ରାଜ୍ୟ

୪ ହଜାର ମାସ୍କ ବାଣ୍ଟିଲେ, ଲୋକଙ୍କୁ ସଚେତନ କଲେ

ପୁରୁଣା ଭୁବନେଶ୍ୱର, ୨୧ା୩ (ଡି.ଏନ.ଏ.): କରୋନା ଭୂତାଣୁଠାରୁ ଦୂରେଇ ରହିବାକୁ ଆବଶ୍ୟକ ସଚେତନ ପ୍ରଶାସନିକ ସ୍ତରରେ ଚାଲିଛି। ଆବଶ୍ୟକତାକୁ ପୂରଣ ନେଇ ପ୍ରଶାସନ ସଙ୍ଗେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସହଯୋଗର ହାତ ବଢାଇଛନ୍ତି। ଏହିକ୍ରମରେ ଏକମ୍ର ସଙ୍ଗଠନ ପକ୍ଷରୁ ଶୁକ୍ରବାର ବିଏମ୍‌ସି…

ଯାତ୍ରୀଙ୍କୁ ଆକ୍ରମଣ: ଅଟୋ ଚାଳକ ଗିରଫ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): ଅଟୋ ଚାଳକଙ୍କ ଉନ୍ମତ୍ତକାଣ୍ଡ । ଦ୍ରୁତ ଗତିରେ ବେପରୁଆ ଅଟୋଚାଳନା ଯୋଗୁ ଅନ୍ୟ ଅଟୋରେ ଯାଉଥିବା ଯାତ୍ରୀଙ୍କ ଉପରେ ପଡ଼ିଲା ରାସ୍ତାପାଣି। ଏହାକୁ ବିରୋଧ କରିବାରୁ ଜଣେ ଯାତ୍ରୀଙ୍କୁ ଲୁହାରଡ୍‌ରେ ପିଟି ମରଣାନ୍ତକ ଆକ୍ରମଣ କଲେ। ଘଟଣାଟି…

କରୋନା ସଂକ୍ରମଣକୁ ରୋକିବା ଲାଗି ଜେଏସ୍‌ପିଏଲ୍‌ର ପଦକ୍ଷେପ

ଭୁବନେଶ୍ୱର,୨୧ା୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ (ଜେଏସ୍‌ପିଏଲ୍‌) ପକ୍ଷରୁ ପଦକ୍ଷେପ ହାତକୁ ନିଆଯାଇଛି। ନବୀନ ଜିନ୍ଦଲଙ୍କ ନେତୃତ୍ୱାଧିନ ଏହି କମ୍ପାନୀରେ ଥର୍ମାଲ ସ୍କାନିଂ ଦ୍ୱାରା କର୍ମଚାରୀଙ୍କ ଯାଞ୍ଚ କରାଯାଉଛି। ମାସ୍କ ଉପଲବ୍ଧ କରାଇବା…

କରୋନା ଭୟ: ଧାର୍ମିକ ଅନୁଷ୍ଠାନ ଖାଁ ଖାଁ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା ଭୟରେ ସରକାର ରାଜଧାନୀରେ ଥିବା ଏକାଧିକ ଧାର୍ମିକ ଅନୁଷ୍ଠାନ ଉପରେ ରୋକ ଲଗାଇବାପରେ ଏବେ ସେଠାରେ ବିରଳ ଚିତ୍ର ଦେଖିବାକୁ ମିଳିଛି। ଶୁକ୍ରବାର ରାଜଧାନୀର ରାମନ୍ଦିର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। କେବଳ ପୂଜକ ପ୍ରଭୁଙ୍କ…

ଧଳତଙ୍ଗଗଡ଼କୁ ସଂରକ୍ଷିତ ଜଙ୍ଗଲ ମାନ୍ୟତା ମିଳୁନି

ଜଗତ୍‌ସିଂହପୁର ଅଫିସ,୨୧ା୩: ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ ଅରଣ୍ୟ ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଶାର କମ ଜଙ୍ଗଲ ଥିବା ଜିଲାଗୁଡିକ ମଧ୍ୟରେ ଜଗତ୍‌ସିଂହପୁର ରହିଛି। ଜିଲାର ଆୟତ୍ତନ ୧୯୭୩ ବର୍ଗ କିଲୋମିର ହୋଇଥିବାବେଳେ ଜଙ୍ଗଲ ଜମିର ପରିସୀମା ୧୩୨.୯୨ ବର୍ଗ…

ରାଜମିସ୍ତ୍ରି ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୨୧ା୩: ୨୦୧୭ ଜୁନରେ ଜଗତ୍‌ସିଂହପୁର ଥାନା ଶାଳିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅନ୍ଧୁଟୀରେ ରାଜମିସ୍ତ୍ରି ଶରତ ରାୟ (୬୫)ଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ମାମଲାର ବିଚାର କରି ଜଗତ୍‌ସିଂହପୁର ଅତିରିକ୍ତ ଜିଲା ଓ…

ପାରାଦୀପରେ କାଳବୈଶାଖୀ ତାଣ୍ଡବ: ବୁଡ଼ିଲା ୧୫ ମାଛଧରା ଡଙ୍ଗା, ୪୦ ଆହତ

ପାରାଦୀପ,୨୧ା୩(ସ୍ବ.ପ୍ର.): ପାରାଦୀପ ଆଖପାଖ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ମହାନଦୀର ଚଉମୁହାଣିଠାରୁ ମାଛ ଧରିବାକୁ ଯାଇଥିବା ଏକାଧିକ ହୁଲି ଡଙ୍ଗା ମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ଡଙ୍ଗା ବର୍ଷା ପବନରେ ବୁଡ଼ିଯାଇଥିଲା। ସେଥିରେ ଥିବା…

ବିଦେଶରୁ ଫେରିଲେ ୧୩୦, ବଢ଼ୁଛି କରୋନା ଭୟ

କେନ୍ଦ୍ରାପଡା ଅଫିସ, ୨୧ା୩: ଗତ ୪ ତାରିଖରୁ ଗୁରୁବାର ସୁଦ୍ଧା ମୋଟ ୧୦୦ ଜଣ ବ୍ୟକ୍ତି ବିଦେଶରୁ ଜିଲାକୁ ଫେରିଥିବା ବେଳେ ଶୁକ୍ରବାର ୩୦ ଜଣ କେନ୍ଦ୍ରାପଡା ଆସିଛନ୍ତି। ଏହି ୩୦ ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଜର ନାମ ପଞ୍ଜୀକରଣ…

ବଢ଼ିଛି ମହିଳା ସଙ୍କୀତ୍ତର୍ର୍ର୍ନ ମଣ୍ଡଳୀର ଆଦୃତି

କେନ୍ଦୁଝର,୨୧।୩-ସମାଜରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ସହ କିଛି ରୋଜଗାର କରି ପେଟ ପୋଷିବା ଲାଗି ମହିଳାମାନେ ଆଗଭର ହୋଇ ପାଲା, ସଙ୍କୀତ୍ତର୍ର୍ନ ଭଳି କାର୍ଯ୍ୟକୁ ଆଦରି ନେଉଛନ୍ତି। କଳା ସଂସ୍କୃତିର ପ୍ରଚାର ଲକ୍ଷ୍ୟ ନେଇ ବର୍ଷେ ତଳେ କେନ୍ଦୁଝର ଜିଲା…

ପାଇଖାନା ନିର୍ମାଣ ନଁ।ରେ ଅନିୟମିତତା

ପଦ୍ମପୁର,୨୧।୩(ଡି.ଏନ.ଏ.)-ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏ ନେଇ ବିଡିଓ, ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। କରଞ୍ଜଆଡ଼ିଆ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର କୈଳାସ ନାଥଙ୍କ ଅଭିଯୋଗ ଅନୁଯାୟୀ,…

ଧାନ ମଣ୍ଡି ଅନିୟମିତତା, ୨ ସମ୍ପାଦକଙ୍କ ନାମରେ ଏତଲା

କେନ୍ଦ୍ରାପଡା ଅଫିସ, ୨୧ା୩: କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଧାନ ମଣ୍ଡିରେ ସମବାୟ ସମିତି ସମ୍ପାଦକ ଅନିୟମିତତା ଘଟଣାରେ ୨ ସମ୍ପାଦକଙ୍କ ନାମରେ ଜିଲା ପ୍ରଶାସନ ପକ୍ଷରୁ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ସମ୍ପାଦକ ହେଲେ ପଟ୍ଟାମୁଣ୍ଡାଇ…

ଓଟିରୋଡ ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ : ଭଙ୍ଗା ହେଲା ଲକ୍ଷ୍ମୀନାରାୟଣ ମନ୍ଦିର ନାଟମଣ୍ଡପ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସହରର ମୁଖ୍ୟରାସ୍ତା ଓଟିରୋଡ୍‌ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ତୋରଣ, ଗରୁଡ଼ଖମ୍ଭ ଓ ନାଟମଣ୍ଡପ ଜେସିବି ଦ୍ୱାରା ଭଙ୍ଗା ଯାଇଥିବାବେଳେ କେବଳ ଠାକୁରଙ୍କ ଆସ୍ଥାନ ରହିଛି। ଜିଲାର ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri