ବଳକା ମଧ୍ୟାହ୍ନଭୋଜନରେ ଜୀବେଦୟା
ଓଡ଼ଗଁ।,୩୦ା୬(ସ୍ବ.ପ୍ର.): ସମ୍ପ୍ରତି ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଚଳନ ଥିବା ବେଳେ ପିଲାମାନେ ବଳକା ଖାଦ୍ୟକୁ ନେଇ ଏଣେତେଣେ ଫିଙ୍ଗିବା ନିତିଦିନିଆ ଘଟଣା ହୋଇଛି। ଏହି ବଳକା ମଧ୍ୟାହ୍ନ ଭୋଜନ ଜରିଆରେ ଜୀବେଦୟା କାର୍ଯ୍ୟକ୍ରମ ଗଛସାର୍ଙ୍କ ଏକ ନିଆରା ଉଦ୍ୟମ।...
ଘରେ ପଶି ସଶସ୍ତ୍ର ଡକାୟତି: ୭ ଲକ୍ଷର ସମ୍ପତ୍ତି, ନଗଦ ୨.୮୫ ଲକ୍ଷ ଲୁଟ୍
ରଣପୁର,୩୦ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାର ପାଇକସାହି ମଣିନାଗ ବାଇପାସ୍ ରାସ୍ତାରେ ଥିବା ସତ୍ୟନାରାୟଣ ସାହୁଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୧୨୦ଗ୍ରାମ ସୁନା ଓ ୭୦୦ଗ୍ରାମ ରୁପା ଅଳଙ୍କାର ସହିତ ନଗଦ ୨ଲକ୍ଷ ୮୫...
ଜଗତ୍ସିଂହପୁର ପୌର ପରିଷଦ: ୧୮୭ ଉଠା ଦୋକାନୀଙ୍କୁ ମିଳିଲା ଫନୀ ସହାୟତା
ଜଗତ୍ସିଂହପୁର ଅଫିସ,୩୦ା୧: ଜଗତ୍ସିଂହପୁର ପୌର ପରିଷଦ ଅଞ୍ଚଳର ବିଭିନ୍ନସ୍ଥାନରେ ଉଠାଦୋକାନ କରି ଗୁଜରାଣ ମେଣ୍ଟାଉଥିବା ଦୋକାନୀଙ୍କ ମଧ୍ୟରୁ ୧୮୭ ଜଣଙ୍କୁ ଫନୀ ସହାୟତା ରାଶି ପ୍ରଦାନ କରାଯାଇଛି। ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଉଠା ଦୋକାନୀ ପିଛା ୧୦ ହଜାର ଟଙ୍କା...
୨୦୩୦ ସୁଦ୍ଧା ଏଚ୍ଆଇଭି ମୁକ୍ତ ଓଡ଼ିଶା
ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଜନସାଧାରଣଙ୍କୁ ଏଚ୍ଆଇଭି ତଥା ଏଡ୍ସ ବିଷୟରେ ଅଧିକ ସଚେତନ କରିବାକୁ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ) ଦ୍ୱାରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ୨୦୩୦ ସୁଦ୍ଧା ଏଚ୍ଆଇଭି ସଂକ୍ରମଣର ମୂଳୋତ୍ପାଟନ କରି ନିରନ୍ତର ବିକାଶ ଲକ୍ଷ୍ୟ...
ପାସପୋର୍ଟ ଅବଧି ସରିବା ପୂର୍ବରୁ ଆସିବ ଏସ୍ଏମ୍ଏସ୍
ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ପାର୍ସପୋର୍ଟଧାରୀ ଏଣିକି ନିଜ ପାର୍ସପୋର୍ଟର ନିର୍ଦ୍ଧାରିତ ଅବଧି ସରିବା ପୂର୍ବରୁ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ପାଇପାରିବେ। ପାସପୋର୍ଟ ଅବଧି ସରିବାର ୭ମାସ ଏବଂ ୯ମାସ ପୂର୍ବରୁ ଏହି ଏସ୍ଏମ୍ଏସ୍ ଦିଆଯିବ। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ...
ଅନ୍ଲାଇନ୍ରେ ହୋଲ୍ଡିଂ ଟ୍ୟାକ୍ସ ପାଇଁ ୪ ହେଲ୍ପଡେସ୍କ ଖୋଲିଲା ବିଏମ୍ସି
ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ସହରାଞ୍ଚଳରେ ବାସ କରୁଥିବା ଲୋକେ ସେମାନଙ୍କ ସମ୍ପତ୍ତି (ହୋଲ୍ଡିଂ) ଟିକସ ଦେବାକୁ ଏନ୍ଏସି, ମ୍ୟୁନିସିପାଲିଟି କିମ୍ବା ମହାନଗର ନିଗମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ। ଘରେ ବସି ଅନ୍ଲାଇନ ଜରିଆରେ ଟିକସ ପଇଠ କରିପାରିବେ। ରାଜ୍ୟର ୧୧୪...
ଆଜି ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳ ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ର ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବାପରଠାରୁ ଆତଙ୍କ ଜାରି ରହିଛି। ବାର୍ଡ ଫ୍ଲୁ ଭୂତାଣୁ ଯେପରି ମଣିଷ ଓ ଅନ୍ୟ...
ଓଭରବ୍ରିଜ୍ ତଳୁ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଖାରବେଳ ନଗର ଥାନା ପୋଲିସ ସତ୍ୟନଗର ଅଞ୍ଚଳରେ ଚଢାଉ କରି ଓଭରବ୍ରିଜ୍ ତଳୁ ୫.୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ହାଉସିଂବୋର୍ଡ କଲୋନୀ ଅଞ୍ଚଳର ଜ୍ୟୋତିରଞ୍ଜନ ଦାସ। ସୂଚନା ମୁତାବକ,...
ଆଉ ୨ ମାସ ଜାରି ରହିବ ଏସି ମୋ ବସ୍ର ଭଡ଼ା ରିହାତି
ଭୁବନେଶ୍ୱର, ୩୦ା୧(ବ୍ୟୁରୋ): କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ (ଏସି) ମୋ ବସ୍ର ଭଡ଼ା ରିହାତି ଆସନ୍ତା ୨ ମାସ ପାଇଁ ଜାରି ରହିବ। ଗତ ଡିସେମ୍ବର ମାସରୁ ଯାତ୍ରୀ ଭଡ଼ାରେ ୩୮% ହ୍ରାସ କରାଯାଇଥିଲା।...
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି
ଖୋର୍ଦ୍ଧା ଅଫିସ,୩୦ା୧: ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ୪ ପର୍ଯ୍ୟାୟର ଫଟୋ ଉତ୍ତୋଳନ ଓ ୪ ପର୍ଯ୍ୟାୟର...
ନିଶାବେପାରୀଙ୍କ ଘରୁ ବୋମା, ମାରାଣାସ୍ତ୍ର, ମଦ ଜବତ
ଜଟଣୀ,୩୦ା୧(ଡି.ଏନ.ଏ.): ଜଟଣୀ ଥାନା ବାଲିଛକ ମୁଣ୍ଡିଆସାହିରେ ଜଣେ ନିଶା ମାଫିଆଙ୍କ ଘର ଉପରେ ଜଟଣୀ ପୋଲିସ ମଙ୍ଗଳବାର ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ନିଶାବେପାରୀ ଖସି ଯାଇଥିଲେ। ହେଲେ ଘର ମଧ୍ୟରୁ ଖଣ୍ଡା ଆଦି ବିଭିନ୍ନ ମାରଣାସ୍ତ୍ର, ୧୧ଟି ବୋମା,...
ପଦ୍ମବେଶ ପାଇଁ ପଦ୍ମମାଳ ଦେଉଛନ୍ତି ଚିନ୍ତାମଣି
ପୁରୀ ଅଫିସ, ୩୦ା୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରିବାକୁ କାହାର ବା ଇଚ୍ଛା ନ ଥାଏ। କିନ୍ତୁ ସମସ୍ତଙ୍କୁ ସେ ସୁଯୋଗ ମିଳି ନ ଥାଏ। ହେଲେ ଯେଉଁମାନେ ଏପରି ସୁଯୋଗ ପାଇଥାନ୍ତି ସେମାନେ ନିଜକୁ ଭାଗ୍ୟବାନ ମଣିଥାନ୍ତି। ଏମିତି...
Archives


