ରାଜ୍ୟ

ବଙ୍ଗୋପସାଗରରେ ଲଘୁଚାପ: ୨୪ରୁ ୨୬ ପ୍ରବଳ ବର୍ଷା

ଭୁବନେଶ୍ୱର,୨୦।୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲା ପାଇଁ ଆଗାମୀ ତିନି ଦିନ ବର୍ଷା ଓ ବଜ୍ରପାତ ସତର୍କତା…

ଆଦିବାସୀ ଜନଜାତି ନୁହେଁ, ଏ ଜାତିର ପ୍ରକୃତ ମାଲିକ: ତଥାଗତ

ଭୁବନେଶ୍ୱର,୨୦ା୧୦(ସୌମ୍ୟରଞ୍ଜନ ରାଉତ): ଅନେକ ସ୍ଥାନରେ ଲୋକମାନେ ଆଦିବାସୀଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସେବାରେ ଆଦିବାସୀମାନଙ୍କୁ ୧ମାସ ସେବା କରିବାକୁ ଯେଉଁ ସୁଯୋଗ ମିଳିଥାଏ, ତାହା ବଡ଼ ଗର୍ବର ବିଷୟ। ବର୍ତ୍ତମାନ ସମୟରେ ଆଦିବାସୀ ସମ୍ପ୍ରଦାୟର ଲୋକେ…

‘ବିଜେଡି ଲଢ଼ିବା ଭଳି ଲାଗୁନି, କେବଳ ଫିଲ୍‌ ଇନ୍‌ ଦ ବ୍ଲାଙ୍କସ୍‌’

ଭୁବନେଶ୍ୱର,୨୦ା୧୦: ନୂଆପଡ଼ା ଉପନିର୍ବାଚନରେ ଭାଜପାର ବୃହତ ବିଜୟ ହେବ କହିଛନ୍ତି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ରାଜନୀତି ଯେଉଁଭଳି ମୋଡ଼ ନେଉଛି ବିଜେଡି ବିଲୁପ୍ତ ହେବ। ବିଜେଡିକୁ ବଞ୍ଚାଇ ରଖିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି। ଆମେ ମଧ୍ୟ…

ଗାଈକୁ ବଳାତ୍କାର କଲେ ଯୁବକ, ମାଲିକ ପହଞ୍ଚି ଯିବାରୁ…

ବାସୁଦେବପୁର,୨୦ା୧୦(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ଗ୍ରାମରେ ଗୋ’ମାତାଙ୍କୁ ବଳାତ୍କାର କରି ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ବାସୁଦେପୁର ପୌରାଞ୍ଚଳ ଅଧୀନ ଶାବରପୁରର ସେକ୍‌ ରାଜନ(୨୦)। ବିଦେଇପୁର ଅଞ୍ଚଳର ଏକ ଓ୍ବେଲ୍‌ଡିଂ ଦୋକାନରେ ସେ…

ଦୀପାବଳି ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ,୨୦ା୧୦(ଅଜିତ୍‌ କୁମାର ମହାନ୍ତି): ଆଲୋକର ପର୍ବ ଦୀପାବଳି ପାଇଁ ପୁରୀ ସହର ଉତ୍ସବମୁଖର ହୋଇଉଠିଛି। ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବାରେ ଲାଗିଛି। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ପୁରୀରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ…

ଖୁସିର ପର୍ବ ଦୀପାବଳି

ଭୁବନେଶ୍ୱର,୨୦।୧୦: ଆଲୋକର ପର୍ବ ଦୀପାବଳି। ଅସତ୍ୟ ଉପରେ ସତ୍ୟର ବିଜୟ ବହନ କରିଥାଏ ଦୀପାବଳି ପର୍ବ। ହିନ୍ଦୁମାନଙ୍କର ଏହି ମହାନ ପର୍ବରେ ପୂର୍ବପୁରୁଷଙ୍କୁ ମନେପକାଇବା ସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡବଡୁଆ ଡାକିଥାଉ। ପିତୃପୁରୁଷଙ୍କ ଆଶୀର୍ବାଦ ଜୀବନର ଅନ୍ଧକାରକୁ ଦୂରୀଭୂତ କରି ଆଲୋକର…

ଆଜି ଅପରାହ୍ନରେ ଚାଲିବନି ‘ଆମ ବସ୍‌’

ଭୁବନେଶ୍ୱର, ୨୦ା୧୦: ଦୀପାବଳି ପାଇଁ ସୋମବାର ଅପରାହ୍ନରେ ‘ଆମ ବସ୍‌’ ଚଳାଚଳ କରିବ ନାହିଁ। କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ସୂଚନାନୁସାରେ, ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆମ ବସ୍‌ ଚାଲିବ। ଏହାପରଠାରୁ କୌଣସି ରୁଟ୍‌ରେ ଆମ ବସ୍‌ ଚାଲିବ ନାହିଁ।…

ଦୀପାବଳିରେ ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ୱର,୨୦।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ ଥିବା ବେଳେ ସୋମବାର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଭରିଛନ୍ତି। ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ଭାଜପା ଓ କଂଗ୍ରେସ। ଭାଜପାରୁ ଜୟ ଢୋଲକିଆ ନାମାଙ୍କନପତ୍ର…

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ

ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକାଳୀ ପୀଠ। ପ୍ରତିବର୍ଷ କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞ ସହ ମା’ଙ୍କର ସପ୍ତମାତୃକା ବେଶ ହୋଇଥାଏ। ଚଳିତବର୍ଷ ସୋମବାରଠାରୁ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ପୂଜା ପାଇବେ। ଏଥିସହ…

ପରିବା କିଆରି ଉପରେ ଅପରାଧୀଙ୍କ ଲୋଲୁପ ଦୃଷ୍ଟି: ପୂର୍ବରୁ ମାରିଥିଲେ ଲଟାମରା ଔଷଧ, ଏବେ…

ବରଗଡ଼,୨୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ କିଛିଦିନ ହେଲା ଚାଷୀଙ୍କ ପରିବା କିଆରି ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି ପଡ଼ିଛି। ପ୍ରଥମେ ବରଗଡ଼ ଜିଲା ଜମୁର୍ଡା ଗ୍ରାମରେ ଚାଷୀଙ୍କ କୋବି ଫସଲରେ ଦୁର୍ବୃତ୍ତମାନେ ଲଟାମରା ଔଷଧ ସିଞ୍ଚନ କରିଥିଲେ। ଫଳରେ ସେହି ଫସଲ…

ଦଲାଲ ସକ୍ରିୟ, ପନିପରିବା ଚାଷୀ ନିରାଶ, ୧୨୦ରୁ ଖସୁନି ଦର

ଦାରିଙ୍ଗବାଡ଼ି,୨୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ମାସ ହେଲା ବର୍ଷା ପନିପରିବା ଚାଷୀଙ୍କୁ ଦାଉ ସାଧିଛି। ଚଳିତ ବର୍ଷ ଅଦିନିଆ ବର୍ଷାରୁ ଆରମ୍ଭ ପରେ ମୌସମୀ ବର୍ଷା ଓ ବାରମ୍ବାର ଏକାଧିକ ଥର ଲଘୁଚାପ ଜନିତ ବର୍ଷା…

୨୩ରେ ଅବପାତ ରୂପ ନେବ ଘୂର୍ଣ୍ଣିବଳୟ: ପ୍ରବଳ ବର୍ଷା ପବନ ସହ ବଜ୍ରପାତ, ଏସବୁ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦ା୧୦: ଆସୁଛି ଲଘୁଚାପ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ୨୩ ତାରିଖରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri