ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ପଡ଼ିଛି ରକ୍ତ ଛିଟା, ପୋଲିସର ଛାନଭିନ୍
ଭୁବନେଶ୍ୱର, ୨୦।୫: ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ଯୁବକଙ୍କୁ ମଞ୍ଚେଶ୍ବର ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ସୂଚନା ଅନୁସାରେ,…
ଲାଞ୍ଚ ନେବା ଅଭିଯୋଗ: ପୂର୍ବତନ IIC ସମେତ ୨ ପୋଲିସ ନିଲମ୍ବିତ
କଟକ, ୨୦।୫: ଜଣେ ନିର୍ମାଣକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଡିଜିପି ୱାଇ.ବି. ଖୁରାନିଆ ଆଜି ଦୁଇ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଡିଜିପି ଇନ୍ସପେକ୍ଟର ରଞ୍ଜନ ବିଶ୍ୱାଳ ଏବଂ ସବ୍-ଇନ୍ସପେକ୍ଟର ଅଭିଷେକ ପ୍ରଧାନଙ୍କ ବିରୁଦ୍ଧରେ ଅଭିଯୋଗ ପାଇବା ପରେ ନିଲମ୍ବନ…
IMD କଲା ଆଲର୍ଟ, ମେ ୨୯ରେ ଆସୁଛି…
ନୂଆଦିଲ୍ଲୀ,୨୦।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଶକ୍ତି’ ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ଆଲର୍ଟ ଜାରି କରିଛି। ଏହି ବାତ୍ୟା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଏହା ଯାତ୍ରା ଏବଂ…
ବିଜେପୁରରେ ବିଜେଡିକୁ ବଡ଼ ଝଟ୍କା, ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ
ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ବିଜେପୁର ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ମଙ୍ଗଳବାର ଅନାସ୍ଥା ଭୋଟ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ ନିଜ ପଦ ହରାଇଛନ୍ତି। ଉକ୍ତ ଅନାସ୍ଥା ଭୋଟରେ ୪୮ ଜଣ ମତଦାତା ଥିଲେ। ସେମାନଙ୍କ…
ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ଜାଣନ୍ତୁ କିପରି ଜାଣିବେ
ଭୁବନେଶ୍ୱର,୨୦।୫: ଓଡ଼ିଶା ଯୁକ୍ତ ୨ ପରୀକ୍ଷା ଫଳ ଆସନ୍ତାକାଲି ଅର୍ଥାତ୍ ମେ ୨୧, ୨୦୨୫ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏକାସହ କଳା, ବାଣିଜ୍ୟ, ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି…
କେମିତି କୋଟିପତି ହେଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି, ଫିଟିଲା ବଡ଼ ଗୁମର…
ଭୁବନେଶ୍ୱର,୨୦।୫: ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି । ତେବେ ପ୍ରିୟଙ୍କା…
ଜୁନ୍ ୧ ପର୍ଯ୍ୟନ୍ତ ଯୁକ୍ତ ୩ ଆବେଦନ ସମୟସୀମା ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର,୨୦।୫: ରାଜ୍ୟ ସରକାର ଯୁକ୍ତ ତିନି (+୩) ନାମଲେଖା ପାଇଁ ଆବେଦନ ସମୟସୀମାକୁ ଜୁନ୍ ୧, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଅନୁସାରେ, ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନିଆଯାଇଛି, ଯେହେତୁ ଯୁକ୍ତ…
ଗାଡ଼ିରେ ନେଉଥିଲେ ଅପମିଶ୍ରିତ ମଦ, ପରେ ଯାହା ହେଲୋ….
ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ବଡ଼ପଦା, ସିନ୍ଧବା, ଜୁଆଣପଲ୍ଲୀ ପ୍ରଭୃତି ଗ୍ରାମ ଇଲାକାରେ ଦିଗପହଣ୍ଡି ଅବକାରୀ ଏସ.ଆଇ ଅନୀତା ପ୍ରଧାନ ସଦଳବଳେ ମଙ୍ଗଳବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଜୁଆଣପଲ୍ଲୀରୁ ବଡ଼ପଦା ଗ୍ରାମ ଅଭିମୁଖେ ଦୃତଗତିରେ ଆସୁଥିବା ଜଣେ ବ୍ୟକ୍ତିଙ୍କ…
ପଛୁଆବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବାକୁ ଭାଜପା ବଦ୍ଧପରିକର: ମନମୋହନ ସାମଲ
ଭୁବନେଶ୍ୱର,୨୦।୫: ୨୦୨୪ ନିର୍ବାଚନବେଳେ ସଂକଳ୍ପପତ୍ରରେ ଭାଜପା ପଛୁଆବର୍ଗଙ୍କ ଉନ୍ନତି ସମ୍ପର୍କରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଭାଜପା ରାଜ୍ୟରେ ସରକାର ଗଠନ କରିବାର ମାତ୍ର ୧୧ ମାସ ମଧ୍ୟରେ ପଛୁଆ…
ଓଡିଶାକୁ କରେୋନା ଭୟ: କିଡ୍ନୀ ଭଳି ଗୁରୁତର ରୋଗଥିଲେ…
ଭୁବନେଶ୍ୱର,୨୦।୫: ଭାରତକୁ ପୁଣି ଫେରିଛି କୋଭିଡ ଭୟ। ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଚିନ୍ତା ବଢ଼ିଛି। ଏହିସବୁ ଭିତରେ ରାଜ୍ୟବାସୀ କିପରି ସର୍ତକତା ଅବଲମ୍ବନ କରିବେ, ସେନେଇ ପରାମର୍ଶ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ବହୁବିଧ ରୋଗରେ…
ବଡ଼ଖବର: ବଦଳିଲା କ୍ୟାବିନେଟ ଢ଼ାଞ୍ଚା, ସଚିବଙ୍କ କ୍ଷମତା ସଙ୍କୁଚିତ
ଭୁବନେଶ୍ୱର,୨୦।୫: ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ ଢ଼ାଞ୍ଚା। କ୍ୟାବିନେଟ ବୈଠକରେ ସଚିବଙ୍କ କ୍ଷମତା ସଙ୍କୁଚିତ କରାଯାଇଛି। ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ ସବୁ ବିଭାଗକ…
ସାମ୍ନାକୁ ଆସିଲା ଜ୍ୟୋତି, ପ୍ରିୟଙ୍କାଙ୍କ ପୁରୀ ହୋଟେଲର ଭିଡିଓ: କରୁଥିଲେ…
ପୁରୀ,୨୦।୫:ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍ରେ ରହୁଥିଲେ ପକ୍-ସ୍ପାଏ ଜ୍ୟୋତି ମାଲହୋତ୍ରା। ଏବେ ସାମ୍ନାକୁ ଆସିଲା ଭିଡିଓ। ହୋଟେଲରେ କଣ କରୁଥିଲେ ଜ୍ୟୋତି ତାହା ମଧ୍ୟ ଦେଖିବାକୁ ମିଳିଛି। ଜ୍ୟୋତି ଓ ପ୍ରୟଙ୍କା ଏକ ହୋଟେଲ୍ରେ ରହିଥିଲେ। ହୋଟେଲ୍ରେ ଶୋଇ…
Archives


