ଚାନ୍ଦବାଲି ଆରଆଇଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ
ଭଦ୍ରକ ଅଫିସ/ ଚାନ୍ଦବାଲି,୨୮।୭(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସଦର ଆରଆଇ ସୁବ୍ରତ ମଳିକଙ୍କୁ ମଙ୍ଗଳବାର ଭଦ୍ରକ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆରଆଇ ସୁବ୍ରତ ପଣସପଡା ଗ୍ରାମର କିଶୋର କୁମାର ପଣ୍ଡାଙ୍କ ଠାରୁ ଲିଗାଲ ହେୟାର ସାର୍ଟିଫିକେଟ କରିଦେବା ନିମନ୍ତେ…
ଗଞ୍ଜାମରେ ଆଇଏଏସ୍, ଓଏଏସ୍ ଅଧିକାରୀଙ୍କୁ କାଉନ୍ସିଲିଂ କଲେ ଦିଲ୍ଲୀର ମନସ୍ତତ୍ତ୍ୱ ପ୍ରଫେସର
ଛତ୍ରପୁର, ୨୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଅଣାୟତ ଆଡ଼କୁ ଗଲାଣି। କରୋନା ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ସେନେଇ ଜ଼ିଲାର ଆଇଏଏସ୍, ଓଏଏସ୍ ତଥା ବରିଷ୍ଠ ଅଧିକାରୀମାନେ ରାତି ଦିନ କାର୍ଯ୍ୟ କରୁଛନ୍ତି। ସେମାନେ କରୋନା ମୁକାବିଲା କାର୍ଯ୍ୟ କରୁଥିବାବେଳେ…
କେନ୍ଦୁଝରରେ କୋଭିଡ୍ ନିୟମ ଉଲ୍ଲଂଘନ: ନର୍ସ ଚାକିରି ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭିଡ଼
କେନ୍ଦୁଝର, ୨୮।୭ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ମେଡିକାଲ ଭିତରକୁ ପ୍ରବେଶ କରୁଥିବା ଲୋକଙ୍କ ତାପମାତ୍ରା ରେକର୍ଡ କରିବା ସହ ଆବଶ୍ୟକତା ନ ଥିଲେ ସମସ୍ତଙ୍କୁ…
୫ ବର୍ଷର ଶିଶୁଙ୍କୁ ଛାଡିଲାନି କରୋନା: ରାଜ୍ୟରେ ନେଲା ଆଉ ୭ ମୁଣ୍ଡ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଏକ ୫ ବର୍ଷର ଶିଶୁ ସମେତ ୭ ଜଣଙ୍କ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
CORONAVIRUS UPDATE: ପୁଣି ୧,୨୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ,୪୬୨ ସ୍ଥାନୀୟ ଅଞ୍ଚଳର
ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ପୁଣି ୧,୨୧୫ ନୂଆ କରୋନା ପଜିଟିଭ୍ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା
ଭୁବନେଶ୍ୱର,୨୮।୭ (ବ୍ୟୁରୋ): ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ପରେ ଏକ ପିଜୁଳି ଗଛରେ ଟାଙ୍ଗି ଦିଆଯାଇଛି। ଖଣ୍ଡଗିରି ଥାନା ଡୁମୁଡୁମା ଫେଜ୍-୨ ଜଗନ୍ନାଥ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀ…
ଲୋକଙ୍କ ହୃଦୟର କୁଇନ୍
ଭୁବନେଶ୍ୱର,୨୮।୭(ବ୍ୟୁରୋ): ନବେ ଦଶକର ଶେଷ ଭାଗରେ ଓଡ଼ିଆ ଆଲବମ୍ର ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଦୀପା ସାହୁ। ଯେତେବେଳେ ଆଲ୍ବମ୍ରେ ଅଭିନୟ କରିବାକୁ ଅନ୍ୟମାନେ ପଛଘୁଞ୍ଚା ଦେଉଥିଲେ, ସେତେବେଳେ ଦୀପା ନିଜକୁ ଜଣେ ବୋଲ୍ଡ ଅଭିନେତ୍ରୀଭାବେ ସାବ୍ୟସ୍ତ କରିଥିଲେ। ଗୋଟିଏ ପରେ…
ଓଡ଼ିଶାରେ ନକଲି ଡାକ୍ତରୀ ସାର୍ଟିଫିକେଟ ର଼୍ୟାକେଟ
ଭୁବନେଶ୍ୱର,୨୮।୭ (ବ୍ୟୁରୋ): ଓଡ଼ିଶା କାଉନ୍ସିଲ୍ ଫର୍ ମେଡିକାଲ ରେଜିଷ୍ଟ୍ରଶନ (ଓସିଏମ୍ଆର୍) ନାଁରେ ଜାଲ୍ ଓ୍ବେବ୍ସାଇଟ୍ ଖୋଲି ଦିଆଯାଉଛି ନକଲି ଡାକ୍ତରୀ ସାର୍ଟିଫିକେଟ। ଉକ୍ତ ସାର୍ଟିଫିକେଟରେ ଏକାଧିକ ଡାକ୍ତର ବାହାର ରାଜ୍ୟକୁ ଯାଇ ଚାକିରି କରିଥିବାବେଳେ ଅନେକେ ଏହି ର଼୍ୟାକେଟରେ ଫସି ଠକେଇର…
ଟିଟୋ ଗ୍ୟାଙ୍ଗ୍ର ୪ ଗିରଫ
କଟକ ଅଫିସ,୨୮।୭: ଟିଟୋ ଗ୍ୟାଙ୍ଗ୍ ସହ ସମ୍ପୃକ୍ତ ଥିବା ୪ ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଛି। ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ଏମାନଙ୍କୁ ଗାନ୍ଧିଛକ ନିକଟସ୍ଥ ପଡ଼ିଆରୁ ଉଠାଇ ଆଣିଥିଲା।…
ଟଏଲେଟ୍ ପେପର ପାଇଁ ଦୈନିକ ୨୭ ହଜାର ଗଛ ବଳି: ସାମୁଦ୍ରିକ ପ୍ରାଣୀଙ୍କ ସୁରକ୍ଷାକୁ ଅଣଦେଖା
ପ୍ରତିବର୍ଷ ଜୁଲାଇ ୨୮ରେ ପାଳନ କରାଯାଉଛି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ। ପ୍ରାକୃତିକ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରିବା ସହ ଏହାର ସୁରକ୍ଷା ଲାଗି ଏହି ଦିବସରେ ଲୋକମାନଙ୍କୁ ସଚେତନ କରାଯାଇଥାଏ। ସୁସ୍ଥ ପରିବେଶର ଆବଶ୍ୟକତା ଉପରେ ଏହି ଦିବସ ଗୁରୁତ୍ୱ…
ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯାଇଛି। ତେବେ ବିହାର ଏବଂ ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂଭରଞ୍ଜ, ଅନୁଗୋଳ, ଢେଙ୍କାନାଳ, କଟକ, ବାଲେଶ୍ୱର, ଗଜପତି, ଗଞ୍ଜାମ,…
ସାଧାରଣ ମଣିଷର ସାଥୀ ଥିଲେ ବିଜୟ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ଦିବଂଗତ ବିଜୟ ମହାନ୍ତି ପରିବାରଜନଙ୍କ ପାଖରେ ଯେତିକି ପ୍ରିୟ ଥିଲେ, ତା’ଠାରୁ ଅଧିକ ସାରା ଓଡ଼ିଶାବାସୀଙ୍କ ଆପଣାର ଥିଲେ। ସିନେମା ମାଧ୍ୟମରେ ସାଧାରଣ ମଣିଷର ନିତିଦିନର ଦୁଃଖ ଓ ସୁଖର ସାଥୀ ପାଲଟିଥିଲେ। ତାଙ୍କ ମୃତ୍ୟୁରେ ପ୍ରତିଟି ଓଡ଼ିଆଙ୍କ ଛାତିରେ…
Archives


