ରାଜ୍ୟ

‘୫ ବର୍ଷରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି କରିଛି’

ଭୁବନେଶ୍ୱର,୬।୩(ବ୍ୟୁରୋ): ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଗତ ୫ବର୍ଷ ଭିତରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ଆମ ଯୁବଗୋଷ୍ଠୀଙ୍କ ଆକାଂକ୍ଷା ପୂରଣ କରିବା ଓ ସେମାନଙ୍କୁ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ଦେବା ହେଉଛି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଲୋକ ହେଉଛନ୍ତି ମାଲିକ

ଭୁବନେଶ୍ୱର, ୬ା୩(ବ୍ୟୁରୋ): ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ। ଲୋକଙ୍କୁ ସଶକ୍ତ କରିବା ଏବଂ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ସେବା ଓ ସମ୍ମାନ ହେଉଛି ସରକାରଙ୍କର ମୂଳମନ୍ତ୍ର। ଏହି ଲକ୍ଷ୍ୟ ନେଇ…

ନୀରବତା ସନ୍ଦେହ ସୃଷ୍ଟି କରୁଛି

ତାଳଚେର,୬ା୩ (ନି.ପ୍ର.) ମାର୍ଚ୍ଚ ୩୧ ତାରିଖ ପରେ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ଚଳାଇବାକୁ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ଅନୁମତି ନାହିଁ। ଏ ଦିଗରେ ଏନ୍‌ଟିପିସି କର୍ତ୍ତୃପକ୍ଷ ଏଯାଏ ନୀରବ ରହିଥିବାରୁ ଏହି ପ୍ଲାଣ୍ଟ ବନ୍ଦ ହୋଇଯିବା ନେଇ…

ଶେଷ ହେଉନି ‘ପକ୍କା ଘର’ ସଂଘର୍ଷ

ବଇଣ୍ଡା,୬ା୩ – କାହାର ମାଟି କାନ୍ଥ ଭାଙ୍ଗିଯାଇଛି ତ ଆଉ କାହାର ଭଗ୍ନ ଚାଳ ଛପର କେଇଖଣ୍ଡ ବାଉଁଶ ଢିରାରେ ତିଷ୍ଠି ରହିଛି। ଏପରି ବିପଦସଙ୍କୁଳ ଅବସ୍ଥାରେ ପରିବାର ଧରି ରହୁଥିବା ଅନେକ ଅସହାୟ, ଗରିବ ଲୋକ ସରକାରଙ୍କ ପକ୍କା ଘର…

କୋଟିଏରେ ଗୋଟିଏ ‘କୋଟଗରା’

କାମାକ୍ଷାନଗର, ୬।୩ – ରଙ୍ଗବେରଙ୍ଗ ଫୁଲଗଛରେ ଶୋଭା ବଢ଼ାଉଛି ଗ୍ରାମୀଣ ପାର୍କ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଅବସର ବିନୋଦନ ପାଇଁ ରହିଛି ଭଳିକି ଭଳି ଦୋଳି। ଖାଲି ଏତିକି ନୁହେଁ, ଗ୍ରାମ୍ୟ ପୋଖରୀରେ ବୋଟିଂ ସହିତ ମୁକ୍ତାକାଶ ଜିମ୍‌…

ଦଶାହ କାର୍ଯ୍ୟକୁ ଆସି ଭାସିଗଲେ ନଦୀରେ

ଚିତ୍ରକୋଣ୍ଡା,୬ା୩: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ସିଲେରୁ ନଦୀରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଶୈଳ ଠାକୁର। ଶୁକ୍ରବାର କଳାହାଣ୍ଡି ସାହିର ଜଣେ ପଡ଼ୋଶୀଙ୍କ ଦଶାହ କାର୍ଯ୍ୟରେ ଯୋଗଦେଇ ଶୈଳ ସିଲେରୁ ନଦୀର ଦୋରାଗୁଡ଼ା ଘାଟକୁ…

ସାଙ୍ଗ ହୋଇ ୨ଭାଇ ଯାଇଥିଲେ ଖେଳିବାକୁ, ଏକାଠି ନେଲେ ସମାଧି

କେନ୍ଦୁଝର, ୫ା୩(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଅର୍ଶଳା ଗ୍ରାମର ଦୁଇ ଭାଇ ଶୁକ୍ରବାର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଖେଳୁଥିବା ବେଳେ ଅସାବଧାନତା ଯୋଗୁ ଉଭୟ ବୁଡ଼ି ଯାଇଥିତ୍ବା ସୂଚନା ମିଳିଛି। ମୃତକ ଦ୍ୱୟ ହେଲେ ଏମ୍‌.ଡି ଆନସାରୀଙ୍କ…

ମହାନଦୀ ସେତୁରୁ ଖସିପଡ଼ି ଶ୍ରମିକଙ୍କ ଜୀବନଗଲା

ପୁରୁଣାକଟକ,୫।୩: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଖରଶଙ୍କୁଲୋଇ ନିକଟ ମହାନଦୀରେ ନିର୍ମାଣାଧୀନ ସେତୁ ଉପରୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ଶ୍ରମିକ ସମିର ଘୋଷ(୨୫)। ସୂଚନା ମୁତାବକ, ଗୁରୁବାର ରାତିରେ…

ବାହାବେଦିରୁ ମଶାଣି ଭୂଇଁରେ ନବବଧୂ

ବିନିକା,୫।୩: ସରିଥିଲା ବିବାହ, ଯିବାକୁ ଥିଲା ଶାଶୁଘର। ହେଲେ ନବବଧୂ ବର ସହିତ ସଜ୍ଜିତ ଗାଡ଼ିରେ ଯିବା ବଦଳରେ କୋକେଇରେ ଯାଇଥିଲେ ମଶାଣି ଭୂଇଁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଜୁଲୁଣ୍ଡା ଗ୍ରାମରେ…

ସୁସ୍ଥ ହେଲେ ୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୫।୩ : ଓଡ଼ିଶାରେ ଶୁକ୍ରବାର ୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୯୦୨ରେ ପହଞ୍ଚିଛି। ମୟୁରଭଞ୍ଜରୁ ୧୦, ଖୋର୍ଦ୍ଧା ଓ ସମ୍ବଲପୁରରୁ ୭, ବାଲେଶ୍ୱର, ଝାରୁସୁଗୁଡ଼ା ଓ ସୁନ୍ଦରଗଡ଼ରୁ…

ଇଟା ବେଝେଇ ଟ୍ରାକ୍ଟର ଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ପୋଲ

ନନ୍ଦପୁର,୫ା୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳି ବେଲଗାଁ ପଞ୍ଚାୟତର ସିଡାପୁଟ ଗ୍ରାମ ନିକଟ ପୋଲ ଉପରେ ଶୁକ୍ରବାର ଏକ ଇଟା ବୋଝେଇ ଟ୍ରାକ୍ଟର ଯାଉଥିବା ବେଳେ ହଠାତ୍‌ ପୋଲଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଟ୍ରାକ୍ଟରର ଟ୍ରଲିଟି ପୋଲ ତଳକୁ…

ଗୋଟିଏ ପରିବାରରୁ ୯୬୭ କୁଇଣ୍ଟାଲ ଧାନ କିଣି ଫଶିଲେ ସମବାୟ ସମିତି ସମ୍ପାଦକ

ଭୁବନେଶ୍ୱର/ଭଣ୍ଡାରିପୋଖରୀ, ୫।୩ : ଧାନକିଣାରେ ଅନିୟମିତତା ଏବଂ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ସେବା ସମବାୟ ସମିତି ଭାରପ୍ରାପ୍ତ ସମ୍ପାଦକ ମଦନ ମୋହନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏଥିସହିତ ଉକ୍ତ ସମିତିର ଡାଟାଏଣ୍ଟ୍ରି ଅପରେଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri