ମଧ୍ୟାହ୍ନଭୋଜନ ଚାଉଳ ନେଇ ଯାଉଥିବା ଟ୍ରକ୍ ଓଲଟି ୨ ଶ୍ରମିକଙ୍କ ଜୀବନ ଗଲା
କୋଡ଼ିଙ୍ଗା/ନବରଙ୍ଗପୁର,୨୧ା୨: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍ କୋଡ଼ିଙ୍ଗା-ଦୁରାଗାଁ ରାସ୍ତା ଡଙ୍ଗାପଖନା ନିକଟରେ ରବିବାର ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନବରଙ୍ଗପୁର ବ୍ଲକ ଟିର୍ଲିଆମ୍ବଗୁଡ଼ା ଗ୍ରାମର ନବ ହରିଜନ(୪୦) ଏବଂ ସରାଦୁ ଭତରା(୩୫)।…
ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଦେଇ ଧରାପଡ଼ିଲେ ସାଧୁ
ଫୁଲବାଣୀ ଅଫିସ/ତୁମୁଡିବନ୍ଧ,୨୧।୨: କନ୍ଧମାଳ ଜିଲା ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରିଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ସାଧୁଙ୍କୁ ପୋଲିସ ରବିବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ସାଧୁ ଜଣକ ହେଲେ ମହାଦେବ ମହାରାଜ। ପୋଲିସ ତାଙ୍କୁ ରାୟଗଡ଼ା…
ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଥିଲା ଦେହବେପାର : ଆପତ୍ତିଜନକ ଅବସ୍ଥାରେ ଗଲେ ଥାନାକୁ
ଭଦ୍ରକ ଅଫିସ,୨୧।୨: ଭଦ୍ରକ ସହରରେ ଖୋଲାଖୋଲି ଚାଲିଥିଲା ଦେହବେପାର। ପୋଲିସ ମୁଖ୍ୟାଳୟର ଅନତି ଦୂର ସହରାଞ୍ଚଳ ଥାନା ଡଗମୁଣ୍ଡସ୍ଥିତ ଏକ ଭଡାଘରେ ଚାଲୁଥିବା ସେକ୍ସ ରାକେଟ ଠାବ ହୋଇଛି। ଘଟଣାରେ ସମ୍ପୃକ୍ତ ୪ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେଥ ଦୁଇ…
ରାଜ୍ୟରେ ୫୮ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ
ଭୁବନେଶ୍ୱର,୨୧।୨(ବ୍ୟୁରୋ): ରାଜ୍ୟରେ ରବିବାର ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୪ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା…
ରାଜଧାନୀରେ କଡ଼ାକଡ଼ି ହେବ କରୋନା କଟକଣା
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଆଉ କିଛିଦିନ ପରେ କରୋନା ମହାମାରୀକୁ ବର୍ଷେ ପୂରିବାକୁ ଯାଉଛି। ଦୀର୍ଘଦିନର ଲକ୍ଡାଉନ୍ ଓ ଶଟ୍ଡାଉନ ଯନ୍ତ୍ରଣା ପରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ କୋଭିଡ୍ ଟିକା ଆଶ୍ୱସ୍ତି ଦେଇଛି। ଲୋକେ ସ୍ବାଭାବିକ ଜୀବନ ଆରମ୍ଭ କରୁଥିବାବେଳେ ଏହି ମହାମାରୀ…
ଜମି ଲାଗି ହଜାରେ ବର୍ଷର ସମ୍ପର୍କ ଖରାପ କରନି
ଭୁବନେଶ୍ୱର,୨୧।୨(ବ୍ୟୁରୋ): କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନଁା ଧରୁ ନ ଥିବାବେଳେ ଏହାକୁ ନେଇ ବର୍ତ୍ତମାନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଶନିବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି। ପ୍ରଦୀପ୍ତ ଚିଠିରେ ଦର୍ଶାଇଛନ୍ତି…
ଜଲେଶପଟ୍ଟା ଆଶ୍ରମ ସ୍ବାମିଜୀଙ୍କୁ ହତ୍ୟା ଧମକ
ଫୁଲବାଣୀ ଅଫିସ/ତୁମୁଡ଼ିବନ୍ଧ,୨୧।୨(ଡି.ଏନ୍.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ମୁଖ୍ୟ ସ୍ବାମିଜୀଙ୍କୁ ଏକ ଅଜଣା ଫୋନ ନମ୍ବରରୁ ଶନିବାର ହତ୍ୟା ଧମକ ମିଳିଛି। ସ୍ବାମୀ ଜୀବନ ମୁକ୍ତାନନ୍ଦଙ୍କ ମୋବାଇଲ ନଂ.୯୪୩୯୨୨୩୮୪୧କୁ କେହି ଅଜଣା ଦୁର୍ବୃତ୍ତ ଅପରାହ୍ନ ୪ଟାରେ ୯୧୭୮୨୪୬୬୬୩…
ଚାଲୁନି ପାସେଞ୍ଜର ଟ୍ରେନ୍, ବାଧୁଛି ବସ୍ ଭଡ଼ା
ପୁରୀ ଅଫିସ,୨୧।୨: କୋଭିଡ୍-୧୯ ସ୍ଥିତିରେ ସୁଧାର ଆସିବା ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ପାସେଞ୍ଜର ରେଳସେବା ଆରମ୍ଭ ହେଲାଣି। ହେଲେ ଓଡ଼ିଶା ଦେଇ ଚାଲୁଥିବା ପୂର୍ବତଟ ରେଳପଥ ଅନ୍ତର୍ଗତ ରେଳସେବାରେ ପାସେଞ୍ଜର ସେବା ଏଯାବତ୍ ଆରମ୍ଭ ହୋଇପାରିନି। ଅଳ୍ପ କେତେକ ଏକ୍ସପ୍ରେସ୍…
କମିଲା ମୁଣ୍ଡ ପିଛା ଆୟ
ଭୁବନେଶ୍ୱର,୨୧।୨(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟର ମୁଣ୍ଡ ପିଛା ଆୟ ହ୍ରାସ ପାଇଛି। ୨୦୧୯ -୨୦ରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୪ ହଜାର ୫୬୬ ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୧ ଲକ୍ଷ ୨ ହଜାର ୧୫୬ ଟଙ୍କାକୁ…
୫ବର୍ଷ ହେଲା ଚାଲିଛି ମେଗା ଜଳସେଚନ ପ୍ରକଳ୍ପ
ବାରିପଦା ଅଫିସ,୨୧।୨- ଖରିଫ ଚାଷ ପାଇଁ ସରକାରଙ୍କ ପକ୍ଷରୁ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ୫ବର୍ଷ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଠିକା କମ୍ପାନୀର ମନମୁଖି କାର୍ଯ୍ୟ ଯୋଗୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନି। ସରକାରଙ୍କ ୫୧୭କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ…
ହଜିଲା ବ୍ୟାଗ ପାଇଲେ ଯାତ୍ରୀ, ଆର୍ପିଏଫ୍ କର୍ମଚାରୀ ଦେଖାଇଲେ ବଦାନ୍ୟତା
ବବରଗଡ଼ ଅଫିସ୍,୨୧।୨: ଭୁବନେଶ୍ୱରରୁ ବରଗଡ଼ ଆସୁଥିବା ବେଳେ ଶନିବାର ଆୟୁଷ୍ମାନ ପ୍ରଧାନ ନାମକ ଜଣେ ରେଳଯାତ୍ରୀ ପୁରୀ-ଦୁର୍ଗ ଏକ୍ସପ୍ରେସରେ ଏକ ବ୍ୟାଗ ଛାଡ଼ି ଦେଇଥିଲେ। ତେବେ ଆର୍ପିଏଫ କର୍ମଚାରୀଙ୍କ ତତ୍ପରତା ଯୋଗୁ ରେଳଯାତ୍ରୀ ତାଙ୍କ ହଜିଲା ବ୍ୟାଗକୁ ଫେରି ପାଇଛନ୍ତି ।…
ପୁଅକୁ ଝୁଲାଇ ମା’ଙ୍କ ଆତ୍ମହତ୍ୟା
ରାୟଗଡ଼ା ଅଫିସ,୨୧ା୨: ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଧୀନ ଜେକେପୁର ଏସ୍ପିଟି କଲୋନିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ଏବଂ ତାଙ୍କର ୪ ବର୍ଷର ପୁଅର ଝୁଲନ୍ତା ମୃତଦେହ ଘରୁ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ସୂଚନା ଅନୁଯାୟୀ,…
Archives


