଙ୍କ ବିସ୍ଫୋରକ ବୟାନ, କହିଲେ ମୁଁ ଆଗରୁ ଏନେଇ ନବୀନ…
ଭୁବନେଶ୍ୱର,୧୩ା୩: ରାଜା ଚକ୍ର ଗୁରୁବାର ଗିରଫ ହେବା ପରେ ବରିଷ୍ଠ ନେତା ବଦ୍ରି ପାତ୍ର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ବଦ୍ରି କହିଛନ୍ତି, ଏନେଇ ମୁଁ ଆଗରୁ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କୁ ଜଣାଇଥିଲି।…
ଓଲଟିଲା ବସ୍: ଚାପି ହୋଇଗଲେ ଜଣେ, ୩୦ ଆହତ
ସୁନ୍ଦରଗଡ଼,୧୩ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲାରୁ ମା’ ସମଲେଶ୍ବରୀ ଘରୋଇ ବସ୍ ସୁନ୍ଦରଗଡ଼କୁ ଆସୁଥିବା ବେଳେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ତେଲେନଡ଼ିହିରେ ସାମ୍ନା ପଟୁଆସୁଥିବା ବାଇକ୍ ଭାରସାମ୍ୟ ହରାଇ ବସ୍ରେ ପିଟି ହେବା ପରେ ବସ୍ଟି ମଧ୍ୟ…
ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ଦ୍ୱାଦଶ ଶ୍ରେଣୀ ପରେ ବି.ଏଡ୍ ପାଇଁ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ, ନୂତନ ITEP କାର୍ଯ୍ୟକ୍ରମ ଆରମ୍ଭ
ଭୁବନେଶ୍ୱର,୧୩ା୩: ଓଡ଼ିଶାରେ ଶିକ୍ଷକ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଉଚ୍ଚଶିକ୍ଷା ବିଭାଗ ବଡ ଘୋଷଣା କରିଛି। ଏଣିକି ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ତୁରନ୍ତ ଶିକ୍ଷା ସ୍ନାତକ (B.Ed) ପାଠ୍ୟକ୍ରମରେ ନାମ ଲେଖାଇପାରିବେ…
Archives


