ନୂଆପଡ଼ା ଉପନିର୍ବାଚନ: କୋମନାରେ ରାତିଅଧିଆ ବ୍ଲାଙ୍କ୍ ଫାୟାରିଂ
ନୂଆପଡ଼ା,୨ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ଏଠାକାର ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି। ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇଙ୍କ ଖଡ଼ିଆଳସ୍ଥିତ ଭଡ଼ାଘରେ ଚଢାଉ କରାଯିବା ପରେ ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ…
ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପର ମୂଳଦୁଆ
ଭୁବନେଶ୍ୱର,୨ା୧୧(ଅନୁରାଧା ମହାରଣା/ସୁନିତ୍ ମିଶ୍ର ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ଛି। ଭୁବନେଶ୍ୱର ଇନ୍ଫୋଭ୍ୟାଲିଠାରେ ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡ୍ର ଭୂମିପୂଜନ ସମାରୋହ ଶନିବାର ଅନୁଷ୍ଠିତ ହୋଇଛି। ସମୁଦାୟ ୨,୦୬୭ କୋଟି ଟଙ୍କାର…
ପୋଲିସ SI ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ
ଭୁବନେଶ୍ୱର,୧।୧୧: ବହୁଚର୍ଚ୍ଚିତ ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମ୍ବ୍ରାଞ୍ଚକୁ ବଡ଼ ସଫଳତା। ରାକେଟ୍ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ। ନେପାଳ ବର୍ଡର ସ୍ଥିତ ଉତ୍ତରାଖଣ୍ଡ ଅଞ୍ଚଳରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତେବେ ଘଟଣା ପରଠାରୁ ସେ ନେପାଳ ବର୍ଡରରେ…
ଭେଙ୍କଟେଶ୍ୱର ଦଳାଚକଟାରେ ଓଡ଼ିଆ ଯୁବତୀ ମୃତ, ଏକମାତ୍ର ଝିଅକୁ ହରାଇ…
ପାତ୍ରପୁର,୧ା୧୧(ଉମା ଚରଣ ନେପାକ): ଓଡ଼ିଶାରେ ରବିବାର କାର୍ତ୍ତିକ ବଡ଼ ଏକାଦଶୀ ପାଳନ ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶରେ ଏକାଦଶୀକୁ ଶନିବାର ପାଳନ କରାଯାଇଥିଲା। ଆନ୍ଧ୍ରର ଶ୍ରୀକାକୁଲମ ଜିଲା କାଶୀବୁଗା ଭେଙ୍କଟେଶ୍ୱର ମନ୍ଦିରରେ ଏକାଦଶୀ ବ୍ରତ ପାଳନ ପାଇଁ ପ୍ରବଳ ଜନସମାଗମ ହୋଇଥିଲା।…
ଅଙ୍ଗଦାନ କରି ଚର୍ଚ୍ଚାରେ ଦୁର୍ଗମ ଅଞ୍ଚଳର ମହିଳା ‘ଅବଳା’,ଦିଆଗଲା ଗାର୍ଡ ଅଫ୍ ଅନର୍…
ମୋହନା,୧ା୧୧(ମନ୍ମଥ ମିଶ୍ର)- ଗଜପତି ଜିଲା ମୋହନା ବ୍ଲକରେ ଅଙ୍ଗଦାନ କରି ଜଣେ ମହିଳା ଚର୍ଚ୍ଚାକୁ ଆସିଛନ୍ତି। ସେ ହେଲେ ଖାରିଗୁମ୍ମା ଗାଁର ଅବଳା। ଖବରରୁ ଜଣାପଡିଛି, ଗତ ରବିବାର ଅବଳା ଆର ଉଦୟଗିରି ବ୍ଲକ ଛେଳିଗଡ଼ ଗାଁକୁ ତାଙ୍କର ଜଣେ ସମ୍ପର୍କୀୟଙ୍କ…
ଚକୋଲେଟ ଦେଇ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାରଣ, ମା’ବାପାଙ୍କ ଅଭିଯୋଗ ପରେ ବନ୍ଧା ହେଲେ ଶିକ୍ଷକ…
ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି । ଏକ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ହୁମ୍ମା ଫାଣ୍ଡି ପୋଲିସ ଏକ ପ୍ରାଥମିକ ବିଦ୍ୟାଳୟର…
ବ୍ୟବସାୟୀଙ୍କୁ ଅପହରଣ କରି ଅସୁଲିଥିଲେ ୪୦ ଲକ୍ଷ ଟଙ୍କା, ୪ ଡ଼କାୟତଙ୍କୁ ବାନ୍ଧିଲା ବୈଶିଙ୍ଗା ପୋଲିସ…
ବୈଶିଙ୍ଗା,୧।୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଞ୍ଚଳରେ ଜନୈକ ରାଇସ ମିଲ ମାଲିକଙ୍କୁ ଦିନ ଦ୍ବିପହରରେ ମାରଣାସ୍ତ୍ର ଦେଖାଇ ୧୮ ନଂ ଜାତୀୟ ରାଜପଥ ଉପରୁ ଅପହରଣ କରି ନେଇଥିଲେ। ପରେ ତାଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଅସୁଲିଥିବା…
ନବୀନଙ୍କ ସଭା ଭଣ୍ଡୁର ପାଇଁ ଭାଜପା ଉଦ୍ୟମ କରୁଛି: ବିଜେଡି
ନୂଆପଡ଼ା,୧ା୧୧ (ମକାରୁ ବେମାଲ): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଶୁକ୍ରବାର ଏ ନେଇ ଦଳ ପକ୍ଷରୁ ନିର୍ବାଚନ ସାଧାରଣ…
ମାମୁଘରକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଶିଶୁକନ୍ୟାର ଜୀବନ
ଦେବଗଡ଼,୧ା୧୧(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା ଅଧୀନ ନାଉଲିପଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମାମୁଘରକୁ ଆସି ପୋଖରୀକୁ ଏକୁଟିଆ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶିଶୁକନ୍ୟା ସୁନ୍ଦରଗଡ଼…
ଅଲିଭ ରିଡଲେଙ୍କ ପାଇଁ ତତ୍ପର ପ୍ରଶାସନ: ଋଷିକୂଲ୍ୟାରେ ଆରମ୍ଭହେଲା
ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ ): ଆଉ କିଛି ଦିନ ପରେ ସାମୁଦ୍ରିକ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହେବ । ଏ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା…
ବୃଦ୍ଧଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଥିଲେ ଅଭିଯୁକ୍ତ, ସିନ୍ ରିକ୍ରିଏସନ୍ବେଳେ କହିଲେ ଏମିତି…
ଭୁବନେଶ୍ୱର,୧ା୧୧: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତଙ୍କୁ ଧରି କ୍ରାଇମ୍ ସିନ ରିକ୍ରିଏସନ୍ କରିଛି ପୋଲିସ। ମୃତକ ଜଣକ ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ ବୋଲି ସୂଚନାରୁ ଜଣାପଡ଼ିଛି। ତେବେ ପୂର୍ବ ଶତ୍ରୁତାରୁ ମୃତକଙ୍କୁ ମାରି…
୩ ତାରିଖରେ ଏହି ୪ ଜିଲାରେ ସରକାରୀ ଛୁଟି ଘୋଷଣା
ଭୁବନେଶ୍ୱର,୧ା୧୧: ଆସନ୍ତା ୩ ତାରିଖରେ ଦକ୍ଷିଣ ଓଡ଼ିଶାର ୪ ଜିଲାରେ ସରକାରୀ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରିରେ ସରକାରୀ ଛୁଟି କରିଛନ୍ତି ଆର୍ଡିସି। କନ୍ଧମାଳ ଜିଲାର ବାଲିଗୁଡ଼ା ଉପଖଣ୍ଡରେ ବି ସରକାରୀ ଛୁଟି ଘୋଷଣା କରାଯାଇଛି। କାର୍ତ୍ତିକ…
Archives


