ଫିଦିନିଅଁ। ରାସ୍ତା ଦାବି କଲେ ପରୁଆପଡ଼ାବାସୀ
ଲୋଇସିଂହା,୯।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ପଁଚେତ୍ ଅଧୀନ ପରୁଆପଡ଼ାକେ ଫିଦିନିଅଁ। ରାସ୍ତା ଖଁଡ଼େ ନଁ। ଇଁନ। ବରଷା ଦିନେ ପଡ଼ାବାସୀ ଯିବାର ଆଏବାର ଲାଗି ଭେବାର କରୁଥିବାର ଚାଲତି ରାସ୍ତାଟା କାଦୋ ସରସର ହେଇଯାଉଛେ। ଯେନ୍ଥିରଲାଗି ପଡ଼ାର ଛାତ୍ରୀଛାତ୍ର…
ଅବେବସ୍ତା ଘେରରେ ହାଟପଦାପଡା ସ୍କୁଲ:ବଖ୍ରେ ଘରେ ୯୨ ଛାତ୍ରୀଛତ୍ରକଁର ପାଠ୍ପଢ଼ା
ଲାଠୋର, ୯ା୭ (ଡି.ଏନ୍.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ହାଟପଦାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଲୟ ଅବେବସ୍ତା ଘେରରେ ରହିଛେ। ଇଥିରଲାଗି ଛାତ୍ରୀଛାତ୍ର, ଶିକ୍ଷକ ନାନା ସମସିଆର ସାମନା କରୁଥିବାର ଅଭିଯୋଗ ହେଉଛେ।ସୂଚନା ଅନ୍ସାରେ ୧୯୭୯ ସାଲେ ଥାପିତ ଇ…
ଭାଉଜଙ୍କୁ ଅସଦାଚରଣ, ଆକ୍ରମଣ ମାମଲା:ଜେଲ ଗଲେ ଦିଅର
ଦିଗପହଣ୍ଡି,୮ା୭(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ସୋମବାର ନିମଖଣ୍ଡିପେଣ୍ଠ ଗ୍ରାମର ଅକ୍ଷୟ କୁମାର କର ଓରଫ ବିଟ୍ଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ମେ ୧୭ ରାତି ପ୍ରାୟ ୮ଟାରେ ଅକ୍ଷୟ ତାଙ୍କ ଭାଉଜଙ୍କୁ ଘରେ ପଶି ଅସଦାଚରଣ କରିବା ସହ ମାଡ଼…
ମଙ୍ଗଳବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରାସଲୀଳା
ପୁରୀ ଅଫିସ, ୮ା୭: ନବଦିନାତ୍ମକ ଯାତ୍ରାରେ ଆସି ଚତୁର୍ଦ୍ଧାବିଗ୍ରହ ଆଡପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଗହଳି ଲାଗୁଛି ଶରଧାବାଲିରେ। ତେବେ ମଙ୍ଗଳବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେବ ତିନିଦିଆ ରାସଲୀଳା। ଗୋପୀମାନଙ୍କ ସହିତ ରାସଲୀଳା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏ…
ସବୁଜିମା ଫେରିବା ନେଇ ଆଶଙ୍କା: ଚାରା ନେବାକୁ ଆଗ୍ରହ ଦେଖାଉନାହାନ୍ତି ସହରୀ ଲୋକ
ପୁରୀ ଅଫିସ, ୮ା୭: ପୁରୀ ଜିଲାକୁ ଏକପ୍ରକାର ଗଛ ଶୂନ୍ୟ କରିଦେଇଛି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ଫନୀ। ବାତ୍ୟାରେ ଜିଲାରେ ଲକ୍ଷ ଲକ୍ଷ ଗଛ ଭାଙ୍ଗିଯିବାରୁ ସବୁଜିମା ନଷ୍ଟ ହୋଇଛି। ବନ ବିଭାଗ ପୁଣି ସବୁଜିମା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ…
ଗୀତା ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, ବଳାତ୍କାର ପରେ କରାଯାଇଛି ହତ୍ୟା
ସମ୍ବଲପୁର,୮ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଠେଲକୋଲି ଥାନା ବୁଧିଆପାଲି ଗ୍ରାମସ୍ଥ ଏକ ବୁଦା ନିକଟରୁ ଝାରସୁଗୁଡା ଜିଲା ପ୍ରତ୍ରାପାଲି ଗ୍ରାମର ଗୀତା ମୁଣ୍ଡା(୨୮)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୋମବାର ପୋଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। ଗୀତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୁକ୍ତ…
ସରକାରୀ ଡାକ୍ତରଖାନାକୁ ଦିଆଯିବ ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି: ନିର୍ଦ୍ଧାରିତ ସମୟରେ ନ ଦେଲେ କମ୍ପାନୀ ହେବେ କଳା ତାଲିକାଭୁକ୍ତ
ଭୁବନେଶ୍ୱର,୮।୭(ବ୍ୟୁରୋ): ସରକାରୀ ଡାକ୍ତରଖାନାଗୁଡ଼ିକ ଲାଗି ବିଶ୍ୱସ୍ତରୀୟ ଯନ୍ତ୍ରପାତି କିଣାଯିବ। ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ଏହାକୁ କିଣିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଓଡ଼ିଶା ମେଡିକାଲ କର୍ପୋରେଶନର କାର୍ଯ୍ୟ ସମୀକ୍ଷା…
କଲେଜରେ ୭ ଘଣ୍ଟା କାର୍ଯ୍ୟ କରିବା ନିୟମକୁ ଅଧ୍ୟାପକଙ୍କ ପରୋକ୍ଷ ବିରୋଧ: ପ୍ରଥମେ ଭିତ୍ତିଭୂମି ସଜାଡ଼, ପରେ ନିୟମ କଲେ ଦ୍ୱିଧା ନାହିଁ
ଭୁବନେଶ୍ୱର,୮।୭(ବ୍ୟୁରୋ): ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ନିୟମିତ ଅଧ୍ୟାପକମାନେ କଲେଜରେ ଛଅ ଘଣ୍ଟା ବଦଳରେ ୭ଘଣ୍ଟା ରହିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ଏହାର ପ୍ରତିବାଦ କରିଛନ୍ତି ଅଧ୍ୟାପକ। ଅଧ୍ୟାପକ ସଂଗଠନଗୁଡ଼ିକ ସର୍ତ୍ତ ଓ ସମୟସୀମା କଣ୍ଟ ରଖି…
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ୬ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୮।୭(ବ୍ୟୁରୋ): ସୋମବାର ରାଜ୍ୟର ୬ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ନୟାଗଡ଼…
ଶ୍ରମିକ ନେତାଙ୍କୁ ଘରେ ପଶି ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର, ୮।୭(ବ୍ୟୁରୋ): ଜଣେ ଶ୍ରମିକ ନେତାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ସୋମବାର ଅଭିଯୋଗ ହୋଇଛି। ପାରାଦୀପ ଡକ୍ ଆଣ୍ଡ କନଷ୍ଟ୍ରକ୍ସନ୍ ୟୁନିୟନର ସମ୍ପାଦକ ଜତିକାନ୍ତ ବେହେରାଙ୍କୁ ଆକ୍ରମଣ କରାଯାଇଛି। ଜତିକାନ୍ତଙ୍କ ଭୁବନେଶ୍ୱରସ୍ଥ କଳାରାହାଙ୍ଗ ଘରେ ୭/୮ ଜଣ ଦୁର୍ବୃତ୍ତ…
ପାଟକୁରାରେ ପ୍ରଚାର ଲାଗି ବିଜେଡି ନେତାଙ୍କ ଆନ୍ତରିକ ଇଚ୍ଛା ନାହିଁ: ବିଜୟ
ଭୁବନେଶ୍ୱର,୮।୭(ବ୍ୟୁରୋ): ପାଟକୁରା ନିର୍ବାଚନରେ ରଣନୀତିକୁୁ ନେଇ ନବୀନ ନିବାସରେ ସୋମବାର ହୋଇଥିବା ଆଲୋଚନାକୁ ନେଇ ମନ୍ତବ୍ୟ ରଖିଛନ୍ତି ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର। ସେ କହିଛନ୍ତି, ପାଟକୁରା ନିର୍ବାଚନ ଲାଗି ଯେଉଁ ବିଜେଡି ନେତା ପ୍ରଚାର କରିବାକୁ ଆସୁଛନ୍ତି, ସେମାନଙ୍କ ଆନ୍ତରିକ…
୨୦ରେ ପାଟକୁରା ନିର୍ବାଚନ: ନବୀନ ନିବାସରେ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ପ୍ରଚାର କାର୍ଯ୍ୟ ବିଷୟରେ ପଚାରି ବୁଝିଲେ
ଭୁବନେଶ୍ୱର,୮।୭(ବ୍ୟୁରୋ): ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନବୀନ ନିବାସରେ ବୈଠକ କରିଛନ୍ତି। ଏଥିରେ ସେ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିଛନ୍ତି। ପାଟକୁରା ନେଇ ରଣନୀତି ସହ ତଳସ୍ତରରେ କିଭଳି…
Archives


