ଏସ୍ଡିସି କପ୍ ଉଦ୍ଘାଟିତ : ପ୍ରଥମ ଦିନରେ ୪ ମ୍ୟାଚ
ଫୁଲବାଣୀ ଅଫିସ, ୨୫ା୨-ଫୁଲବାଣୀସ୍ଥିତ କରୋନେଶନ ପଡିଆରେ ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍ ଏସ୍ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍-୨୦୨୦ ସୋମବାର ଉଦ୍ଘାଟିତ ହୋଇଛି ା ସରକାରଙ୍କ ଆଇଟି ସେଲ୍ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରଥମ ଦିନ ୪ଟି…
ଖେଲୋ ଇଣ୍ଡିଆ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪ ଖେଳାଳି ଭାଗନେବେ
ବ୍ରହ୍ମପୁର ଅଫିସ,୨୫ା୨- ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା-୨୦୨୦ର ଶୁଭାରମ୍ଭ ହୋଇଛି। ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଭାରୋତ୍ତଳନ ପ୍ରତିଯୋଗୀତାରେ ଭାଗନେବାକୁ ସୋମବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪ ଖେଳାଳି ଭୁବନେଶ୍ୱର ଗସ୍ତ କରିଛନ୍ତି। ସେଥିମଧ୍ୟରେ ୮୭କେଜି ମହିଳା…
ଜିପ୍ରେ ପରୀକ୍ଷାର୍ଥୀଙ୍କୁ ଘରେ ଛାଡ଼ିଲେ ତହସିଲଦାର
ଦିଗପହଣ୍ଡି,୨୫ା୨(ଡି.ଏନ.ଏ.)-ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ସୋମବାର ମଧ୍ୟାହ୍ନରେ ଫାଶିଗୁଡା ଗ୍ରାମ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଫେରୁଥିବା ବେଳେ ଭୀଷ୍ମଗିରି-ନିମଖଣ୍ଡି ପେଣ୍ଠ ମୁଖ୍ୟ ରାସ୍ତାରେ ମାଟ୍ରିକ ପରୀକ୍ଷାର୍ଥୀମାନେ ୨ଟି ଅଟୋରେ ବିପଦସଙ୍କୁଳ ଅବସ୍ଥାରେ ଘରକୁ ଫେରୁଥିବା ଦେଖିଥିଲେ। ରାସ୍ତାରେ…
ଏସ୍ୟୁସିଆଇର ଟ୍ରମ୍ପଙ୍କ କୁଶପୁତ୍ତଳିକା ଦାହ, ବିକ୍ଷୋଭ
ବ୍ରହ୍ମପୁର ଅଫିସ,୨୫ା୨-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ବିରୋଧ କରିଛି ଏସ୍ୟୁସିଆଇ (କମ୍ୟୁନିଷ୍ଟ) ା ସୋମବାର ଏନେଇ ବ୍ରହ୍ମପୁର କମାପଲ୍ଲୀ ଛକରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା ା ଏସୟୁସିଆଇ ପକ୍ଷରୁ ଟ୍ରମ୍ପଙ୍କ କୁଶପୁତ୍ତଳିକା…
ଏମ୍କେସିଜିରେ ପିପିପି ମୋଡ୍କୁ ବିରୋଧ
ବ୍ରହ୍ମପୁର ଅଫିସ,୨୫ା୨-ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ପିପିପି(ପବ୍ଲିିକ ପ୍ରାଇଭେଟ ପାର୍ଟନରଶିପ୍) ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଗତ ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ହୋଇଥିବା ନିଷ୍ପତ୍ତିକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ବିରୋଧ କରିଛି ା ପିପିପି…
ଅପରେଶନ ପରେ ହରାଇଲେ ଦୃଷ୍ଟିଶକ୍ତି
କାମାକ୍ଷାନଗର, ୨୫।୨(ଡି.ଏନ.ଏ.) ବେସରକାରୀ ଚିକିତ୍ସାଳୟର ଖାମଖିଆଲ ମନୋଭାବ ଯୋଗୁ ଜଣେ ବୃଦ୍ଧା ଆଖି ହରାଇଥିବା ଅଭିଯୋଗ ହୋଇଛି। କାମାକ୍ଷାନଗର ଏନ୍ଏସି ଅଧୀନ ବଡ଼ବିଲା ଗଁାର ଧଳା ପାତ୍ର (୮୦) ଏପରି ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ସୋମବାର ଜନ ଅଭିଯୋଗ…
ଅର୍ଦ୍ଧନିର୍ମିତ ପୋଲ ନେଇ ବଢ଼ୁଛି ଅସନ୍ତୋଷ
ଆଠମଲ୍ଲିକ,୨୫ା୨(ଡି.ଏନ.ଏ.) – ସରକାରୀ ଉଦାସୀନତା, ବ୍ଲକ ପ୍ରଶାସନର ଚରମ ଅବହେଳା ତଥା ରାଜନୈତିକ ଗୋଷ୍ଠୀ ବିବାଦ ଯୋଗୁ ଆଠମଲ୍ଲିକ ବ୍ଲକ ଠାକୁରଗଡ ପଞ୍ଚାୟତର ହତାଶିମିଳି ପୋଲ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ୧୦ ଲକ୍ଷ ଟଙ୍କା ବଳକା ଥିବାରୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ…
ଚାଷୀଙ୍କୁ ଗୋଇଠା ମାରିଲେ ପୂର୍ବତନ ସଭାପତି
କାମାକ୍ଷାନଗର, ୨୫।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଏବଂ ତାଙ୍କ ପୁଅ ତଥା ସମିତିର ଡାଟା ଏଣ୍ଟ୍ରି ଅପରେଟର ଅମରେଶଙ୍କ ଦବଙ୍ଗଗିରିକୁ ନେଇ ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି…
୭ ଦଲାଲ୍ଙ୍କୁ ଗିରଫ କଲା ପୋଲିସ
ଅନୁଗୋଳ ଅଫିସ, ୨୫।୨ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲି କରୁଥିବା ଅଭିଯୋଗରେ ୭ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏ ସଂକ୍ରାନ୍ତରେ ନଂ. ୨୨୪/୨୦ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ…
ଜ୍ୱର, ଝାଡ଼ାବାନ୍ତିରେ ୪୯ ଆକ୍ରାନ୍ତ
ବନ୍ତଳା, ୨୫ା୨(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟରେ ସୋମବାର ଜ୍ୱର, ଝାଡାବାନ୍ତି ବ୍ୟାପିଛି। ଝାଡାବାନ୍ତିରେ ୧୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩୭ ଜଣ ଜ୍ୱରରେ ପୀଡିତ ହୋଇଥିବା ଜଣାପଡିଛି। ବିଦ୍ୟାଳୟ ଅଧ୍ୟକ୍ଷ ଏ…
ତୃତୀୟ ଦିନରେ ୭୬ ଅନୁପସ୍ଥିତ
କଣିହାଁ, ୨୫ା୨(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକର ବିଜିଗୋଳ ପଞ୍ଚାୟତ ହାଇସ୍କୁଲରେ ସୋମବାର ତୃତୀୟ ଦିନ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ତୃତୀୟ ଭାଷା ପରୀକ୍ଷାରେ ମୋଟ ୭୬ ଛାତ୍ରୀଛାତ୍ର ଅନୁପସ୍ଥିତ ଥିବା ଜଣାପଡିଛି। ସେହିପରି କପି କରି ୨ ଜଣ…
ତାଲିକାରେ ନାଁ ଅଛି, ମିଳୁନି ଆବାସ
ତେନ୍ତୁଳିଖୁଣ୍ଟି,୨୫।୨(ଡି.ଏନ.ଏ) ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚୟନ ତାଲିକାରେ ନାମ ଅଛି,ତଥାପି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳୁନି। ବାଧ୍ୟ ହୋଇ ଭଙ୍ଗା ଦଦରା ଘରେ ରହୁଛନ୍ତି ହିତାଧିକାରୀ। ଏହିପରି ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଦାଣ୍ଡୁଗୁଡା ଗ୍ରାମର ଡମୁ ଜାନୀଙ୍କ…
Archives


