CORONAVIRUS UPDATE: ଆଉ ସୁସ୍ଥ ହେଲେ ୭୯; ମୋଟ ଆରୋଗ୍ୟ ସଂଖ୍ୟା ଛୁଇଁଲା ୮୧୨
ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟରେ ଆଉ ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ଭଦ୍ରକ ଜିଲାର ସର୍ବାଧିକ ୨୮ ଅଛନ୍ତି। ସେହିଭଳି ଯାଜପୁରର ୫, ବାଲେଶ୍ୱରର ୧୭, କଟକ ୪, କେନ୍ଦୁଝର ୩, ଖୋର୍ଦ୍ଧାର ୨, ବଲାଙ୍ଗୀରର…
ପଙ୍ଗପାଳ ଦାଉରୁ ରକ୍ଷା ପାଇଁ କୃଷି ପରାମର୍ଶ
ଭୁବନେଶ୍ୱର, ୨୭।୫(ବ୍ୟୁରୋ): ଫସଲ ପାଇଁ ବଡ଼ ଶତ୍ରୁ ହେଉଛନ୍ତି ପଙ୍ଗପାଳ କୀଟ। ବର୍ତ୍ତମାନ ପଙ୍ଗପାଳ ଦଳ ରାଜସ୍ଥାନ ଅତିକ୍ରମ କରି ମଧ୍ୟପ୍ରଦେଶରେ ପହଞ୍ଚି ଗଲେଣି। ଓଡ଼ିଶା ମାଡ଼ି ଆସିବାର ମଧ୍ୟ ସମ୍ଭାବନା ରହିଛି। ଏମାନଙ୍କ ଆକ୍ରମଣରୁ ଫସଲକୁ ସୁରକ୍ଷା ଦେବା ପାଇଁ…
ଗୁରୁବାରଠାରୁ ଚାଲିବ ଘରୋଇ ବସ୍
ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗୁରୁବାରଠାରୁ ସାରା ରାଜ୍ୟରେ ଚାଲିବ ଘରୋଇ ବସ୍। ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ପ୍ରଥମ ଦଫାରେ ଗୁରୁବାରଠାରୁ କିଛି…
କଟକରେ ଖୋଲିଲା ପାର୍କ
କଟକ ଅଫିସ,୨୭।୫: କଟକରେ ଖୋଲିଲା ପାର୍କ। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ଯାଏ ପାର୍କ ଖୋଲା ରହିବ। ତେବେ ପାର୍କରେ ମାସ୍କ ପିନ୍ଧିବା…
ହଜିଯିବ ଓଡ଼ିଶାର ଉତ୍କୃଷ୍ଟ କଳା
ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଲକ୍ଡାଉନ୍ ପାଇଁ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି ରାଜ୍ୟର ଲକ୍ଷାଧିକ କଳାକାର। ସିନେମାରୁ ଆରମ୍ଭକରି ମଞ୍ଚ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ପାଇଁ ହାତବାନ୍ଧି ବସିଛନ୍ତି। ମଞ୍ଚ ନିରବୀ ଯାଇଥିବାବେଳେ ଦର୍ଶକଙ୍କ ପାଇଁ ପ୍ରେକ୍ଷାଳୟର ଦ୍ୱାର ବନ୍ଦ ହୋଇଯାଇଛି। ଦୁଃଖ ଚିନ୍ତାରେ…
କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ
ଛତ୍ରପୁର, ୨୭।୫(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲାର ଜନସାଧାରଣଙ୍କ ପାଇଁ ବୁଧବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି। ଘରେ ରୁହ ସୁରକ୍ଷିତ ରୁହ, ମାସ୍କ ବ୍ୟବହାର, ଜନଗହଳିରୁ ଦୁରେଇ ରହିବା, ବାରମ୍ବାର ସାବୁନରେ ହାତ ଧୋଇବା ଏବଂ ଅନ୍ୟଠାରୁ…
ଗଞ୍ଜାମରେ ହୋମ୍ କ୍ୱାରାଣ୍ଟାଇନ୍ରେ ଅଛନ୍ତି ପ୍ରବାସୀ: ନିୟମିତ ସ୍ବାସ୍ଥ୍ୟାବସ୍ଥା ମନିଟରିଂ କରୁଛି ଟିମ୍
ଛତ୍ରପୁର, ୨୭।୫(ଡି.ଏନ୍.ଏ.)- ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମକୁ ଫେରୁଛନ୍ତି। ଜି଼ିଲାରେ ବହୁ ପ୍ରବାସୀ ହୋମ୍ କ୍ୱାରାଣ୍ଟାଇନରେ ଅଛନ୍ତି। ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ନିରୀକ୍ଷଣ ପାଇଁ ଗଠିତ ଟିମ ସେମାନଙ୍କ ଘରକୁ ଯାଇ ନିୟମିତ ମନିଟରିଂ କରୁଛି। ଏହା ଏକ ଗୁରୁତ୍ୱପୂର୍ଣ…
ଜୁନ୍ ପହିଲାରୁ ଚାଲିବ ବସ୍
ଭୁବନେଶ୍ୱର, ୨୭ା୫(ବ୍ୟୁରୋ): ରାଜ୍ୟ ସରକାର ଘରୋଇ ବସ୍ ଉପରୁ ୩ ମାସର ଟିକସ ଛାଡ କରିଛନ୍ତି। ଏପ୍ରିଲ, ମେ ଏବଂ ଜୁନ୍ ମାସର ଟିକସ ବସ୍ମାଲିକଙ୍କୁ ଦେବାକୁ ପଡ଼ିବ ନାହିଁ। ରାଜ୍ୟରେ ବସ୍ ଚଳାଚଳକୁ ସ୍ବାଭାବିକ କରିବାକୁ ରାଜ୍ୟ ସରକାର ଏହି…
ଶ୍ରେଷ୍ଠ ୧୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୨୭।୫(ବ୍ୟୁରୋ): ଦେଶର ୫୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫେମ୍ ଇଣ୍ଡିଆ ମାଗାଜିନ୍ ଓ ଏସିଆ ପୋଷ୍ଟ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ପଟ୍ଟନାୟକ ୧୦ ନମ୍ବର ସ୍ଥାନରେ ରହିଛନ୍ତି। କେବଳ ଏତିକି ନୁହେଁ,…
ଓଡ଼ିଶାରେ ପ୍ରଥମ ଘଟଣା: ଡାକ୍ତର ଓ ତାଙ୍କ ସ୍ତ୍ରୀ କରୋନା ପଜିଟିଭ୍
କଟକ ଅଫିସ,୨୭।୫: କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର ଓ ତାଙ୍କ ସ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ସିଟି ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି। କେହି ଡାକ୍ତର କରୋନା ଆକ୍ରାନ୍ତ ହେବା ଓଡ଼ିଶାରେ ପ୍ରଥମ।…
ଶୁକ୍ରବାରଠାରୁ ପୁରୀ, ଭୁବନେଶ୍ୱର ବିକାଶ କାର୍ଯ୍ୟ ଆରମ୍ଭ କର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭।୫(ବ୍ୟୁରୋ): ପୁଣି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ କାମ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାରଠାରୁ ଏହି କାମ ଆରମ୍ଭ କରିବାକୁ ବୁଧବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭୁବନେଶ୍ୱରର ବିକାଶ କାମ ମଧ୍ୟ ଆରମ୍ଭ କରିବାକୁ ସେ…
ଜୀବିକା ଛଡ଼ାଇ ନେଇଛି କରୋନା: ସରକାରୀ ସହାୟତା ଦାବି କଲା ବରଗଡ଼ ଫଟୋଗ୍ରାଫର ଆସୋସିଏଶନ
ବରଗଡ଼ ଅଫିସ,୨୭।୫- ଘାତକ କରୋନା (କୋଭିଡ-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଦେଶବ୍ୟାପୀ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ସରକାରଙ୍କ ଏହି କଟକଣା ଯୋଗୁ ଫଟୋଗ୍ରାଫରଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ବିଭିନ୍ନ ବିବାହ, ବ୍ରତ, ଜନ୍ମଦିନ ପାଳନରେ ଫଟୋ ଉଠାଇ ସେମାନେ…
Archives


