କଟକଣା ଭିତରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲୁ: ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଜୟନ୍ତ
ପୁରୀ ଅଫିସ,୧୯ା୧୦: କରୋନା କଟକଣାକୁ ପାଳନ କରି ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମତ ରଖିଛନ୍ତି। ଏ ନେଇ ସେ ରବିବାର ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଜୟନ୍ତ ତାଙ୍କ ପୋଷ୍ଟରେ ଉଲ୍ଳେଖ…
ପୁଣି ବୁଡ଼ାଇବ: ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବର୍ଷାଦିନ ଚାଲିଯିବା ପରେ ଗୋଟିଏ ପରେ ଗୋଟିଏ ଲଘୁଚାପ ରାଜ୍ୟକୁ ଭିଜେଇ ଚାଲିଛି। ସୋମବାର ସନ୍ଧ୍ୟା ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ହେବ।…
ସୌରଶକ୍ତି ପ୍ରକଳ୍ପକୁ ଅଣଦେଖା: ପୂରଣ ହେଉନି ଆର୍ପିଓ ଲକ୍ଷ୍ୟ
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ୍ ଚାହିଦା ଦିନକୁ ଦିନ ବଢୁଛି। ହେଲେ ସେହି ହାରରେ ଉତ୍ପାଦନ ବୃଦ୍ଧି ପାଉନାହିଁ। ତାପଜ ଭଳି ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଉପରେ ଚାପ ବଢ଼ିଚାଲିଛି। ପ୍ରଦୂଷଣ ମୁକ୍ତ ଅଣପାରମ୍ପରିକ ବିଦ୍ୟୁତ୍ ଉତ୍ପାଦନ ପାଇଁ ସମଗ୍ର ବିଶ୍ୱରେ ଗୁରୁତ୍ୱ…
୧୭୪ ସ୍କୁଲରେ ଝୁଲିବ ତାଲା
ଅନୁଗୋଳ ଅଫିସ, ୧୯ା୧୦: ଅନୁଗୋଳ ଜିଲାର ଆଉ ୧୭୪ ବିଦ୍ୟାଳୟରେ ତାଲା ଝୁଲାଇବେ ସରକାର। ବନ୍ଦ ହେବାକୁ ଥିବା ଏହି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକୁ ଚିହ୍ନଟ କରାଯାଇସାରିଛି। ବିଶେଷକରି ୨୦ରୁ କମ୍ ଛାତ୍ରୀଛାତ୍ର ଥିବା ଶିକ୍ଷାନୁଷ୍ଠାନରେ ତାଲା ପକାଇ ଏହାକୁ…
ଶୁଦ୍ଧିକ୍ରିୟା ପାଇଁ ନଦୀକୁ ଗାଧୋଇବାକୁ ଯାଇଥିଲେ: ବଜ୍ରପାତରେ ଚାଲିଗଲା ଦାଦା, ପୁତୁରାଙ୍କ ଜୀବନ
ବିରିଡ଼ି,୧୮ା୧୦(ଡି.ଏନ.ଏ.): ଶୁଦ୍ଧିକ୍ରିୟା ପାଇଁ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ବଜ୍ରପାତ ଘଟି ସମ୍ପର୍କୀୟ ଦାଦା, ପୁତୁରାଙ୍କ ମୃତ୍ୟୁ ଘଟିଛି। ଜଗତ୍ସିଂହପୁର ଜିଲା ବିରିଡ଼ି ବ୍ଲକ ଅନ୍ତର୍ଗତ ୨୨ ମୌଜା ବାରଡ଼ିଆ ଗ୍ରାମରେ ରବିବାର ଅପରାହ୍ନରେ ଏହି ଘଟଣା ଘଟିଛି। ମୃତକ ହେଲେ ଦାଦା…
ରାଜ୍ୟରେ ସୁସ୍ଥ ହେଲେ ଆଉ ୨୬୧୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୮।୧୦(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୨୬୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୩୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୦୪, ସୁନ୍ଦରଗଡରୁ ୧୭୧, ଅନୁଗୋଳରୁ ୧୪୮, ଯାଜପୁରରୁ ୧୧୯, ବାଲେଶ୍ୱରରୁ ୧୧୩, ସମ୍ବଲପୁରରୁ ୧୦୯, ମୟୂରଭଞ୍ଜରୁ ୯୯, ବଲାଙ୍ଗୀରରୁ…
ଘରେ ଶୋଇଥିବା ବେଳେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ଜଟଣୀ,୧୮ା୧୦(ଡି.ଏନ.ଏ): ଜଟଣୀ ଥାନା ଅଧୀନ ତରାବୋଇ ଗ୍ରାମ ନୂଆସାହିର ବଙ୍କିନା ତାଡ଼ ଦୁଇ ପିଲାଙ୍କୁ ଧରି ଶୋଇଥିବା ବେଳେ ରବିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ବାହାରୁ କବାଟ ଦେଇ ନିଆଁ ଲଗାଇଥିଲେ। ଏଥିରେ କବାଟର କିଛି ଅଁଶ ପୋଡ଼ିଯାଇଛି। ନିଆଁ…
ଭୁବନେଶ୍ୱରରୁ ଆଜି ଆଉ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୮।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୧ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୧୮୨ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ…
ପ୍ରବଳ ବର୍ଷିବ: ୧୬ ଜିଲାକୁ ୟେଲୋ ୱାର୍ନିଂ
ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ୧୬ଟି ଜିଲାରେ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେରଖି ଯାଜପୁର, କେନ୍ଦ୍ରାପଡ଼ା ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ମୟୂରଭଞ୍ଜ, ଙ୍କୋନାଳ, ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ମାଲକାନଗିରି,…
କଂଗ୍ରେସର ଜିଲା ସଭାପତି ତାଲିକା ପ୍ରକାଶ: ଖୋର୍ଦ୍ଧାରୁ ସୁର, ଗଞ୍ଜାମରୁ ରମେଶ
ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜ୍ୟ କଂଗ୍ରେସର ୩୩ ସାଙ୍ଗଠନିକ ଜିଲା ସଭାପତି ନିଯୁକ୍ତି ବିଜ୍ଞପ୍ତି ରବିବାର ପ୍ରକାଶ ପାଇଛି। ଅନୁଗୋଳ ପାଇଁ ବିପ୍ଳବ ଜେନା, ବଲାଙ୍ଗୀର ଦିଲ୍ଲୀପ କୁମାର ବେହେରା, ବରଗଡ଼, ନିହାର ମହାନନ୍ଦ, ବାଲେଶ୍ୱର ସଞ୍ଜୀବ ଗିରି, ଭଦ୍ରକ ସୁବ୍ରତ ଦାସ, ଭୁବନେଶ୍ୱର…
NEET ଟପ୍ପର ସୋଏବ୍ଙ୍କ ସହ ଫୋନ୍ରେ କଥା ହେଲେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍ଇଇଟି(NEET) ଟପ୍ପର ସୋଏବ ଅଫତାବଙ୍କ ସହ ଫୋନରେ ରବିବାର କଥା ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସୋଏବଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ…
କଟକଣା ମାନିଲେ, ଅରୁଣ ସ୍ତମ୍ଭ ପାଖକୁ ଗଲେନି
ପୁରୀ ଅଫିସ୍,୧୮ା୧୦: କରୋନା କଟକଣା ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। କିନ୍ତୁ ଅନେକ ସମୟରେ ବିଭିନ୍ନ ଦଳର ନେତା, ମନ୍ତ୍ରୀ ମହାପ୍ରଭୁଙ୍କ ଆଶିଷ ଭିକ୍ଷା ପାଇଁ ଆସି ଅରୁଣ ସ୍ତମ୍ଭ ପାଖକୁ ଯାଇଛନ୍ତି। ଅରୁଣ ସ୍ତମ୍ଭ ନିକଟରୁ…
Archives


