ରାଜ୍ୟ

ସୀମା ଟପିଲା ନିର୍ଯାତନା, ମୋ’ ଝିଅକୁ ମାରିଦେଲେ ଶାଶୁଘର ଲୋକେ, ଅଭିଯୋଗ ଆଣି ବାପା କହିଲେ ସାଂଘାତିକ କଥା…

କେସିଙ୍ଗା,୧୧ା୯(ତୁମେଶ୍ୱର ସାହୁ): ସୀମା ଟପିଗଲା ଯୌତୁକ ନିର୍ଯାତନା। ୧ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ଆମ ଝିଅକୁ ମାରି ଦେଇଛନ୍ତି ବୋଲି ବାପଘର ଲୋକ ଅଭିଯୋଗ ଆଣି କହିଛନ୍ତି। ଏନେଇ ମୃତ ଝିଅଙ୍କ ବାପା କେସିଙ୍ଗା ଥାନାରେ ଗୁରୁବାର ଲିଖିତ…

ଆଉ ଏକ ଲକ୍ଷ୍ମୀବସ୍‌ ଚଳାଚଳ ପାଇଁ ଦାବି ଜଣାଇଲେ ଦନେକବାଡ଼ି ପଞ୍ଚାୟତବାସୀ, ବିଡିଓ କହିଲେ…

ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅଞ୍ଚଳକୁ ଆଉ ଗୋଟିଏ ଲକ୍ଷ୍ମୀବସ୍‌ ଚଳାଚଳ କରିବାକୁ ଉକ୍ତ ଅଞ୍ଚଳର ଲୋକପ୍ରତିନିଧି, ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିକଟରେ ଦାବି କରିଛନ୍ତି। ଦାରିଙ୍ଗବାଡ଼ିଠାରୁ ଦନେକବାଡ଼ି ଦେଇ ସିର୍କାବର୍ଗ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ବଢିଲା ବିଡିଓଙ୍କ…

ଭୁବନେଶ୍ୱର, ୧୧।୯: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ବଢିଲା ବିଡିଓଙ୍କ କ୍ଷମତା । ବିଡିଓଙ୍କ ଆର୍ଥିକ କ୍ଷମତାକୁ ବଢାଇଲେ ରାଜ୍ୟ ସରକାର । ଏ ନେଇ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ…

ବିଜେଡି ଛାଡ଼ି ବିଷ ଓଗାଳିଲେ ହରିଶଙ୍କର, କହିଲେ ଏବେ ବି ନବୀନଙ୍କର ଯାଇନି ପାଣ୍ଡିଆନ ପ୍ରୀତି, ଚାମଚା ସାଜିଛନ୍ତି ଏସବୁ ନେତା

ଭୁବନେଶ୍ୱର,୧୧ା୯: ଗୁରୁବାର ବିଜେଡି ଛାଡ଼ିଛନ୍ତି ଛାତ୍ରନେତା ହରିଶଙ୍କର ରାଉତ। ଦଳ ଛାଡ଼ିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷ ଓଗାଳିଛନ୍ତି ହରିଶଙ୍କର। ସେ କହିଛନ୍ତି, ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି। ଏବେବି ପାଣ୍ଡିଆନ ବିଜେଡିକୁ କବ୍‌ଜା କରି…

ସାର ପାଇଁ ରାତି ଉଜାଗର ଚାଷୀ, ଲାଇନ୍‌ରେ ରହିଛି ବ୍ୟାଗ୍‌-ଆଧାରକାର୍ଡ

ବଣାଇଁ,୧୧ା୯(ପ୍ରଦୀପ ତ୍ରିପାଠୀ): ସାର ପାଇଁ ଲାଇନ ଲାଗିଛି ଆଧାରକାର୍ଡ ଓ ବ୍ୟାଗ୍‌। ଚାଷୀଟିଏ ସାମାନ୍ୟ ସାର ଟିକେ ପାଇଁ ଦିନଦିନ ଧରି ଅପେକ୍ଷା କରୁଥିବା ବେଳେ ବୁଧବାର ନରେନ୍ଦ୍ର ଲ୍ୟାମ୍ପସକୁ ସାର ଆସିଥିବା ଖବର ଶୁଣି ରାତି ଉଜାଗର ହୋଇ ଲାଇନ୍‌…

ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି, ମୌସୁମୀ ଅଧିବେଶନ ପୂର୍ବରୁ ହେବ…

ଭୁବନେଶ୍ୱର,୧୧ା୯: ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ୧୬ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ୧୮ରେ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିବ ବୋଲି ବାଚସ୍ପତି କହିଛନ୍ତି। ଅନ୍ୟପକ୍ଷରେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର…

ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ୱରରେ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ…

ଭୁବନେଶ୍ୱର,୧୧ା୯: ରାଜଧାନୀ ଭୁବନେଶ୍ବରରେ ୪୦ କୋଟି ବ୍ୟୟରେ ଆଦର୍ଶ ଗୋ’ଶାଳା ନିର୍ମାଣ ହେବ। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି, ରାଜଧାନୀର ବୁଲାଗୋରୁଙ୍କୁ ସେଠାରେ ରଖାଯିବ। ଏଥିନିମନ୍ତେ ଜମି ଚିହ୍ନଟ…

ମୁହଁ ଖୋଲିଲେ ପ୍ରଫୁଲ୍ଲ, ବିଜେଡି ପରିଚାଳନାକୁ ନେଇ ସିଧା ଟାର୍ଗେଟ୍‌ କରି କହିଲେ ଆଗକୁ ଦଳ ଯଦି…

ଭୁବନେଶ୍ୱର,୧୧ା୯: ଦିନକୁ ଦିନ ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ସେମାନଙ୍କ ରୋଷ ଝାଡୁଛନ୍ତି। ପୂର୍ବରୁ ଦେବାଶିଷ, ରଣେନ୍ଦ୍ର, ଅରୁଣ, ଭୂପିନ୍ଦରଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ…

ଶୋଇଥିବାବେଳେ ବୃଦ୍ଧଙ୍କୁ ଶୁଣ୍ଢରେ ଟେକିନେଲା ହାତୀ, ଆଉ ତା’ପରେ କଚାଡ଼ି କଚାଡ଼ି…

ଟେନ୍‌ସା,୧୧ା୯(ସମୀର କୁମାର ପାଢ଼ୀ): ରାତିରେ ଖାଇସାରି ଶୋଇଥିଲେ ପରିବାର ଲୋକେ। କିଏ ଜାଣି ଥିଲା ସେହି ରାତିରେ ଚାଲିଯିବ ଜୀବନ। ଶୋଇଥିବା ଅବସ୍ଥାରେ ଦନ୍ତା ଶୁଣ୍ଡରେ ଟେକି ନେଇ ବୃଦ୍ଧଙ୍କୁ ଦଳି ଚକଟି ମାରିଦେଲା। ଏହିପରି ଏକ ଅଭାବନୀୟ ଘଟଣା ଘଟିଛି…

ବାଣୀବିହାର କ୍ୱାର୍ଟର୍ସରୁ ଉଚ୍ଛେଦ ହେଲା ଜବରଦଖଲ, ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା କରି…

ଭୁବନେଶ୍ୱର,୧୧ା୯: ବାଣୀବିହାର କ୍ବାର୍ଟର୍ସରୁ ଗୁରୁବାର ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା ପରେ କ୍ବାର୍ଟର୍ସ ଖାଲି କରାଯାଉଛି। ଅନଧିକୃତ ଭାବେ ମାଡ଼ି ବସିଥିବା କ୍ବାର୍ଟର୍ସ ଆଜି ଖାଲି କରାଯାଉଛି। ଉଚ୍ଛେଦବେଳେ ପୋଲିସ ଫୋର୍ସ ମୁତୟନ ରହିଛି।

ବିଦା ହେଲେ ଭୁବନ ଏନ୍‌ଏସି ଅଧ୍ୟକ୍ଷ

ଭୁବନ,୧୧ା୯ (ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ପଦ ମର୍ଯ୍ୟାଦାର ଅପବ୍ୟବହାର କରିବା ଅଭିଯୋଗରେ ବୁଧବାର ବହିଷ୍କୃତ ହୋଇଛନ୍ତି। ଢେଙ୍କାନାଳ ଜିଲାପାଳଙ୍କ ନିକଟରେ ଅଧ୍ୟକ୍ଷଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଓଡ଼ିଶା ମ୍ୟୁନିସିପାଲ ଆଇନ…

ଜନଶୁଣାଣିକୁ ସ୍ବାସ୍ଥ୍ୟ ବିଭାଗର ଅଣଦେଖା

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା): ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୬ରେ ‘ଆମ ଶାସନ’ ବ୍ୟବସ୍ଥା ଆପଣାଯାଇଛି। ଆଭିମୁଖ୍ୟ ରହିଛି, ସରକାରଙ୍କ ପ୍ରତ୍ୟେକ ଯୋଜନା ଯେପରି ସମସ୍ତ ହିତାଧିକାରୀଙ୍କ ନିକଟରେ ନିର୍ଦ୍ଦିଷ୍ଟ ସମୟ ଭିତରେ ପହଞ୍ଚତ୍ବ। ଏଥିପାଇଁ ପର୍ଯ୍ୟାୟକ୍ରମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?