ରାଜ୍ୟ

‘ଜଣେ ବି ବ୍ୟକ୍ତି ଭୂମିହୀନ ରହିବା ଉଚିତ ନୁହେଁ’: ଓଡ଼ିଶା ରାଜସ୍ୱ ମନ୍ତ୍ରୀଙ୍କ ଅଧିକାରୀଙ୍କୁ ନିର୍ଦ୍ଦେଶ

ଦାରିଙ୍ଗବାଡି,୪।୬: ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର ସମ୍ପୃକ୍ତ ଅଧିକାରୀମାନଙ୍କୁ ତହସିଲ କାର୍ଯ୍ୟାଳୟଗୁଡ଼ିକୁ ଲୋକଙ୍କ ପାଇଁ ସୁବିଧାଜନକ ସେବା କେନ୍ଦ୍ରରେ ପରିଣତ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀ ସମ୍ମିଳନୀରେ ଭାଷଣ ଦେଇ ମନ୍ତ୍ରୀ ‘ନାଗରିକ ପ୍ରଥମ’ ସେବା,…

ଥାନା ନିକଟରୁ ଚାଷୀଙ୍କ ଡିକି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ସାଢ଼େ ୩ ଲକ୍ଷ

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ନିକଟ ଜଣେ ଚାଷୀଙ୍କ ସ୍କୁଟି ଡିକିରୁ ସାଢ଼େ ୩ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟି ନେଇ ଯାଇଥିବା ପୋଲିସରେ ଅଭିଯୋଗ ହୋଇଛି। ଭେଡେନ ଥାନା ବୁର୍ଦ୍ଦା ଗ୍ରାମର ଜନୈକ ଚାଷୀ ସଚ୍ଚିଦାନନ୍ଦ ପଣ୍ଡା ବରଗଡ଼ ଷ୍ଟେଟ୍‌ବ୍ୟାଙ୍କରୁ…

ଗଞ୍ଜାମର ଗର୍ବ-ଗୌରବ କୃଷ୍ଣସାର ମୃଗ: ଭରି ରହିଛି ଲୋକଙ୍କ ଆଧ୍ୟାତ୍ମିକ ବିଶ୍ୱାସ

ଭଞ୍ଜନଗର,୪ା୬(ବାବୁଲା ପ୍ରଧାନ): ବୈଦିକ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କୃଷ୍ଣସାର ମୃଗ ସମ୍ପର୍କିତ ମାହାତ୍ମ୍ୟ ପ୍ରସଙ୍ଗମାନ ଉଲ୍ଲେଖ ରହିଛି। ବେଦ, ଉପନିଷଦ, ରାମାୟଣ, ମହାଭାରତ ଓ ସଂସ୍କୃତ ତଥା ଭଞ୍ଜ ସାହିତ୍ୟରେ ମଧ୍ୟ ଉକ୍ତ ମୃଗ ସମ୍ପର୍କରେ ବର୍ଣ୍ଣନା ଅଛି।…

ଏକ୍ସପ୍ରେସ୍‌ ଇଞ୍ଜିନରେ ଲାଗିଲା ନିଆଁ

ବସ୍ତା,୪ା୬(ହରିଶଙ୍କର ପାଢ଼ୀ): ବସ୍ତା ଦକ୍ଷିଣ କ୍ୟାବିନ ରେଳ ଫାଟକ ନିକଟରେ ବାଲେଶ୍ୱର ପଟରୁ ହାଓ୍ବଡା ଅଭିମୁଖେ ଆସୁଥିବା ଏକ ଏକ୍ସପ୍ରେସ ଇଞ୍ଜିନ ଉପରେ ନିଆଁ ଲାଗିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ୨୨୮୧୧ ତେଜସ ଏକ୍ସପ୍ରେସ ବୋଲି ଜଣାପଡ଼ିଛି। ତେବେ ଟ୍ରେନ୍‌ ଡ୍ରାଇଭର…

ଦେଢ଼ ମାସ ତଳେ କରିଥିଲେ ପ୍ରେମ ବିବାହ, ଗୋଟିଏ ଗଛରେ ଝୁଲିପଡ଼ିଲେ ନବଦମ୍ପତି

ରାୟଗଡ଼ା,୪ା୬(ଆଶିଷ ରଞ୍ଜନ ପଣ୍ଡା): ଗଛରୁ ଝୁଲନ୍ତା ଅବସ୍ଥାରେ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରାୟଗଡ଼ା ଜିଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା…

ଶୀହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁଲ ଇଞ୍ଜେକସନ ଯୋଗୁ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି: ଜିଲାପାଳ କହିଲେ…

କୋରାପୁଟ,୪।୬(ଅମିତାଭ ବେହେରା): କୋରାପୁଟ ଶୀହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅବହେଳା ଯୋଗୁ ମତ୍ୟୁ ସଂଖ୍ୟା  ୬କୁ ବୃଦ୍ଧି ହୋଇଥିବା  ଅଭିଯୋଗ ଆସିଛି। ସେଥି ମଧ୍ୟରୁ ସର୍ଜରୀ ଆଇସିୟୁରେ ରହି ଚିକିତ୍ସା ହେଉଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା…

ଚାଷୀଙ୍କ ପାଇଁ କ୍ଷତିପୂରଣ ଦାବି କଲା ବିଜେଡି: ଜିଲାପାଳଙ୍କ ଚ୍ୟାମ୍ବରରେ ଧସେଇ ପଶିଲେ, କଥା କଟାକଟି ନେଇ…

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି। ଧାନ ଅମଳ ଓ ସଂଗ୍ରହ ସମୟରେ ବର୍ଷା ହେବା ଯୋଗୁ କ୍ଷେତ, ଖଳାରେ ରହିଥିବା ଧାନ ଉଜୁଡି ଯାଇଛି। ଏଭଳି ସ୍ଥିତିରେ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ…

‘ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି’

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି…

ନିଶାକୁ ଦେଖିବାକୁ କରିଥିଲେ ମୋଟାଅଙ୍କର ଟିକେଟ୍‌, ନ ଆସିବାରୁ ଗୋଟିଏ ପରେ ଗୋଟିଏ…

ଭୁବନେଶ୍ୱର,୪।୬: ଅପେକ୍ଷା ଥିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ। ଦର୍ଶକ କରିଥିଲେ ଅପେକ୍ଷା। ନିଶା ଆସିବେ କହି ଭିଡ ମଧ୍ୟ ହୋଇଥିଲା। ହେଲେ ଆସି ପହଞ୍ଚିଲେନି ନିଶା। ଅପେକ୍ଷା କରି କରି ଶେଷରେ ରାଗିଗଲେ ଦର୍ଶକ। ଆଉ ମଞ୍ଚ ଉପରକୁ ଫୋପାଡ଼ିଥିଲେ…

ବଜ୍ରପାତରେ ପ୍ରାଣ ହରାଇଥିବା ଅମିତ ଗମାଙ୍ଗଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କଲେ ବିଧାୟକ

ପାରଳାଖେମୁଣ୍ଡି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକଠାରେ ଗତ ୩୦ ତାରିଖରେ ବଜ୍ରପାତରେ ପ୍ରାଣ ହରାଇଥିବା ବଙ୍ଗୁରୁ ଗମାଙ୍ଗଙ୍କ ପୁଅ ଅମିତ ଗମାଙ୍ଗଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୪ଟି ଛେଳିର ମଧ୍ୟ ମୃତ୍ୟୁ ହୋଇଥିଲା। ବିଧାୟକ ଇଂ ରୂପେଶ ପାଣିଗ୍ରାହୀ…

ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ

ବ୍ରହ୍ମପୁର,୪ା୬(ସୁବାସ ଚନ୍ଦ୍ର ପାଢ଼ୀ): ବିଭିନ୍ନ କାରଣକୁ ନେଇ ପୋଲିସ ପୋଷାକ ଖାକିରେ ଦାଗ ଲାଗୁଛି। ପୋଲିସ ଜନସାଧାରଣଙ୍କୁ ସେବା ଯୋଗାଇବା ବଦଳରେ ତାଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଛନ୍ତି। ବୁଧବାର ଏମିତି ଏକ ଘଟଣାରେ ଜଣେ ମହିଳା ଥାନାର ମହିଳା ଏଏସଆଇ…

ଧାନ ଗୋଦାମ ଅଫିସରୁ ଆଜ୍‌ବେଷ୍ଟସ୍‌ ଭାଙ୍ଗି ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ପାଟଣା,୪ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସାଧୁପଡ଼ା ଛକ ନିକଟରେ ଥିବା ଅରବିନ୍ଦ ଦାଶଙ୍କ ଧାନ ଗୋଦାମର ଆଜବେଷ୍ଟସ୍‌ ତାଡ଼ି କେହି ଦୁର୍ବୃତ୍ତ ମଙ୍ଗଳବାର ରାତ୍ରି ଟେବୁଲ ଡ୍ର’ରୁ ନଗଦ ୨୦ହଜାର ଟଙ୍କା ଲୁଟି ନେଇଛନ୍ତି। ତେବେ ଅଫିସ ଡ୍ର’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri