ରାଜ୍ୟ

ଗୁଣିଗାରେଡ଼ିକୁ ନେଇ ହତ୍ୟା: ମୁଖ୍ୟ ଅଭିଯୁକ୍ତ ପୁତୁରା ଗିରଫ

ଭବାନୀପାଟଣା/ଜୁନାଗଡ଼,୫।୧୦(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗ୍ରାମରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣାର ଫର୍ଦ୍ଦାଫାଶ କରିଛି ଜୁନାଗଡ଼ ପୋଲିସ। ଗୁଣି ଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଏହି...

ଓଡ଼ିଆ ଯବାନ ଶହୀଦ

କାମାକ୍ଷାନଗର,୫ା୧୦(ସୁଧୀର କୁମାର ପରିଡ଼ା)- ଉତ୍ତର ସିକିମ୍‌ର ଲୋନାକ ଲେକ୍‌ ଅଞ୍ଚଳରେ ମଙ୍ଗଳବାର ରାତିରେ ହୋଇଥିବା ବାଦଲଫଟା ବର୍ଷା ପରେ ତିସ୍ତା ନଦୀ ଅବବାହିକାରେ ଆସିଥିବା ବନ୍ୟାରେ ଭାସିଯାଇ ନିଖୋଜ ହୋଇଯାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ (୨୯) ଶହୀଦ...

ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତର ମୂଳ ସ୍ଥାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆଇଏମ୍‌ଏମ୍‌ଟି ଅଡିଟୋରିୟମ ଭୁବନେଶ୍ୱରରେ ବିପିୟୁଟି ଟେକ୍‌ କାର୍ନିଭାଲ-୨୦୨୩ର ଉଦ୍‌ଘାଟନ କରି କହିଛନ୍ତି, ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତର ମୂଳ ସ୍ଥାନ। ଆମର ଅଭିବୃଦ୍ଧି, ଆମର ମଙ୍ଗଳ, ସବୁକିଛି ଉନ୍ନତ ଏବଂ ଉଦୀୟମାନ...

ଆର୍‌ଟିଓ ବିଭାଗ ପକ୍ଷରୁ ଚାଲିଛି ସ୍କୁଲ ବସ୍‌ ଯାଞ୍ଚ, ୬୫୦୦୦ ଟଙ୍କା ଫାଇନ୍‌ ଆଦାୟ

ରାୟଗଡ଼ା,୫ା୧୦(ଭାଗ୍ୟଶ୍ରୀ ମିଶ୍ର): ଓଡ଼ିଶା ଟ୍ରାନ୍ସ ପୋର୍ଟ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନିକିଆ ସ୍କୁଲ ବସ୍‌ ଯାଞ୍ଚ କରାଯାଉଛି। ରାୟଗଡ଼ା ସହରର କପିଳାସ ଛକରେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏହି ଯାଞ୍ଚ କରାଯାଇଛି। ଇନ୍ସପେକ୍ଟର ଜେ.ଭରା ସଗରିଆଙ୍କ...

୨୬ ମନ୍ଦିରର ନବୀକରଣରେ ଖର୍ଚ୍ଚ ହେବ ୪୨ କୋଟି ୪୯ ଲକ୍ଷ ଟଙ୍କା

ଛତ୍ରପୁର,୫ା୧୦(ଦିଲ୍ଲୀପ ସାମଲ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲାକୁ ଅଗଷ୍ଟ ୨୫ ରୁ ୨୭ ତିନି ଦିନ ହିଞ୍ଜିଳି ବ୍ୟତୀତ ୧୨ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ବିଭିନ୍ନ ବର୍ଗର ଲୋକମାନଙ୍କ ଅଭିଯୋଗ ଦରଖାସ୍ତ ଗ୍ରହଣ...

ଡ୍ରେନ୍‌ରେ ଅଳିଆ, ଶୌଚାଳୟରେ ତାଲା

ଖୋର୍ଦ୍ଧା,୫ା୧୦(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ପୌରାଞ୍ଚଳରେ ସ୍ବଚ୍ଛତା ପ୍ରହସନ ପାଲଟିଛି। ସହରରୁ ଅଧିକାଂଶ ଦିନ ଅଳିଆ ହଟୁ ନ ଥିବାବେଳେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ସପ୍ତାହେ ହେଲା ଲଘୁଚାପ ବର୍ଷାରେ ଡ୍ରେନରୁ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ...

ଡଏଚ୍‌ଏଚ୍‌ରେ ଆଇସିୟୁ ଉଦ୍‌ଘାଟିତ

ଖୋର୍ଦ୍ଧା, ୫ା୧୦ (ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ବିଧାୟକ ପାଣ୍ଠିରୁ ଦେଢ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦ ଶଯ୍ୟା ବିଶିଷ୍ଟ ଇଣ୍ଟେନ୍‌ସିଭ କେୟାର ୟୁନିଟ(ଆଇସିୟୁ) ଉଦ୍‌ଘାଟିତ ହୋଇଯାଇଛି। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ମୁଖ୍ୟଅତିଥି ଭାବେ...

ସୁଧୁରୁନି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ନୀଳଗିରି, ୫।୧୦(ପ୍ରଶାନ୍ତ ବିଶ୍ୱାଳ)ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଉପରେ ପ୍ରତିଦିନ ଶହ ଶହ ଲୋକ ନିର୍ଭର କରନ୍ତି। ନୀଳଗିରି ଡାକ୍ତରଖାନା ଜିଲାର ଏକମାତ୍ର ଉପଖଣ୍ଡ ହସ୍‌ପିଟାଲ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ରାଜ୍ୟ ସରକାର ଓ ଜିଲା ପ୍ରଶାସନ...

୧୦ରେ ତାଳଚେର ବନ୍ଦ ଡାକରା

ତାଳଚେର, ୫ା୧୦ (ମନୋଜ ନନ୍ଦ)ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଆସନ୍ତା ୧୦ ତାରିଖ ଦିନ ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲାପାଳଙ୍କୁ ପ୍ରଦାନ...

୨୮ରୁ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା

ଢେଙ୍କାନାଳ,୫ା୧୦(ରତନ ନାୟାର)ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ। ନଭେମ୍ବର ୮ ରେ ଏହି ପୂଜା ଉତ୍ସବର ଭସାଣି ପର୍ବ ଅନୁଷ୍ଠିତ ହେବ। ଏ ନେଇ ଜିଲା ପ୍ରଶାସନର ଆବାହକତ୍ୱରେ ମିଳିତବଜାର ପୂଜା କମିଟି ଏବଂ...

ସାଇତା ହୋଇପାରୁନି ସ୍ମୃତି

ବାଳୁତ ଅବସ୍ଥା, ତଥାପି ଦେଶ ପ୍ରେମରେ ସେ ଥିଲେ ବୟସ୍କ। ସ୍ବାଧୀନତା ସଂଗ୍ରାମର ଜଣେ ଅଗ୍ରଣୀ ସାରଥି। ବନ୍ଧୁକଧାରୀ ବ୍ରିଟିଶ ଫୌଜଙ୍କୁ ବ୍ରାହ୍ମଣୀ ପାର କରାଇ ନ ଦେବାର ପଣ କରି ଶହୀଦ ହୋଇଥିଲେ ସେ। ହେଲେ ସ୍ବାଧୀନତାର ୭୫...

ବିପଦକୁ ଡାକୁଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଯାଜପୁରରୋଡ୍‌,୫ା୧୦(ପବିତ୍ର ରଞ୍ଜନ ମହାନ୍ତି):ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ବହୁ ସମୟରେ ସାଧାରଣ ଲୋକ ଓ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବିଦ୍ୟୁତ୍‌ ଆଘାତରେ ପ୍ରତ୍ୟେକ ଦିନ ବହୁ ଅଘଟଣ ଘଟିବାସହ ଧନଜୀବନ ହାନି ହେଉଛି। ରାଜ୍ୟ ସରାକର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri