ରାଜ୍ୟ

ମହୁମାଛି ଆକ୍ରମଣରେ ପଦ୍ମଶ୍ରୀ ଦୈତାରି ନାୟକଙ୍କ ଜ୍ବାଇଁ ମୃତ, ମହୁ ସଂଗ୍ରହ କରିବାକୁ ଯାଇଥିବାବେଳେ ହଠାତ୍‌…

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ତଳ ବୈତରଣୀ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ଭୂୟାଁ ଆଦିବାସୀ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିରୋ ସାଆନ୍ତ (୫୫)। ସେ ପଦ୍ମଶ୍ରୀ ଦୈତାରି ନାୟକଙ୍କ ବଡ ଜ୍ବାଇଁ ବୋଲି…

ଯାତ୍ରୀବାହୀ ବସ୍‌ ଓଲଟି ୨୦ ଆହତ, ୫ ଗୁରୁତର

ସିମୁଳିଆ,୭।୧୦(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୫କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟରେ ମଙ୍ଗଳବାର ସକାଳ ସାଢେ ୬ଟାରେ ଡିଭାଇଡରକୁ ଧକ୍କା ଦେଇ ଏକ ଯାତ୍ରୀବାସୀ ବସ୍‌ ଓଲଟି ପଡିଥିଲା। ପୁରୀରୁ ଦୀଘା ଯାଉଥିବାଳ ବେଳେ…

ବାଲେଶ୍ୱର ସହରରେ ୨୧ ତାରିଖ ପର୍ଯ୍ୟନ୍ତ କଟକଣା: ରାତି ୧୦ଟାରୁ ସକାଳ ୬ଟା ଯାଏ…

ବାଲେଶ୍ୱର, ୭।୧୦ (ବାଞ୍ଛାନିଧି ଦେ): ବାଲେଶ୍ୱର ସହର ସମେତ ପୌରାଞ୍ଚଳରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସୋମବାର ଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି । ରାତି ୧୦ ରେ ସମସ୍ତ ଦୋକାନ…

ଯୁବନେତା ଶୁକଦେବ ଭଞ୍ଜଙ୍କୁ ଗୁରୁ ଦାୟିତ୍ୱ: ଦେବଗଡର ସୋସିଆଲ ମିଡିଆ କୋଡିନେଟର ଭାବେ ମନୋନୀତ

ଦେବଗଡ,୭।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ନିର୍ବାଚନମଣ୍ଡଳୀର ସୋସିଆଲ ମିଡିଆ କୋଡିନେଟର ଭାବେ ଯୁବନେତା ଶୁକଦେବ ଭଞ୍ଜ ମନୋନୀତ ହେଇଛନ୍ତି। ତେଣୁ ଶୁକଦେବ ଭଞ୍ଜ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓ ରାଜ୍ୟ ସୋସିଆଲ ମିଡିଆ…

ରାଉରକେଲାରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର

ରାଉରକେଲା,୭।୧୦: ରାଉରକେଲା ରଘୁନାଥପାଲ୍ଲୀ ଅଞ୍ଚଳରୁ ମଙ୍ଗଳବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଟ୍ରେନ ଲାଇନ୍‌ କଡ଼ରେ ଜଣ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାରେ ସମ୍ପୃକ୍ତ ୩ଜଣ ଯୁବକଙ୍କୁ ଅଟକ…

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ,୭ା୧୦(ଅଜିତ କୁମାର ମହାନ୍ତି): ଚଳିତବର୍ଷର କାର୍ତ୍ତିକ ବ୍ରତ ବା ରାଇଦାମୋଦର ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇ ନଭେମ୍ବର ୫ରେ ସରିବ। ବ୍ରତ ପାଳନ ପାଇଁ ହବିଷିଆଳିମାନେ ପୁରୀରେ ଆସି ପହଞ୍ଚିଛନ୍ତି। ସେହିପରି ଅନ୍‌ଲାଇନ ମାଧ୍ୟମରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା…

କଟକରେ କର୍ଫ୍ୟୁ ବଳବତ୍ତର

କଟକ,୭ା୧୦(କାର୍ତ୍ତିକ ସାହୁ): କଟକ ଦୁର୍ଗା ପୂଜା ଭସାଣି ସମୟରେ ସୃଷ୍ଟ ବିବାଦ ରବିବାର ଉଗ୍ରରୂପ ଧାରଣ କରିବା ପରେ ସହରର ୧୩ଟି ଥାନା ଅଞ୍ଚଳରେ ୩୬ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି। ସୋମବାର ସମ୍ପୂର୍ଣ୍ଣ ସହର ପୋଲିସ ଛାଉଣି ଭିତରେ ରହିଥିଲା। କର୍ଫ୍ୟୁ…

ବ୍ରହ୍ମପୁରରେ ଗୁଳିମାଡ଼: ଭାଜପା ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ

ବ୍ରହ୍ମପୁର,୬।୧୦: ବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ଭାଜପା ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଦୁଇ…

ଲାଞ୍ଚ ନେଉଥିବାବେଳେ ସହକାରୀ ଯନ୍ତ୍ରୀଙ୍କୁ ମାଡିବସିଲା ଭିଜିଲାନ୍ସ

କୁନ୍ଦୁରା, ୬।୧୦(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟଠାରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମସିଗାଁ ଗ୍ରାମ ପଞ୍ଚାୟତର ଏମଜିଏନଆରଇଜିଏ କାର୍ଯ୍ୟ…

ଓଡ଼ିଶାରେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ପ୍ରବଳ ଝଡ଼ବର୍ଷା ସମ୍ଭାବନା: ଚେତାବନୀ ଦେଲା ଆଇଏମଡି

ଭୁବନେଶ୍ୱର,୬ା୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ଓଡ଼ିଶାରେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ଝଡ଼ବର୍ଷା, ଘୂର୍ଣ୍ଣିଝଡ଼ ଓ ହାଲୁକାରୁ ମଧ୍ୟମ ବର୍ଷା ଜାରି ରହିବ। ଉତ୍ତର ବିହାରରୁ ଝାଡ଼ଖଣ୍ଡ ଦେଇ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଥିବା ଟ୍ରଫ୍ ଲାଇନ ଏବେ କମ୍‌…

ପୋଲିସ SI ପରୀକ୍ଷା ଜାଲିଆତି: ବାଲେଶ୍ୱରରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ୱର,୬ା୧୦(ବାଞ୍ଛାନିଧି ଦେ): ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତନାଘନା ଜାରି ରହିଛି। ତଦନ୍ତ ଯେତେ ଆଗକୁ ଯାଉଛି, ରହସ୍ୟ ସେତେ ପଦାକୁ ଆସୁଛି। ରାକେଟ୍‌ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ଥିବାବେଳେ ତାଙ୍କର ସବୁ…

ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ, ୧୪ ରେ ଭୋଟ ଗଣତି

ଭୁବନେଶ୍ୱର,୬।୧୦: ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନର ତାରିଖ ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ ଆୟୋଗ (ECI) ଅନୁଯାୟୀ, ୧୧ ନଭେମ୍ବରରେ ମତଦାନ ଓ ୧୪ ନଭେମ୍ବରରେ ଭୋଟ ଗଣତି ହେବ। ଏହା ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ଭାଜପା ସରକାରର ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri