ରାଜ୍ୟ

ଆରୋଗ୍ୟ ହେଲେ ଆଉ ୭୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୭୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଓ କଟକ ଜିଲାରୁ ସର୍ବାଧିକ ୬୫ ଜଣ ସୁସ୍ଥ ହୋଇଥିବାବେଳେ କେନ୍ଦୁଝରରୁ ୫୮, ମୟୂରଭଞ୍ଜରୁ ୪୮, ଅନୁଗୋଳରୁ ୪୬, ଜଗତସିଂହପୁରରୁ ୪୨, କଳାହାଣ୍ଡି-ନୂଆପଡା-ସମ୍ବଲପୁର-ସୁନ୍ଦରଗଡରୁ ୩୫, ବାଲେଶ୍ୱରରୁ ୩୩, କେନ୍ଦ୍ରାପଡାରୁ…

ମୋରଡ଼ା-ବାଘଡ଼ା ରାସ୍ତାରୁ ମିଳିଲା ହାତୀ ଦାନ୍ତ

ଚିତ୍ରଡ଼ା,୨୯ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ମୋରଡ଼ା-ବାଘଡ଼ା ରାସ୍ତାରୁ ରବିବାର ବନବିଭାଗ ଦୁଇଟି ଭଙ୍ଗା ହାତୀ ଦାନ୍ତ ଉଦ୍ଧାର କରିଛି। ଶୁକ୍ରବାର ରାତିରେ ୪୩ ଝାଡ଼ଖଣ୍ଡୀ ହାତୀ ବେତନଟୀ ରେଞ୍ଜ ଓ ଡାଙ୍ଗରବିଲା ଦେଇ ଚିତ୍ରଡ଼ା, ଅସ୍ତିଆ, ଘୋଳମୁହାଁ ହୋଇ…

ଭୁବନେଶ୍ୱରରୁ ଆଜି ୩୨ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୨

ଭୁବନେଶ୍ୱର,୨୯।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୨ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ଆଜି ରାଜ୍ୟରେ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪ ଜଣଙ୍କ ଜୀବନଗଲା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ତେବେ ଆଜି ୨୧ ଜିଲାରୁ ୫୧୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି।…

ସରକାର ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉଛନ୍ତି: ନରସିଂହ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୨୨୫୨.୮୪ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରୁ ୨୨୪୧.୩୪ କୋଟି ଟଙ୍କା କାର୍ଯ୍ୟକ୍ରମ ବାବଦରେ ଖର୍ଚ୍ଚ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ପ୍ରଶାସନିକ ଖର୍ଚ୍ଚ ବାବଦରେ…

୪୦୦ ବର୍ଷ ପରେ ଡିସେମ୍ବର ୨୧ ସନ୍ଧ୍ୟାରେ ବୃହସ୍ପତି ଓ ଶନିର ମହାମିଳନ

ଭୁବନେଶ୍ୱର, ୨୯ା୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ୨୧ ସନ୍ଧ୍ୟା ଆକାଶରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଖୁବ୍‌ ନିକଟରେ ଦେଖାଯିବେ। ପ୍ରାୟ ୪୦୦ବର୍ଷ ପରେ ଏହି ମହାମିଳନ ହେବ। ତେଣୁ ଏହାଏକ ଅତ୍ୟନ୍ତ ବିରଳ ଘଟଣା ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ…

ଫଳ, ପରିବାରେ ସବ୍ୟସାଚୀ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ ସମୟରେ ଶତାଧିକ ଓଡ଼ିଶାବାସୀଙ୍କୁ ବିପଦରୁ ଉଦ୍ଧାର କରିଥିବା ଅଭିନେତା ସବ୍ୟସାଚୀ ମିଶ୍ର କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ମଧ୍ୟ ‘ରିୟଲ୍‌ ହିରୋ’ର ଆଖ୍ୟା ପାଇଛନ୍ତି। ଝାଡ଼ଖଣ୍ଡର ଏକ ହୋଟେଲରେ ଦେଶବ୍ୟାପୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା…

ନ୍ୟାୟ ନ ପାଇ ବିଧାନସଭା ମୁହାଁ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଗାଁଠୁ ସହର ସବୁଠି ସତେଯେମିତି ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ଅପହଞ୍ଚ ହୋଇଯାଉଛି। ଥାନାରୁ ଲୋକେ ଠିକ୍‌ ଭାବେ ନ୍ୟାୟ ପାଉନାହାନ୍ତି। ପୋଲିସର ତଦନ୍ତ ଠିକ୍‌ ସମୟରେ ଶେଷ ହେଉ ନାହିଁ। ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ କେହି…

ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତା ସିଲ୍‌

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତାକୁ ରବିବାର ସିଲ୍‌ କରାଯାଇଛି। ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ଲଗାତାର ଆତ୍ମାହୃତି ଉଦ୍ୟମ ହେଉଥିବା ଯୋଗୁ ଉକ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଛି। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ରାସ୍ତାକୁ ସିଲ କରାଯାଇଛି।…

ଥମୁନି ‘ପରୀ’ ତାତି: ବିଧାନସଭାରେ ଭାଜପା ସଦସ୍ୟଙ୍କ ହୋ-ହଲ୍ଲା, ଗୃହ ମୁଲତବୀ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ବିଧାନସଭାରେ ଥମୁନି ପରୀ ତାତି। ରବିବାର ମଧ୍ୟ ଗୃହରେ ଭାଜପା ସଦସ୍ୟଙ୍କ ହୋ-ହଲ୍ଲା ଦେଖିବାକୁ ମିଳିଛି। ଏପରିକି ବାଚସ୍ପତିଙ୍କ ପୋଡିୟମ ଉପରକୁ ସଦସ୍ୟମାନେ ଚଢ଼ିବାକୁ ଉଦ୍ୟମ କରିଛନ୍ତି। ସେମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଘଟଣାର ସିବିଆଇ ତଦନ୍ତ…

ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ରୋକିବାକୁ ପୁଣି ଗାଇଡ୍‌ଲାଇନ

ଯାଜପୁର ଅଫିସ,୨୯ା୧୧: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣର ନିବାରଣ ଏବଂ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରାୟ ଅଢ଼େଇ ବର୍ଷ ତଳେ ପ୍ରିଭେନଶନ ଅଫ୍‌ ଥେଫ୍ଟ ଅଫ୍‌ ମାଇନର ମିନେରାଲ୍ସ ଆଣ୍ଡ ଆଭିକ୍‌ଶନ ଆକ୍ଟିଭିଟିଜ୍‌ (ପିଟିଏମ୍‌ଏମ୍‌ଇଏ) ବା ‘ଲଘୁଖଣିଜ ଦ୍ରବ୍ୟର…

ଯକ୍ଷ୍ମା ନିରାକରଣ: ଓଡ଼ିଶା ଜାତୀୟସ୍ତରରେ ଦ୍ୱିତୀୟ

ଭୁବନେଶ୍ୱର, ୨୯ା୧୧(ବ୍ୟୁରୋ): ଯକ୍ଷ୍ମା ନିରାକରଣରେ ଓଡ଼ିଶା ଜାତୀୟସ୍ତରରେ ଦ୍ୱିତୀୟ ସ୍ଥାନରେ ରହିଛି। ଏନେଇ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨୦୧୮ରେ ଓଡ଼ିଶା ଏ କ୍ଷେତ୍ରରେ ୨୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri