ଡ୍ୟୁଟି ସାରି ଘରକୁ ଫେରୁଥିଲେ ମହିଳା ହୋମଗାର୍ଡ଼, ବାଟରେ ଚାପିଦେଲା ଟ୍ରକ୍
କଟକ,୩ା୭(କାର୍ତ୍ତିକ ସାହୁ): କଟକ ଛତ୍ରବଜାରରେ ଜଣେ ମହିଳା ହୋମ୍ଗାର୍ଡଙ୍କୁ ଏକ ଟ୍ରକ୍ ଧକ୍କା ଦେବାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହୋମ୍ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା। ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଜାରି ରହିଛି ଚଢ଼ାଉ
ଟିଟିଲାଗଡ଼,୩ା୭(ଶରତ ମିଶ୍ର): ଓଡିଶା ଭିଜିଲାନ୍ସ ପକ୍ଷରୁ ଗୁରୁବାର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଏବଂ ବଲାଙ୍ଗୀର ଜିଲାର ଟିଟିଲାଗଡ଼ ଆର୍ ଆଣ୍ଡ୍ ବି ସବ୍ଡିଭିଜନର ସହକାରୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ାଉ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ…
ଖରାଛୁଟି ପରେ ଆଦିବାସୀ ପିଲାମାନେ ଯାଉନାହାନ୍ତି ସ୍କୁଲ
ମହାକାଳପଡ଼ା,୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଗରିବ, ଖଟିଖିଆ, କୃଷକ, ମୂଲିଆ, ଆଦିବାସୀ ଓ ଦଳିତ ଶ୍ରେଣୀର ପିଲାମାନେ ପାଠ ପଢିବା ପାଇଁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ସେଥିପାଇଁ ଆଦିବାସୀ ଆବାସିକ ଆଶ୍ରମ ବିଦ୍ୟାଳୟ…
ଧୋଇଗଲା ଡାଇଭର୍ସନ ରାସ୍ତା, ସ୍କୁଲରୁ ଘରକୁ ଫେରି ପାରିଲେନି ଛାତ୍ରୀ, କହିଲେ କେମିତି କଟାଇଲେ ରାତି…
ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଡାଇଭର୍ସନ ରାସ୍ତା ଧୋଇବା ଘଟଣାରେ ଅନେକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଜଣେ ଛାତ୍ରୀ କେତେ ଭୟଭୀତରେ ଅଜଣା ଲୋକଙ୍କ ସହାୟତାରେ ରାତିଟି…
କରେଣ୍ଟ ଗଲେ ସିମନବାଡ଼ିରେ ଅଚଳ ହୋଇପଡୁଛି ମୋବାଇଲ ସେବା
ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବର୍ଷା ହେଲେ କରେଣ୍ଟ ଯାଉଛି। ଫଳରେ ମୋବାଇଲ ସେବା ବନ୍ଦ ହୋଇଯାଉଛି। ଏହି ସମସ୍ୟା ପାଇଁ ଉକ୍ତ ଫିଡରରେ ୮ ପଞ୍ଚାୟତର ପ୍ରାୟ ହଜାର…
୭ ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା, ୨୪ ଘଣ୍ଟାରେ…
ଭୁବନେଶ୍ୱର,୩।୭: ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ୭ଟି ଜିଲାକୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଏହି ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗକୁ ନେଇ ବଡ଼…
ଛୁଟିରେ ଅଫିସର, କାର୍ଯ୍ୟରେ ଅଚଳାବସ୍ଥା
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ପରିସରରେ ମାଡ଼ ଘଟଣା ରାଜ୍ୟର ପ୍ରଶାସନିକ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଟଳ ଥିବା ଓଡ଼ିଶା…
ଦିଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ ଆଖ୍ୟା ନେଇ ବିବାଦ: କୋଲକାତା ହାଇକୋର୍ଟରେ ବିଶ୍ୱ ହିନ୍ଦୁ ପରିଷଦର ପିଟିସନ
କୋଲକାତା,୨ା୭: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ବୁଧବାର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲାରେ ନିକଟରେ ଉଦ୍ଘାଟିତ ଜଗନ୍ନାଥ ମନ୍ଦିରକୁ ‘ଧାମ’ ଆଖ୍ୟା ଦେବାକୁ ଚ୍ୟାଲେଞ୍ଜ କରି କୋଲକାତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଦାୟର କରିଛି। ଜଷ୍ଟିସ ସୌମେନ ସେନ…
ଚିଟଫଣ୍ଡ ଠକେଇ: ୫ ଲକ୍ଷ ଛୋଟ ନିବେଶକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨ା୭: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ରାଜ୍ୟର ବିଭିନ୍ନ ଚିଟ୍ ଫଣ୍ଡ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ଅତିରିକ୍ତ ୫ ଲକ୍ଷ ଛୋଟ ନିବେଶକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ଜଗନ୍ନାଥ ପ୍ରଧାନଙ୍କ ସହ ଆଲୋଚନା ପରେ ବଡ ବୟାନ ଦେଲେ ମନମୋହନ, ସରକାର ନେବେ ନିଷ୍ପତ୍ତି…
ଭୁବନେଶ୍ୱର,୨ା୭: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଜେପି କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କ ମାମଲାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଜଗନ୍ନାଥ ପ୍ରଧାନଙ୍କ…
ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ! ସଭାପତି ଡାକିଥିଲେ, ଆଲୋଚନା କଲି; ଘରକୁ ଯାଉଛି କହି ଜଗନ୍ନାଥ ପ୍ରଧାନ…
ଭୁବନେଶ୍ୱର,୨।୭: ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଫିସରେ ଜଣେ ଓଏଏସ୍ ଅଧିକାରୀ ତଥା ନିଗମର ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବଡ଼ ଖବର ସାମ୍ନାକୁ ଆସିଛି। ବୁଧବାର ଅଭିଯୁକ୍ତ ତଥା ବିଏମ୍ସି କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।…
ଜଗନ୍ନାଥ ପ୍ରଧାନ ଭାଜପାରୁ ଇସ୍ତଫା ଦେବେ କି? ସଭାପତି ମନମୋହନଙ୍କ ସହ ଲମ୍ବା ଆଲୋଚନା
ଭୁବନେଶ୍ୱର,୨ା୭: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବୁଧବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତି ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଧରି…
Archives


