ମଲ୍, ହସ୍ପିଟାଲ, ମଲ୍ଟିପ୍ଲେକ୍ସରେ ପାର୍କିଂ ଫି ଆଦାୟ ବନ୍ଦ ନିର୍ଦ୍ଦେଶ
ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍ ଓ ଆପାର୍ଟମେଣ୍ଟ ଆଦିରେ ଥିବା ପାର୍କିଂସ୍ଥଳରୁ ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ବୁଧବାର ଏକ ଜାରି…
ତିନି ଭାଗରୁ ଭାଗେ
ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀର ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହା ପ୍ରତିଷ୍ଠା ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପଞ୍ଚସଖା ଓଡ଼ିଆ…
୫୦ ସିଏଚ୍ସିରେ ମିଳିବ ସ୍ଥାୟୀ ଚକ୍ଷୁ ଚିକିତ୍ସା ସୁବିଧା
ଭୁବନେଶ୍ୱର, ୧୭।୧୦ (ବ୍ୟୁରୋ): ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ ଲାଗି ଚଳିତ ଆର୍ଥିକ ବର୍ଷରେ ନିଆଯିବ ନୂତନ ପଦକ୍ଷେପ। ପୂର୍ବରୁ ୧୦ ଜିଲାରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର କାର୍ଯ୍ୟକାରୀ ହୋଇଥିବାବେଳେ ଏବେ ଆଉ ୧୦ ଜିଲାରେ ଏହାକୁ ପ୍ରଚଳନ କରାଯିବ। ଏହାସହ…
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ନୟାଗଡ଼ ଅଫିସ , ୧୭।୧୦- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ ନୟାଗଡ଼ ସରକାରୀ ବାସଭବନ ସମେତ ନିଜ ଘର ବ୍ରହ୍ମପୁର ସମେତ ୮ ଟି ସ୍ଥାନରେ କଟକ ଭିଜିଲାନ୍ସ…
ବିଜେପୁର ଉପନିର୍ବାଚନ: ରୋଡ୍ ଶୋ’ରେ ବାହାରି ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବରଗଡ଼ ଅଫିସ, ୧୭ା୧୦- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୪ଦିନ ବାକି। ଦୁଇ ଦିନ ପରେ ନିର୍ବାଚନୀ ପ୍ରଚାର ଅବଧି ସରିବ। ତେବେ ଗୁରୁବାର ଦୁଇ ଦିନିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ…
ବଢ଼ୁଛି ହାତୀ ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟରେ ବଢ଼ିଚାଲିଛି ବିଦ୍ୟୁତ୍ ଓ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ସଂଖ୍ୟା। ଯୋଜନା ପରେ ଯୋଜନା ହେଉଛି, କିନ୍ତୁ ହାତୀଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରୁଛି ବନ ବିଭାଗ। ଏନେଇ ବୁଧବାର ପିସିସିଏଫ୍ କାର୍ଯ୍ୟାଳୟରେ ତିନି ବିଭାଗର…
୩୦୦ ନର୍ସିଂହୋମ୍ରେ ମିଳିବନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସେବା
ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବଡ଼ ଝଟକା ଲାଗିଛି। ୩୦୦ ନର୍ସିଂହୋମ୍ ଆଉ ରୋଗୀଙ୍କୁ ଏହି ଯୋଜନାରେ ସ୍ବାସ୍ଥ୍ୟ ସେବା ଯୋଗାଇବେ ନାହିଁ। ଏନେଇ ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିଶମେଣ୍ଟ ଫୋରମ୍ ପକ୍ଷରୁ ବୁଧବାର…
ସରକାରୀ ଅଧିକାରୀଙ୍କୁ ଏଜିଙ୍କ ପରାମର୍ଶ: କୋର୍ଟକୁ ଉପଯୁକ୍ତ ପୋଷାକ ପିନ୍ଧି ଆସ
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାବେଳେ ସରକାରୀ ବାବୁମାନେ ପୋଷାକ ପ୍ରତି ଧ୍ୟାନ ଦେଉନାହାନ୍ତି। ଭଦ୍ରବ୍ୟକ୍ତି ଭାବେ ପୋଷାକ ପିନ୍ଧି ଆସୁ ନ ଥିବାରୁ ହାଇକୋର୍ଟ ବିଚାରପତିମାନେ କ୍ଷୁବ୍ଧ ହେଉଛନ୍ତି। ହାଇକୋର୍ଟଙ୍କ ଅସନ୍ତୋଷକୁ ଦେଖି ଆଡଭୋକେଟ ଜେନେରାଲ (ଏଜି)ଙ୍କ କାର୍ଯ୍ୟାଳୟ…
ଦାଉ ସାଧୁଛି ପ୍ରାକୃତିକ ବିପତ୍ତି: ୫ବର୍ଷରେ ଗଲାଣି ୯ ହଜାର ଜୀବନ
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ରାଜ୍ୟକୁ ବନ୍ୟା, ବାତ୍ୟା, ମରଡ଼ି, ଅଂଶୁଘାତ ଭଳି ପ୍ରାକୃତିକ ବିପତ୍ତି ଘେରି ରହିଛି। ଏଥିଯୋଗୁ କେବଳ ଧନସମ୍ପତ୍ତି ନଷ୍ଟ ହେଉଛି ତାହା ନୁହେଁ, ବହୁମୂଲ୍ୟ ଜୀବନ ମଧ୍ୟ ହରାଇବାକୁ ପଡୁଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଅଂଶୁଘାତ, ସାପ…
ଡ. ସୁରେନ୍ଦ୍ର ମିଶ୍ର ପାଇବେ ଗଙ୍ଗାଧର ବଳ ସ୍ମୃତି ସମ୍ମାନ
ପୁରୀ ଅଫିସ, ୧୭।୧୦: ଆସନ୍ତା ୧୯ ତାରିଖରେ କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ -ସଂସ୍କୃତି ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଗଙ୍ଗାଧର ବଳ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହେବ। ଏହି ଉତ୍ସବରେ ବିଶିଷ୍ଟ ସାରସ୍ବତ ସାଧକ ତଥା…
ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ୨୧ପର୍ଯ୍ୟନ୍ତ ବୃଦ୍ଧି
କଟକ ଅଫିସ, ୧୭।୧୦: ଓଡ଼ିଶା ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠ ମଙ୍ଗଳବାର ନିଜଆଡ଼ୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ୍ଙ୍କ ପକ୍ଷରୁ ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏଶନ ସହ ରାଜ୍ୟର ୬୮ଟି ବାର୍ ଆସୋସିଏଶନକୁ ନୋଟିସ୍ ଜାରି…
ଶ୍ରୀକପିଳେଶ୍ୱର ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗ: ହାଇକୋର୍ଟ ରାୟ ଖୁଣ୍ଟିଆ ସେବାୟତଙ୍କ ସପକ୍ଷରେ
ପୁରୁଣା ଭୁବନେଶ୍ୱର, ୧୭।୧୦(ଡି.ଏନ.ଏ.): ଦୀର୍ଘଦିନ ଧରି ଶ୍ରୀକପିଳେଶ୍ୱର ମନ୍ଦିରରେ ୨ ପ୍ରମୁଖ ସେବାୟତ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ନିମନ୍ତେ ହାଇକୋର୍ଟ ଦେବୋତ୍ତର ଆୟୁକ୍ତଙ୍କୁ ଏହାର ସୁପରିଚାଳନା ଲାଗି ଆଦେଶ ଜାରି କରିଛନ୍ତି। ଏହି ମାମଲାର ରାୟ ଖୁଣ୍ଟିଆ ସେବାୟତଙ୍କ…
Archives


